Browsing Category
Breaking News
ଶଶୁର ଘରକୁ ଯାଉଥିଲେ ଜ୍ବାଇଁ, ଭାରସାମ୍ୟ ହରାଇ ବାଇକ୍ରୁ ଛିଟିକି ପଡି ହେଲେ ଗୁରୁତର
ପାପଡାହାଣ୍ଡି,(ଓଡ଼ିଶା ଭାସ୍କର): ବାଇକ୍ରେ ଶଶୁର ଘରକୁ ଯାଉଥିଲେ ଜ୍ବାଇଁ, ହଠାତ ଭାରସାମ୍ୟ ହରାଇ ବାଇକ୍ରୁ ଛିଟିକି ତଳେ ଯୁବକ। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟଲୋକ…
ସିଙ୍କହୋଲ୍ ଭିତରରେ କ୍ଷଣିକରେ ବୁଡିଗଲା ପାର୍କିଂରେ ଠିଆ ହୋଇଥିବା କାର୍, ଦେଖନ୍ତୁ ଭିଡିଓ
ମୁମ୍ବାଇ: ଲଗାତର ଭାବରେ କିଛି ଦିନ ହେବ ମୁମ୍ବାଇରେ ବର୍ଷା ଲାଗି ରହିଛି । ଯାହା ଫଳରେ ବିଭିନ୍ନ ରାସ୍ତା ଘାଟରେ ପାଣି ଜମିରହିବା ସହିତ ଡ୍ରେନେଜ୍ ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି । ଇତି ମଧ୍ୟରେ ମୁମ୍ବାଇରୁ ଏକ…
ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ବର୍ଷୁଛି ଟଙ୍କା, ସଂଗ୍ରହ ହେଲାଣି ୫ହଜାର କୋଟି
ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି ପରିସରରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଉ ଏଥିପାଇଁ ଟଙ୍କାର ବର୍ଷା ହେବାରେ ଲାଗିଛି । ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ଜାନୁଆରୀ…
ସାରା ଓଡ଼ିଶାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ୱର(ଓଡିଶା ଭାସ୍କର): ସାରା ଓଡ଼ିଶାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସାହାଯ୍ୟରେ ସାରା ଓଡ଼ିଶାକୁ ଛୁଇଁଲା । ଜୁନ୍ ୧୦ ତାରିଖରେ ଓଡ଼ିଶାର ୮ଟି ଜିଲ୍ଲାରେ ସଂପୂର୍ଣ୍ଣ…
ଡ୍ରେନ୍ ସଫା ହେଲାନି ବୋଲି… ଠିକାଦାରଙ୍କୁ କିଭଳି ଦଣ୍ଡ ଦେଲେ ବିଧାୟକ… ଦେଖନ୍ତୁ ଭାଇରାଲ୍ ଭିଡିଓ
ନୂଆଦିଲ୍ଲୀ: ମୁମ୍ବାଇରେ ସପ୍ତାହେ ହେଲା ବର୍ଷା ଲାଗି ରହିଥିବା ବେଳେ ସେଠାରେ ରାସ୍ତା ମାନଙ୍କରେ ପାଣି ଜମି ହୋଇ ରହିଥିବାର ଦୃଶ୍ୟ ଲଗାତାର ସାମନାକୁ ଆସୁଛି । ବର୍ଷା ଯୋଗୁଁ ଲୋକ ମାନଙ୍କ ଯାତାୟତରେ ବାଧାପ୍ରାପ୍ତ…
କିଏ ଏହି ୟଶ୍ ଦାସଗୁପ୍ତା? କାହିଁକି ନୁସରତଙ୍କ ସହିତ ଯୋଡି ହେଉଛି ତାଙ୍କ ନାମ?
କୋଲକାତା: କରୋନା ମହାମାରୀର କହର ମଧ୍ୟରେ ଅନେକ କିଛି ବର୍ତ୍ତମାନ ଚର୍ଚ୍ଚାର ପରିସରରେ ରହିଛି । ଯାହାକୁ ନେଇ ରାଜନୈତିକ ମାହୋଲ ଠାରୁ ଆରମ୍ଭ କରି ମନୋରଞ୍ଜନ କ୍ଷେତ୍ରରେ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି । ବର୍ତ୍ତମାନ…
ମେଟ୍ରୋରେ ଗୋଟିଏ ସିଟ୍ ପାଇବାକୁ ଯୁବକ କଲେ ଅଜବ ହରକତ୍, ଏହାକୁ ଦେଖି ଲୋକ ହେଲେ କାବା; ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ: ଅନେକ ସମୟରେ ଆମ ଚାରି ପାଖରେ କିଛି ନା କିଛି ଅଜବ ଘଟଣା ମାନ ଘଟିଥାଏ । ସେଥିମଧ୍ୟରୁ କିଛି ଆମକୁ ଆଶ୍ଚର୍ଯ୍ୟ କରିବା ସହିତ ଦ୍ୱନ୍ଦରେ ପକାଇଥାଏ । ହେଲେ ନିକଟରେ ଜଣେ ଯୁବକଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେଉଛି…
ଟିକା ଅଭାବ ସମ୍ପୂର୍ଣ୍ଣ ମିଛ! କେନ୍ଦ୍ର ସରକାର ଦେଇଛନ୍ତି ମୋଟ ୨୬ କୋଟି ଡୋଜ୍, ଏବେ ବି ସମସ୍ତ ରାଜ୍ୟରେ ବଳକା ଅଛି ୧.୫ କୋଟିରୁ ଅଧିକ ଡୋଜ୍
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରେ ଟିକାକରଣ ଚାଲିଛି । ତେବେ କେନ୍ଦ୍ର ସରକାର ଆବଶ୍ୟକ ମାତ୍ରାରେ ଟିକା ପ୍ରଦାନ କରିବାରେ ବିଫଳ, ତେଣୁ…
ଅନଲକ୍ ହେଉଛି ରାଜଧାନୀ: ଖୋଲିବ ବଜାର, ମଲ୍ ଓ ରେଷ୍ଟୁରାଣ୍ଟ
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅନେକ ମାତ୍ରାରେ କମ ହୋଇଯିବାରୁ ସେଠାରେ ଏବେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଠାରୁ ଅନଲକ୍ ପ୍ରକ୍ରିୟାରେ ସମସ୍ତ ବଜାର,…
ଖାଲି ଅଛି ୯ କ୍ୟାବିନେଟ୍ ପଦ, ପାଇଲଟ୍ ମାଗୁଛନ୍ତି ୬, ଅଙ୍କ ଛିଡ଼ୁ ନଥିବାରୁ ଆପ୍ଲାଏ ହେବ ନୂଆ ଫର୍ମୂଲା
ଜୟପୁର: ରାଜସ୍ଥାନ କଂଗ୍ରେସ ରାଜନୀତି ପୁଣି ଗୋଳିଆରେ ହେବାରେ ଲାଗିଛି । କିଛିଦିନ ପୂର୍ବରୁ କଂଗ୍ରେସ ନେତା ସଚିନ ପାଇଲଟ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ନ ଭେଟିବା ଉପରେ ଚର୍ଚ୍ଚା ହେଉଥିଲା । ଏବେ ପୁଣି ଏକ ନୂଆ ତଥ୍ୟ…