Browsing Category
Breaking News
ବାତ୍ୟା ପ୍ରକୋପ ଭିତରେ ବେଙ୍ଗଲରେ ଟର୍ଣ୍ଣାଡୋର ହୁଙ୍କାର
କୋଲକାତା: ଓଡିଶା ତଥା ପଶ୍ଚିମବଙ୍ଗ ଉପରେ ବାତ୍ୟାର ପ୍ରକୋପ ଜାରି ରହିଛି । କିନ୍ତୁ ବାତ୍ୟା ସହିତ ପଶ୍ଚିମବଙ୍ଗରେ ଭୟଙ୍କର ଟର୍ଣ୍ଣାଡୋ ବା ଖଣ୍ଡିଆଭୂତ ଦେଖିବାକୁ ମିଳିଛି । ଏହି ଟର୍ଣ୍ଣାଡୋ ସମୁଦ୍ର ଭିତରୁ ସ୍ଥଳ ଭାଗକୁ…
ବିପଦ ଟଳିନି; ସନ୍ଧ୍ୟା ଯାଏଁ ରହିବ ବାତ୍ୟା ପ୍ରଭାବ
ନୂଆଦିଲ୍ଲୀ: ବାତ୍ୟା ୟଶ୍ ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଜି ସକାଳ ୯ଟାରୁ ଆରମ୍ଭ କରିଛି । ଧାମରା ଓ ବାଲେଶ୍ୱର ସହରର ବାହାନଗା ପାଖରେ ଏହା ଲ୍ୟାଣ୍ଡଫଲ୍ କରିଛି । ତେବେ ଏହି ପ୍ରକ୍ରିୟା ୩ରୁ ୪ ଘଣ୍ଟା ଯାଏଁ ଲାଗି…
ବେକାର ଭାବି ଲଟେରି ଟିକେଟକୁ ଫିଙ୍ଗିଦେଇଥିଲେ: ସଚ୍ଚୋଟ ଦୋକାନୀଙ୍କ ପାଇଁ ମହିଳା ଜିତିଲେ ୭ କୋଟିର ପୁରସ୍କାର
ନ୍ୟୁୟର୍କ: ବର୍ତ୍ତମାନର ସମୟରେ ଆମେରିକାରେ ଜଣେ ଭାରତୀୟ ପରିବାରଙ୍କ ପ୍ରଶଂସା ଜୋରଦାର ହେଉଥିବା ଦେଖାଯାଇଛି । ଗୋଟିଏ ଲଟେରି ଟିକେଟକୁ ଜଣେ ମହିଳା ବେକାର ଭାଙ୍ଗି ଫିଙ୍ଗିଦେଇ ଚାଲିଯାଇଥିଲେ । ତେବେ ପରବର୍ତ୍ତୀ ସମୟରେ…
ଦେଶରେ ବଢ଼ିଲା ମୃତ୍ୟୁ: ପୁଣି ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ଟପିଲା
ନୂଆଦିଲ୍ଲୀ : ଦେଶରେ କରୋନା ପୁଣି ବୃଦ୍ଧି ପାଇଥିବା ଦେଖାଯାଇଛି । ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ବୃଦ୍ଧି ପାଇଥିବା ଜଣାପଡ଼ିଛି । ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୫୭ ଜଣଙ୍କ ମୃତ୍ୟୁ…
ବାତ୍ୟା ‘ୟଶ୍’ର ଭୟଙ୍କର ବିତ୍ପାତ: ଚାଲିଗଲା ଜଣଙ୍କର ଜୀବନ
ଆନନ୍ଦପୁର, (ଓଡିଶା ଭାସ୍କର): ବାତ୍ୟା ‘ୟଶ୍’ର ଭୟଙ୍କର ତାଣ୍ଡବ ରାଜ୍ୟରେ ଦେଖିବାକୁ ମିଳିଛି । ବାତ୍ୟାର ପ୍ରଭାବରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବାତ୍ୟା ଲ୍ୟାଣ୍ଡଫଲ କରିବା ପୂର୍ବରୁ ଆଜି ସକାଳୁ ଏହି ଘଟଣା…
ଆରମ୍ଭ ହେଲା ବାତ୍ୟା ‘ୟଶ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା: ୩ ଘଣ୍ଟାରୁ ଅଧିକ ସମୟ ଜାରି ରହିବ ତାଣ୍ଡବ
ଭୁବନେଶ୍ୱର, (ଓଡିଶା ଭାସ୍କର): ସାମୁଦ୍ରିକ ଝଡ଼ ‘ୟଶ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଏହି ସମୟରେ ପବନର ବେଗ ୧୩୦ରୁ ୧୪୦ କିମି ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଧାମରାର…
ବଦଳିଲା ‘ୟଶ୍’ର ଗତି: ରେମୁଣା ଓ ବାହାନଗା ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା
ବାଲେଶ୍ୱର ଜିଲ୍ଲାର ରେମୁଣା ଓ ବାହାନଗା ଉପକୂଳରେ ବାତ୍ୟା ‘ୟଶ୍’ ଲ୍ୟାଣ୍ଡଫଲ୍ କରିବ । ତେବେ ବର୍ତ୍ତମାନ ‘ୟଶ୍’ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ମାଡ଼ି ଆସୁଥିବା ଜଣାପଡ଼ିଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୩୦ରୁ…
ହୃଦ୍ଘାତରେ ଆଖିବୁଜିଲେ ସ୍ୱାମୀ, ଚୈତନ୍ୟଙ୍କ ମୃତ୍ୟୁର ୫ଦିନ ପରେ ପତ୍ନୀ ବଉଳବାଳାଙ୍କ ଜୀବନ ନେଲା କରୋନା
ଧର୍ମଶାଳା (ଓଡ଼ିଶା ଭାସ୍କର) : ସ୍ୱାମୀଙ୍କ ମୃତ୍ୟୁ ହେବାର ୫ ଦିନ ପରେ ସ୍ତ୍ରୀ ଆରପାରିକୁ ଚାଲିଗଲେ । ଧର୍ମଶାଳା ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବଡ଼ବାଲିକୁଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଚୈତନ୍ୟ ଜେନା (୮୬)ଙ୍କ ଗତ…
ବାତ୍ୟା ‘ୟଶ୍’ ପାଇଁ ଭୁବନ ବ୍ଲକ ଆଲର୍ଟ, ୨୪ ଘଣ୍ଟା ପାଇଁ ସଜାଗ କର୍ମଚାରୀ
ଭୁବନ (ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ୟଶ୍ ପାଇଁ ଭୁବନ ବ୍ଲକକୁ ଆଲର୍ଟ କରାଯାଇ ପ୍ରଶାସନ ତରଫରୁ ପ୍ରସ୍ତୁତି ଜୋରଦାର ହୋଇଛି । ବାତ୍ୟା ୟଶ୍ର ଭୁବନ ବ୍ଲକ ପ୍ରଭାବିତ ହେବ ବୋଲି ସୂଚନା ମିଳିବା ପରେ ପ୍ରଶାସନିକ…
୫ ମାସ ହେଲା ‘ବ୍ଲାକ୍ ଫଙ୍ଗସ୍’ରେ ଆକ୍ରାନ୍ତ ହେଲେଣି ଯୁବକ: ସର୍ଜରୀରେ ଖର୍ଚ୍ଚ ହେଲାଣି ୪୧ ଲକ୍ଷ, ବିକି ସାରିଲେଣି ଘରଦ୍ୱାର
ନୂଆଦିଲ୍ଲୀ: ‘ବ୍ଲାକ୍ ଫଙ୍ଗସ୍’ ଯେ କେତେ ଭୟଙ୍କର ତାହାର ଏକ ଉଦାହରଣ ସାମନାକୁ ଆସିଛି । ବିମଲ ନାମକ ଜଣେ ଯୁବକ କରୋନାକୁ ମାତ୍ ଦେଇଥିଲେ, ମାତ୍ର ୫ ମାସ ହେଲା ସେ ‘ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇ ସର୍ବସ୍ୱ ହରାଇଲେଣି…