Browsing Category

Breaking News

ରାମଦେବ ବାବାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଲେ ଆଇଏମଏ

ନୂଆଦିଲ୍ଲୀ: ଏଲୋପାଥିକ୍ ସଂକ୍ରାନ୍ତରେ ବିବାଦୀୟ ବୟାନ ଦେଇ ଫସିଯାଇଛନ୍ତି ଯୋଗଗୁରୁ ରାମଦେବ ବାବା । ଆଜି ଆଇଏମଏ ପକ୍ଷରୁ ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆଇଏମଏ ଚିଠି…

ଭାଇରାଲ୍ ହେଉଛି ରାମଦେବ ବାବାଙ୍କ ବିବାଦୀୟ ବୟାନ, କହୁଛନ୍ତି, ‘କୋଉ ବାପର ଦମ୍ ନାହିଁ ବାବାଙ୍କୁ ଗିରଫ କରିବ’

ଡେରାଡୁନ: ଯୋଗଗୁରୁ ବାବା ରାମଦେବ ନିକଟରେ ଏଲୋପାଥିକ୍ ମେଡିସିନ୍ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ଯୋଗୁଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ତରଫରୁ ବାବାଙ୍କୁ ମାନହାନୀର ନୋଟିସ୍…

କ୍ୟାଟରପିଲର୍ ଫଙ୍ଗସ୍ ହେଉଛି ଦୁନିଆର ସବୁଠାରୁ ଦାମୀ ଫଙ୍ଗସ୍, ଜାଣନ୍ତୁ ଏ ସର୍ମ୍ପକରେ କିଛି ଅଧିକ

ଓଡିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀ ପରେ ଏବେ ବ୍ୟାପୁଛି ଆଉ ଏକ ମହାମାରୀ ବ୍ଲାକ୍ ଫଙ୍ଗସ୍ । ବର୍ତ୍ତମାନ ଏହି ନୁତନ ମହାମାରୀ ଦେଶରେ କୋକୁଆ ଭୟ ସୃଷ୍ଟି କରିଛି । କାରଣ ଏହା କରୋନାରୁ ସୁସ୍ଥ ହେବା ପରେ ଲୋକଙ୍କ…

‘ବନ୍ୟା ଆଶଙ୍କା ନାହିଁ’

ଭୁବନେଶ୍ୱର(ଓଡିଶା ଭାସ୍କର): ବାତ୍ୟା ୟଶ୍ ବର୍ତ୍ତମାନ ଦୁର୍ବଳ ହୋଇଯାଇଛି । ପବନର ବେଗ ମଧ୍ୟ ଖସିଆସିଛି । ହେଲେ କିଛି ଉପକୂଳବର୍ତ୍ତୀ ସ୍ଥାନରେ ଏବେ ସୁଦ୍ଧା ବାତ୍ୟା ପରର ବର୍ଷା ଲାଗିରହିଛି । ବାଲେଶ୍ୱର ଓ ଭଦ୍ରକ ପରେ…

ଦୁନିଆର ସବୁଠାରୁ ପ୍ରଥମ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପରଲୋକ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ପ୍ରଥମେ କରୋନା ଟିକା ନେଇଥିବା ବ୍ୟକ୍ତି ୱିଲିୟମ୍ ସେକ୍ସପିୟରଙ୍କ ପରଲୋକ ହୋଇଛି । ମଙ୍ଗଳବାର ତାଙ୍କର ୮୧ ବର୍ଷରେ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ କହିବା ମୁତାବକ ସେ ଅନେକ ଗୁଡିଏ…

କରୋନା ପାଇଁ ପରବର୍ତ୍ତୀ ଘୋଷଣା ଯାଏଁ ଜେଇଇ ଆଡଭାନ୍ସ ସ୍ଥଗିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର ପକ୍ଷରୁ ଜେଇଇ ଆଡଭାନ୍ସ ୨୦୨୧କୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ଘୋଷଣା ଯାଏଁ ଏହି ଏଣ୍ଟ୍ରାନ୍ସ ଏକଜାମ…

ବାତ୍ୟା ସମ୍ପୂର୍ଣ୍ଣ ନ ସରିବା ଯାଏଁ ବାହାରକୁ ବାହାନ୍ତୁ ନାହିଁ: ଏସଆରସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ୟଶ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ବାଲେଶ୍ୱର, ଭଦ୍ରକ, ଜଗତସିଂପୁର ଏବଂ କେନ୍ଦ୍ରପଡାରେ ଅନେକ କ୍ଷୟକ୍ଷତି ଘଟାଇବାରେ ଏବେ ମୟୁରଗଞ୍ଜ ମୁହାଁ ହୋଇଛି ୟଶ୍ । ତେଣୁ…

ମୟୁରଭଞ୍ଜ ଦେଇ ଗତି କରୁଛି ୟଶ୍

ଭୁବନେଶ୍ୱର: ଲ୍ୟାଣ୍ଡଫଲ୍ ପରେ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି ୟଶ୍ । ବର୍ତ୍ତମାନ ଏହା ମୟୁରଭଞ୍ଜ ଦେଇ ଅତିକ୍ରମ କରୁଛି । ସେଠାରେ ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଛି । ପୂର୍ବରୁ ଏହା ଧାମରା, ଚାନ୍ଦିପୁର, ରାଜନଗର…

ଦେଶରେ ବ୍ଲାକ୍ ଫଙ୍ଗସର ମୋଟ ମାମଲା ୧୧,୭୧୭ ଛୁଇଁଲା

ନୂଆଦିଲ୍ଲୀ : ଦେଶରେ ବ୍ଲାକ୍ ଫଙ୍ଗସ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ବ୍ଲାକ୍ ଫଙ୍ଗସ୍ ର ମୋଟ ମାମଲା ସଂଖ୍ୟା ୧୧ ହଜାର ୭୧୭ ହୋଇଯାଇଛି । ଏହା ଦିନକୁ ଦିନ ଆହୁରି ବଢ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ…

ବାତ୍ୟା କାରଣରୁ ଦୃଶ୍ୟମାନ ହେବନି ସୁପର୍ ବ୍ଲଡ୍ ମୁନ୍, ବାଦଲ ଓ ବର୍ଷାରେ ଢ଼ାଙ୍କି ହୋଇ ରହିବ ଆକାଶ

ନୂଆଦିଲ୍ଲୀ : ମେ ୨୬ ତାରିଖ ଅର୍ଥାତ୍ ଆଜି ସୁପର୍ ବ୍ଲଡ୍ ମୁନ୍ ଆକାଶରେ ଦୃଶ୍ୟମାନ ହେବ । ଆଜି ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳରେଖାରେ ରହିବେ । ତେଣୁ ପୃଥିବବୀର ଲୋକମାନଙ୍କୁ ପୂର୍ଣ୍ଣ ଚନ୍ଦ୍ର ଦୃଶ୍ୟମାନ ହେବ ।…