fbpx
Browsing Category

Breaking News

ଏଣିକି ଏକୁଟିଆ କାର ଚଳାଉଥିଲେ ବି ମାସ୍କ ବାଧ୍ୟତାମୂଳକ, ନ ମାନିଲେ ଗଣିବେ ଫାଇନ୍

ନୂଆଦିଲ୍ଲୀ, ୭ା୪: ଏଣିକି ପ୍ରତ୍ୟେକ ବ୍ୟକ୍ତି ଏକୁଟିଆ କାର ଚଳାଉଥିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦିଲ୍ଲୀ ସରକାରଙ୍କ ନିୟମକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଏହି ରାୟ…

ଯୁବତୀଙ୍କ ସୁନ୍ଦର ଚେହେରା ଦେଖି ଚାଲାଣ କାଟିଲେ ପୋଲିସବାବୁ, ଜାଣନ୍ତୁ ଆଗକୁ କ’ଣ ଘଟିଲା

ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ ଟ୍ରାଫିକ ପୋଲିସ ଚାଲାଣ କାଟିଥାନ୍ତି । ମଦ୍ୟପାନ କରି ଗାଡ଼ି ଚଳାଇବା, ସିଟ୍ ବେଲ୍ଟ ନ ପିନ୍ଧିବା, ଫୋନରେ କଥା ହୋଇ ଗାଡ଼ି ଚଳାଇବା ସମୟରେ ଧରାପଡ଼ିଲେ ମୋଟା ଅଙ୍କର ଜରିମାନା…

ଋଷ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର, ପୁତିନଙ୍କ ଯାତ୍ରା ନେଇ ପ୍ରସ୍ତୁତି ଉପରେ ଚର୍ଚ୍ଚା

ନୁଆଦିଲ୍ଲୀ,  ୭ା୪ (ଓଡିଶା ଭାସ୍କର) :, ସୋମବାର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ଋୁଷ ସମ୍ମିଳନୀକୁ ନେଇ ଋୁଷ୍ ବିଦେଶ ମନ୍ତ୍ରୀ ସର୍ଗେ ଲାବରୋବଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।ବିଦେଶ ମନ୍ତ୍ରୀ…

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ, ୭ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ୪% ଅପରିବର୍ତ୍ତିତ ରଖିଛି । ଆରବିଆଇର ଏହି ଘୋଷଣା ପରେ ବିଭିନ୍ନ ଋଣ ଉପରେ ସୁଧ କମିବ ନାହିଁ । ତେଣୁ ଗ୍ରାହକମାନେ ଏଥିରୁ କୌଣସି ଲାଭ ପାଇବାର…

କରୋନା ଠାରୁ ଅଧିକ ମାରାତ୍ମକ ବାର୍ଡ ଫ୍ଲୁ , ମଲେଣି ହଜାର ହଜାର ବିଦେଶୀ ପକ୍ଷୀ

ନୁଆଦିଲ୍ଲୀ,  ୭ା୪ (ଓଡିଶା ଭାସ୍କର) : ଗୋଟେ ପଟେ କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ପକ୍ଷୀ ମାନଙ୍କୁ ହନ୍ତସନ୍ତ କରିବାରେ ଲାଗିଛି । ବାର୍ଡ ଫ୍ଲୁର…

ଦେଶରେ ୬୩୦ ଜଣଙ୍କ ମୃତ୍ୟୁ, ୧ ଲକ୍ଷ ୧୫ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୭ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୬୩୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬ ହଜାର ୧୭୭କୁ ବୃଦ୍ଧି…

ଭାରତରେ ନିର୍ମାଣ ଚାଲିଛି ବିଶ୍ୱର ଉଚ୍ଚତମ ରେଳ ବ୍ରିଜ୍, ଜାଣନ୍ତୁ କ’ଣ ରହିଛି ଏହାର ସ୍ୱତନ୍ତ୍ରତା

ନୂଆଦିଲ୍ଲୀ, ୭ା୪: ଭାରତୀୟ ରେଳବାଇ ଜାମ୍ମୁକାଶ୍ମୀରରେ ନିର୍ମାଣ କରୁଛି ବିଶ୍ୱର ଉଚ୍ଚତମ ରେଳ ବ୍ରିଜ୍ । ପ୍ୟାରିସର ଏଫେଲ ଟାୱାରଠାରୁ ମଧ୍ୟ ଏହି ବ୍ରିଜର ଉଚ୍ଚତା ୩୫ ମିଟର ଅଧିକ । ୨୮ ହଜାର ୬୬୦ ମେଟିକ ଟନ ଇସ୍ପାତ ଏହି…

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା: ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, ଆଠ ସହ ନିକଟତର

ଭୁବନେଶ୍ୱର, ୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

ବିନା ଡିଗ୍ରୀରେ ବି କମ୍ପାନୀ ଦେଉଛି ଭଲ ଚାକିରି, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୭ା୪: ଭାରତରେ ବିନା ଡିଗ୍ରୀରେ ଚାକିରି ପାଇବା ସମ୍ଭବ ନୁହେଁ । ମାତ୍ର କାର କମ୍ପାନୀ ଟେସଲା ଯୁବପୀଢ଼ିଙ୍କ ପାଇଁ ଏକ ସୁଯୋଗ ଆଣି ଦେଇଛି । କେବଳ ସ୍କୁଲ ପଢ଼ା ଶେଷ କରିଥିବା ପିଲାଙ୍କୁ ନିଯୁକ୍ତି ଦେଉଛି…

ଭାରତ ସହ ଶତ୍ରୁତା ମହଙ୍ଗା ପଡ଼ିଲା, ପାକିସ୍ତାନରେ ଚିନି କିଲୋ ୧୦୦ ଛୁଇଁଲା

ନୂଆଦିଲ୍ଲୀ, ୭ା୪ (ଓଡିଶା ଭାସ୍କର): ଭାରତର ସହ ଶତ୍ରୁତା କରିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ପାକିସ୍ତାନରେ ଖୁଚୁରା ବଜାରରେ ଚିନି ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ଛୁଇଁଛି । ପାକିସ୍ତାନ…