Browsing Category
Breaking News
ବଢ଼ୁଛି ଲକଡାଉନ୍, ବଢ଼ୁଛି କରୋନା: ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮୭୩୫ ପଜିଟିଭ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ୍
ଭୁବନେଶ୍ୱରୁ, (ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ…
ଆମେରିକୀୟ ବିଶେଷଜ୍ଞଙ୍କ ଚେତାବନୀ: ଭବିଷ୍ୟତରେ ଦେଖାଦେବ କରୋନା ମହାମାରୀର ଅନେକ ରୂପ, କୋଭିଡ୍-୨୬ ଓ କୋଭିଡ୍-୩୨କୁ ପୁଣି ସାମ୍ନା କରିବାକୁ…
ୱାସିଂଟନ୍,(ଓଡ଼ିଶା ଭାସ୍କର): କୋଭିଡ୍-୧୯ର ଉତ୍ପତ୍ତି ଜାଣିବାକୁ ଚୀନ୍ର ସହଯୋଗ ଏବେ ସମଗ୍ର ବିଶ୍ୱ ପାଇଁ ଜରୁରି ହୋଇପଡ଼ିଛି । ଏପରି ହେଲେ କୋଭିଡ୍ରଉତ୍ପତ୍ତି ସମ୍ପର୍କରେ ସୂଚନା ମିଳିପାରିବ ଏବଂ ଭବିଷ୍ୟତର ମହମାରୀ…
ଲକ୍ଡାଉନ୍ 3.0: ଆଜିଠୁ ରାଜ୍ୟରେ ଲାଗୁ ହେଲା ତାଲାବନ୍ଦ, ଜୁନ୍ ୧୭ ତାରିଖ ସକାଳ ୫ଟା ଯାଏଁ ବଳବତ୍ତର ରହିବ କଟକଣା
ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଆଜିଠୁ ଓଡ଼ିଶାରେ ଲାଗୁ ହେବ ଲକ୍ଡାଉନ୍ ୩.୦। କରୋନା ସଂକ୍ରମଣକୁ ବ୍ରେକ୍ କରିବା ପାଇଁ ତାଲାବନ୍ଦ ଜୁନ୍ ୧୭ ତାରିଖ ସକାଳ ୫ଟା ଯାଏଁ ବୃଦ୍ଧି କରିଛନ୍ତି। ଏନେଇ ରବିବାର ଦିନ ମୁଖ୍ୟ…
EPFO ନିୟମରେ ପରିବର୍ତ୍ତନ: ଏଣିକି କରୋନା ଚିକିତ୍ସା ପାଇଁ ଆପଣ PFରୁ ଉଠାଇପାରିବେ ଟଙ୍କା
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁଁ ପୁଣି ଥରେ ଲକଡାଉନ୍ ଓ ଚାକିରି ଯିବାର ଲୋକଙ୍କ ସାମ୍ନାରେ ଆର୍ଥିକ ସଙ୍କଟ ଉପୁଜିଛି । ଏଭଳି ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତି କରୋନା ପଜିଟିଭ ହୁଅନ୍ତି, ତେବେ…
ଅନଲାଇନ ପଞ୍ଜିକୃତଙ୍କୁ ପ୍ରଥମେ ମିଳିବ ଟିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକାଦାନ କେନ୍ଦ୍ରରେ ଟିକାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ସ୍ଲଟ ବୁକ କରିଥିବା ବ୍ୟକ୍ତିଙ୍କୁ…
ବିମାନରେ ଭୁବନେଶ୍ୱର ଆସିଲେ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ
ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ କଟକଣାକୁ କଡାକଡି କରାଯାଉଛି । ଏହାରି ମଧ୍ୟରେ ବିମାନରେ ଭୁବନେଶ୍ୱର ଆସିଲେ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏୟାରପୋର୍ଟରେ ନେଗେଟିଭ କିମ୍ବା…
ବିଗ୍ ବସ୍-୧୫ରେ ଏଣ୍ଟ୍ରି କରିବେ ରିୟା ଚକ୍ରବର୍ତ୍ତୀ !
ମୁମ୍ବାଇ: ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ’ ବିଗ୍ ବସ୍-୧୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମେକର୍ସମାନେ ଏବେ ସିଜନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସିଜନ-୧୪ର ହୋଷ୍ଟ ସଲମାନ ଖାନ୍ ଘୋଷଣା କରିଥିଲେ…
ଅସମ୍ଭାଳ ତାତି: ୪୦ ଡିଗ୍ରୀ ଉପରେ ୭ ସହରର ତାପମାତ୍ରା
ଭୁବନେଶ୍ବର(ଓଡିଶା ଭାସ୍କର) : ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଗ୍ରୀଷ୍ମପ୍ରବାହ । ରାଜ୍ୟର ୭ ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି…
କରୋନା ପ୍ରଭାବ: ୨୦୨୦-୨୦୨୧ ଆର୍ଥିକ ବର୍ଷରେ ମାଇନସ ୭.୩%କୁ ଖସିଲା GDP
ନୂଆଦିଲ୍ଲୀ: କରୋନା ମହାମାରୀ ଭାରତୀୟ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଜିଡିପି ୪୦ ବର୍ଷ ଭିତରେ ସବୁଠାରୁ ତଳକୁ ଖସିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ମାଇନସ୍ ୭.୩ ପ୍ରତିଶତକୁ ଖସିଛି ।…