Browsing Category

Breaking News

ହିଜାବ ବିବାଦ: ସସପେଣ୍ଡ୍ ହେଲେ ୫୮ ଛାତ୍ରଛାତ୍ରୀ, ହିଜାବ ପିନ୍ଧିବା ନେଇ କରୁଥିଲେ ପ୍ରଦର୍ଶନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବକୁ ନେଇ ଜାରି ରହିଥିବା ବିବାଦ ପୁଣିଥରେ ତେଜିଛି । ଏବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗୋଟିଏ ସ୍କୁଲର୍ ୫୮ ଜଣ ଛାତ୍ରଛାତ୍ରୀଙ୍କୁ ସସପେଣ୍ଡ୍ କରିଦିଆଯାଇଛି । ସୂଚନା ଯେ, ଏହି ଘଟଣା…

ନିର୍ବାଚନୀ ତାତି: ମୁମୂର୍ଷୁ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର, ଦେଖନ୍ତୁ Video

ନୂଆପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରସ୍ତୁତି । କିଛି ସ୍ଥାନରେ ଶାନ୍ତିପୂର୍ଣ୍ଣ ପରିବେଶ ରହିଥିବା ବେଳେ କିଛି…

ଗୋଟିଏ ଝଟକାରେ ବିଶାଳ ବୃକ୍ଷକୁ ଧରାଶାୟୀ କରିଦେଲେ ଗଜରାଜ, ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଏବେ ଗଜରାଜଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଗଜରାଜ ଗୋଟିଏ ଝଟକାରେ ଏକ ବିଶାଳ ବୃକ୍ଷକୁ ଧରାଶାୟୀ କରିଦେଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏଥିରୁ ଗଜରାଜଙ୍କର ଶକ୍ତି କେତେ…

କେବଳ ୪୫ ମିନିଟ୍ ରେ ଘରେ ପହଞ୍ଚିବ ଗ୍ରୋସରୀ, Flipcart ଲଞ୍ଚ୍ କଲା Quick Delivery ସର୍ଭିସ୍

ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ Flipcart ଏବେ ଏକ ନୂତନ ସର୍ଭିସ୍ ଆରମ୍ଭ କରିବାକୁ ଯାଉଛି । ଏଣିକି Flipkart Quick Delivery Service ଦ୍ୱାରା ୪୫ ମିନିଟ୍ ମଧ୍ୟରେ ଗ୍ରୋସରୀ ଆପଣଙ୍କ ଘରେ ପହଞ୍ଚିବ । ଏହି Quick…

IPS ଅଧିକାରୀଙ୍କୁ ଗିରଫ କଲା NIA: ଲସ୍କର-ଇ-ତୋଏବାକୁ ଯୋଗାଉଥିଲେ ସିକ୍ରେଟ୍ ତଥ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ନିଆ) ପକ୍ଷରୁ ଜଣେ ଆଇପିଏସ ଅଧିକାରୀଙ୍କୁ ଗିରଫ କରାଯାଇଛି । ଉକ୍ତ ଅଧିକାରୀଙ୍କ ନାମ ଅରବିନ୍ଦ ଦିଗବିଜୟ ସିଂହ ନେଗୀ ଓ ସେ ହିମାଚଳ ପ୍ରଦେଶର ଏସଡିଆରଏଫର ପୋଲିସ ଅଧିକ୍ଷକ…

ଦେଶରେ କମିଲା କରୋନା ସଂକ୍ରମଣ: ୨୪ ଘଣ୍ଟାରେ ମିଳିଲେ ୨୨, ୨୭୦

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ପୁଣି ଏହାର ସଂଖ୍ୟା କମିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୨୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୫୩୪ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

Dhani Fraud Loan: ଆପଣଙ୍କ PAN ଦ୍ୱାରା ଅନ୍ୟ କେହି ନେଉଛି କି ଲୋନ୍? କ୍ଷତି ସହିବା ପୂର୍ବରୁ ଏପରି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: ଫିନଟେକ୍ କମ୍ପାନୀ ଇଣ୍ଡିଆବୁଲ୍ସ ଗତ କିଛି ଦିନ ହେବ ବିବାଦରେ ଘେରି ରହିଛି । ଏହିୁ ବିବାଦ କମ୍ପାନୀର ଫାଇନାନ୍ସିଆଲ୍ ସର୍ଭିସ୍ ଆପ୍ ଧନୀ ସହିତ ଜଡ଼ିତ । ଏହି ଆପ୍ ବିନା କୌଣସି ସିକ୍ୟୁରିଟିରେ ଲୋନ୍ ଦେଇଥାଏ…

ଆନ୍ଧ୍ରରେ ଦୁର୍ଘଟଣାଗ୍ରସ୍ତ ହେଲା ଓଡ଼ିଶା ବସ୍: ୪୭ ଦାଦନ ଶ୍ରମିକ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ରପ୍ରଦେଶରେ ଓଡ଼ିଶାର ଏକ ବସ୍ ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ମୋଟ ୪୭ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ୫ ନମ୍ବର ଜାତୀୟ ରାଜପଥ ରଣସରନ୍ ନିକଟରେ ଏକ…

୨୦୦୮ Ahmedabad Blast: ୭୦ ମିନିଟ୍, ୨୧ ବିସ୍ଫୋରଣ, ୫୬ ମୃତ୍ୟୁ…ପଢ଼ନ୍ତୁ କଣ ରହିଛି ପୂରା ଘଟଣା ଓ ସମାଧାନ

ଅହମଦାବାଦ୍: ଗୁଜରାଟର ଅହମଦାବାଦ୍ ରେ ୨୦୦୮ ମସିହାରେ ହୋଇଥିବା ଭୟଙ୍କର ବ୍ଲାଷ୍ଟରେ ୫୬ ଜଣ ପ୍ରାଣ ହରାଇଥିବା ବେଳେ ୨୦୦ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ମୃତକ ଓ ଆହତଙ୍କୁ ଶୁକ୍ରବାର ଦିନ ନ୍ୟାୟ ମିଳିଛି । ଗତକାଲି…