Browsing Category
Breaking News
ଆଇଡି ବିସ୍ଫୋରଣରେ ୪ ଯବାନ ଗୁରୁତର
ଛତିଶଗଡ଼ ବିଜାପୁରରେ ଆଇଡି ବିସ୍ଫୋରଣ । ବିସ୍ଫୋରଣରେ ୪ ସିଆରପିଏଫ୍ ଯବାନ ଗୁରୁତର ଆହତ । ୩ ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ଏୟାରଲିଫ୍ଟ କରାଯାଇଛି । ଅନ୍ୟଜଣେ ଆହତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ…
ପପୁ ପମପମଙ୍କ ବିବାଦୀୟ ଫିଲ୍ମ ମି.କହ୍ନେୟା: ୧୫ ରେ ହେବ ଶୁଣାଣି
ହାଇକୋର୍ଟରେ ପପୁ ପମପମଙ୍କ ମି.କହ୍ନେୟା ଫିଲ୍ମ ବିବାଦ । ସେନସର ପ୍ରସଙ୍ଗରେ ଜବାବ ରଖିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ । ଆସନ୍ତା ୧୫ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।
ସୂଚନାଯୋଗ୍ୟ, ପପୁ ପମପମଙ୍କ…
ବାରହା ମାରିବାକୁ ଖଞ୍ଜା ଯାଇଥିବା ବୋମା ଚୋବାଇ ଗୁରୁତର ଗାଈ
କଟକ: ବାରହା ମାରିବାକୁ ଖଞ୍ଜା ଯାଇଥିବା ବୋମା ଚୋବାଇ ଗୁରୁତର ହେଲା ଗାଈ । ବାଙ୍କି କରବର ନିକଟରେ ବିଲରେ ଚରୁଥିବା ଏକ ଗାଈ ଚୋବେଇବା କ୍ଷଣି ପାଟିରେ ଫୁଟିଗଲା । ଫଳରେ ଗୁରୁତର ହୋଇପଡ଼ିଛି ଗାଈ ।
କଟକ ଜିଲ୍ଲା…
ରାଜ୍ୟରେ ଖୋଲିବ ପ୍ଲେ ସ୍କୁଲ: ଅନୁମତି ଦେଲେ ସରକାର
ଭୁବେନଶ୍ୱର: କରୋନା ମହାମାରୀ କାରଣରୁ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିଥିବା ପ୍ଲେ ସ୍କୁଲ ଖୋଲିବାକୁ ଯାଉଛି । ରାଜ୍ୟରେ ବନ୍ଦ ରହିଥିବା ଘରୋଇ ପ୍ଲେ ସ୍କୁଲ ଓ କେଜି ଶ୍ରେଣୀ ଖୋଲିବାକୁ ମିଳିଛି ଅନୁମତି ।…
ଆଇପିଏସ ଗଜଭେୟଙ୍କୁ ମିଳିଲା ପଦୋନ୍ନତି: ଏସପିରୁ ହେଲେ ପୋଲିସ ଆଇଜି
ଆଇପିଏସ ଗଜଭେୟ ସତୀଶ କୁମାରଙ୍କୁ ପଦୋନ୍ନତି । ପୋଲିସ ଆଇଜି ଭାବେ ଗଜଭେୟଙ୍କୁ ମିଳିଲା ପଦୋନ୍ନତି । କେଉଁଠି ଗଜଭେୟଙ୍କୁ ଅବସ୍ଥାପିତ ହେବେ ଗୃହ ବିଭାଗ ନେବ ନିଷ୍ପତ୍ତି । ଡିସେମ୍ବର ୨୦୨୦ ରେ ତାଙ୍କ ବିରୋଧରେ ହୋଇଥିବା…
ଘରେ ରହି କୋଭିଡ ରୋଗୀ ଆୟୁର୍ବେଦିକ ଉପଚାର କରିପାରିବେ: ଡାକ୍ତର ବିମଳ କୁମାର ପଣ୍ଡା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି କୋଭିଡ ସଚେତନତା ଅଭିଯାନ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ ଚିକିତ୍ସା…
ଫେବୃଆରୀ ୧୯ରେ ପୁରୀ ଆସିବେ ରାଷ୍ଟ୍ରପତି!
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୯ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୧୯ ରେ ଆସି ୨୦ରେ ପ୍ରତ୍ୟାବର୍ତ୍ତନ କରିବା ସୂଚନା । ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପୁରୀ ଆସିପାରନ୍ତି ।…
ୟୁପି: ମମତା ବାନାର୍ଜୀଙ୍କ ବଡ଼ ଘୋଷଣା, ଉତ୍ତର ପ୍ରଦେଶରେ ୩୦୦ ରୁ ଅଧିକ ସିଟରେ ଜିତିବ ସପା
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସବୁ ରାଜନୀତିକ ଦଳ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା ଜାରିରଖିଛନ୍ତି । ଏହି କ୍ରମରେ ଆଜି ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମର୍ଥନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…
ବିନା ହେଲମେଟରେ କାହିଁକି ଗାଡ଼ି ଚଳାଉଛ- ଏପରି ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ ଗାଈଗୋରୁ ପରି ପିଟିଲେ ଦୁଇ କନଷ୍ଟେବଳ
ନୂଆଦିଲ୍ଲୀ: ଅନେକ ସମୟରେ ପୋଲିସର ଜୁଲୁମର ଶିକାର ହୋଇଥାନ୍ତି ସାଧାରଣ ନିରୀହ ଜନତା । ତେବେ ଦୋଷ ନକରି ଜଣେ ସାମ୍ବାଦିକଙ୍କୁ ପୋଲିସ ପ୍ରବଳ ପିଟିଛି । ପୋଲିସ ନିଜେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଏହାକୁ ବିରୋଧ…
ICICI ବ୍ୟାଙ୍କ ଗ୍ରାହକ ଧ୍ୟାନ ଦିଅନ୍ତୁ: ଫେବୃଆରୀ ୧୦ ତାରିଖରୁ ବଢ଼ିବ ଏହି ଚାର୍ଜ, ଚେକ୍ କରନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଯଦି ଆପଣ ମାନେ ବି ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକ ତାହେଲେ ଏହି ଖବର ଆପଣଙ୍କ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ବର୍ତ୍ତମାନ କ୍ରେଡିଟ୍ କାର୍ଡ ସମ୍ବନ୍ଧୀୟ ବିଭିନ୍ନ ଶୁଳ୍କରେ ପରିବର୍ତ୍ତନ ଆଣିଛି…