Browsing Category
Breaking News
ବାର୍ଡ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଙ୍କୁର ଭାଟିଆଙ୍କ ହୃଦଘାତରେ ପରଲୋକ
ନୂଆଦିଲ୍ଲୀ: ବାର୍ଡ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଙ୍କୁର ଭାଟିଆଙ୍କ ହୃଦଘାତରେ ପରଲୋକ ଘଟିଛି । ତାଙ୍କୁ ମୃତ୍ୟୁ ବେଳକୁ ୪୮ ବର୍ଷ ବୟସ ହୋଇଥିଲା । ଆଜି ସକାଳୁ ଭୀଷଣ ହୃଦଘାତ ଯୋଗୁଁ ସେ ମୃତ୍ୟୁବରଣ…
ଏ କି ପ୍ରେମ! ପ୍ରୋପୋଜାଲ୍ ସ୍ୱୀକାର ନ କରିବାରୁ ରାଗରେ ଯୁବତୀଙ୍କ ଛାତିରେ ଛୁରି ଭୁସି ମାରିଦେଲା ଅଭିଯୁକ୍ତ
ବ୍ରାସିଲିୟା: ବ୍ରାଜିଲ୍ ରୁ ହତ୍ୟା ଘଟଣା ନେଇ ଏକ ଅଭାବନୀୟ ଖବର ସାମନାକୁ ଆସିଛି । ସେଠାରେ ଗୋଟିଏ ଯୁବକ ନିଜର ନର୍ସିଂ ସ୍କୁଲର ସହପାଠୀଙ୍କୁ ପ୍ରେମ ନିବେଦନ କରିଥିଲେ । ହେଲେ ସହପାଠୀ ରାଜି ନ ହେବାରୁ ତାଙ୍କୁ ଛୁରୀ…
ଶସ୍ତା ସୁନା କିଣିବାର ସୁବର୍ଣ୍ଣ ସୁଯୋଗ: ଲଗାତାର କମୁଛି ଦାମ୍, ଚେକ୍ କରନ୍ତୁ ଆଜିର ରେଟ୍
ନୂଆଦିଲ୍ଲୀ: ସପ୍ତାହର ଶେଷ ଦିନରେ ସୁନା ଓ ରୂପାର ଦାମ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଏହି ସପ୍ତାହରେ ଲଗାତାର ୪ ଦିନ ସୁନା ଦାମ ହ୍ରାସ ପାଉଛି । ଦେଖିବାକୁ ଗଲେ ରେକର୍ଡ ହାଇରୁ ଏବେ ୮ ହଜାର ଟଙ୍କା ଶସ୍ତାରେ…
ଅନ୍ତିମ ସଂସ୍କାର କରି ସ୍ୱାମୀ ଫେରିବା ବେଳକୁ ଘରେ ଜୀବିତ ବସିଛି ସ୍ତ୍ରୀ’
ବିଜୟୱାଡା: ଆନ୍ଧ୍ର ପ୍ରଦେଶର ବିଜୟୱାଡାରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ଅନ୍ତିମ ସଂସ୍କାର କରି ଘରକୁ ଫେରିବା ବେଳକୁ ଘରେ ଜୀବିତ ଅବସ୍ଥାରେ ସ୍ତ୍ରୀ'କୁ ବସିଥିବା…
ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ
କଟକ(ଓଡିଶା ଭାସ୍କର): କଟକ ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କର ପରଲୋକ ଘଟିଛି । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ବିକ୍ରମ କେଶରୀ ଓଡିଶା…
ଆରଏସଏସ୍ ମୁଖ୍ୟ ମୋହନ ଭଗତଙ୍କ ବ୍ୟକ୍ତିଗତ ଟୁଇଟର୍ ଆକାଉଣ୍ଟରୁ ହଟିଲା ବ୍ଲୁ-ଟିକ୍
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭଗତଙ୍କ ବ୍ୟକ୍ତିଗତ ଟୁଇଟର୍ ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟାଇ ଦେଇଛି । ଏହା ପୂର୍ବରୁ ଦେଶର ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ…
୨୦୨୧ ଅଲିମ୍ପିକରେ ଆଥଲେଟମାନଙ୍କୁ ଦିଆଯିବ ଏକ ଲକ୍ଷ ୬୦ ହଜାର କଣ୍ଡୋମ୍, ମାତ୍ର ବ୍ୟବହାର ନେଇ ରହିଛି ଏହିସବୁ ନିର୍ଦ୍ଦେଶ
ଟୋକିଓ: ୨୦୨୧ ଅଲିମ୍ପିକ୍ ଜାପାନର ଟୋକିଓ ସହରରେ ଆୟୋଜିତ ହେବ । ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । କରୋନା କାଳରେ ଅଲିମ୍ପିକ୍ ପରି ବୃହତ କ୍ରୀଡ଼ା ଇଭେଣ୍ଟର ଆୟୋଜନ କରିବା ଅଲିମ୍ପିକ୍ କମିଟି ପାଇଁ ଏକ…
ରାଜଧାନୀରେ ଲାଗିଲା ଅଡ-ଇଭିନ୍ ଫର୍ମୁଲା, ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ?
ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ପୂର୍ବ ଅପେକ୍ଷା କମ୍ ପଜିଟିଭ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଲକଡାଉନ୍ କୋହଳ ନେଇ ରାଜଧାନୀ ଦିଲ୍ଲୀରୁ ଅଡ୍-ଇଭିନ୍ ଫର୍ମୁଲା ଲାଗୁ ହୋଇଛି । ଲକଡାଉନରେ କୋହଳ ନେଇ ମୁଖ୍ୟମନ୍ତ୍ରୀ…
‘ନାଗିନ’ ଫେମ ପର୍ଲ ଭି ପୁରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କଲା ମୁମ୍ବାଇ ପୁଲିସ୍
ମୁମ୍ବାଇ: ‘ନାଗିନ’ ଫେମ ପର୍ଲ ଭି ପୁରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି ମୁମ୍ବାଇ ପୁଲିସ୍ । ଶୁକ୍ରବାର ସନ୍ଧ୍ୟାରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା । ପୀଡିତା ବୟାନକୁ ଆଧାର କରି ଆକ୍ସନ୍ ମୋଡକୁ ଆସିଛି ପୁଲିସ୍…
ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା, ଗଠନ ହେବ ସ୍ୱତନ୍ତ୍ର ବିଶେଷଜ୍ଞ କମିଟି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଯୁକ୍ତ ୨ ପରୀକ୍ଷା ମୁଲ୍ୟାୟନ ନେଇ ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୂଲ୍ୟାୟନ ନେଇ ୧୫ ଦିନ ଭିତରେ ବିଶିଷ୍ଟ ଶିକ୍ଷାବିତ ଓ…