Browsing Category
Breaking News
ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରେ ବୋମାମାଡ଼
ସାଲେପୁର(ଓଡ଼ିଶା ଭାସ୍କର): ସାଲେପୁରରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରେ ହୋଇଛି ବୋମାମାଡ଼ । ଶିଶୁଆ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ଲଗାତର ଦୁଇଟି ବୋମାମାଡ଼ ହୋଇଥିବା ଘଟଣା…
ରାଜ୍ୟରେ କମୁନି ମୃତ୍ୟୁସଂଖ୍ୟା: ଆଜି ୧୯ ଜଣଙ୍କ ମୁଣ୍ଡ ଗଡ଼ିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…
ବାପି ଦା’ଙ୍କ ଜୀବନର ୧୦ଟି ଅଜଣା କଥା, ଆସନ୍ତୁ ଜାଣିବା
ନୂଆଦିଲ୍ଲୀ: ପ୍ରଥମେ ଯାଇଥିଲେ ଲତା ଆଉ ଏବେ ଚାଲିଗଲେ ବାପି । ମାତ୍ର ୧୦ ଦିନ ମଧ୍ୟରେ ଭାରତୀୟ ସଙ୍ଗୀତ ଜଗତ ଦୁଇ ଦୁଇଟି ଅମୂଲ୍ୟ ରତ୍ନଙ୍କୁ ହରାଇଛି । ଆଜି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି ୬୯…
ସିକୁଆ ପଂଚାୟତରେ ଟଙ୍କା ବାଣ୍ଟିବାକୁ ନେଇ ଉତ୍ତେଜନା, ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲେ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ
ଖଡ଼ିଆଳ (ଭାସ୍କର ନ୍ୟୁଜ୍): ଖଡ଼ିଆଳ ବ୍ଲକର ସୁନାରୀ ସିକୁଆରେ ପଂଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀନୀ ଭୋଳେଶ୍ୱରୀ ଦାସ ଭୋଟରକୁ ଟଙ୍କା ବାଣ୍ଟୁଥିବାନେଇ ଗ୍ରାମରେ ଉତ୍ତେଜନା ହୋଇଥିଲା ।
ସୂଚନା ମୁତାବକ ସୁନାରୀ…
(Video) ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ପରଲୋକ
ନୂଆଦିଲ୍ଲୀ: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ ଘଟିଛି । ମୁମ୍ବାଇସ୍ଥିତ ବାସଭବନରେ ବାପିଙ୍କର ୬୯ ବର୍ଷ ବୟସରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଗତ ୬ ତାରିଖରେ ସୁର ସାମ୍ରାଜ୍ଞୀ…
ଆସନ୍ତା ଏପ୍ରିଲରେ ହେବ ଯୁକ୍ତ ଦୁଇ ପରୀକ୍ଷା!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠିତ ହେବ । ଏନେଇ ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ…
ଆଜି ପ୍ରଥମ ଟି-ଟ୍ୱେଣ୍ଟି: ଇଡେନ ଗାର୍ଡେନରେ ମୁହାଁମୁହିଁ ହେବ ୱେଷ୍ଟଇଣ୍ଡିଜ- ଭାରତ, ନୂଆ ରଣନୀତ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ
କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଦିନିକିଆ ସିରିଜରେ କ୍ଲିନ ସ୍ୱିପ କରିବା ପରେ ଟି-୨୦ ସିରିଜ ଉପରେ ରୋହିତ ସେନାର ନଜର ରହିଛି । ଅନ୍ୟପଟେ ଏହି ଫର୍ମାଟରେ…
ଆଜି ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ, ରତ୍ନସିଂହାସନ ବରୁଣ ହ୍ରଦର ଭ୍ରମ ସୃଷ୍ଟି କରିବ
ପୁରୀ (ଭାସ୍କର ନ୍ୟୁଜ): ଆଜି ପବିତ୍ର ମାଘ ପୂର୍ଣ୍ଣମୀ । ରତ୍ନସିଂହାସନରେ ଗଜ ଉଦ୍ଧାରଣ ବେଶରେ ଉଭା ହେବେ ଶ୍ରୀଜଗନ୍ନାଥ । ଆକାଶ ମାର୍ଗରେ ଠାକୁରେ ଗରୁଡ଼ ପିଠିରେ ବସି ବରୁଣ ହ୍ରଦରେ ପ୍ରାଣରକ୍ଷା ପାଇଁ ପ୍ରାର୍ଥନା…
ପ୍ରିଜାଇଡିଂ ଅଫିସରଙ୍କ ହୃଦ୍ଘାତରେ ମୃତ୍ୟୁ, ମତଦାନ କାର୍ଯ୍ୟରେ ଯୋଗଦେବାକୁ ବାହାରିଥିବା ବେଳେ ଚାଲିଗଲା ଜୀବନ
ଆଠମଲ୍ଲିକ, (ଭାସ୍କର ନ୍ୟୁଜ୍): ତାଳଚେରରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ଯାଉଥିବା ପ୍ରିଜାଇଡିଂ ଅଫିସର ଶୁଭେନ୍ଦୁ ନାୟକଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଛି ।…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍, ୬୭.୫୧ ଲକ୍ଷ ଭୋଟର ସାବ୍ୟସ୍ତ କରିବେ ମତାଧିକାର
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଅନୁଷ୍ଠିତ ହେବ ଭୋଟଗ୍ରହଣ । ଏଥିନେଇ ପୋଲିଂ ପାର୍ଟି ସ୍ଥାପନ କରାଯାଇଥିବା ବୁଥ୍ଗୁଡ଼ିକରେ ପହଞ୍ଚିଛନ୍ତି। ମତଦାନ…