fbpx
Browsing Category

Breaking News

ରାଜଧାନୀରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି । ଦିନ ଦ୍ୱିପହରରେ ବିଚ୍ ରାସ୍ତାରେ ଡ୍ରାଇଭରଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁବୃର୍ତ୍ତ । ଡ୍ରାଇଭରଙ୍କୁ…

କରୋନା ଭ୍ୟାକ୍ସିନ୍ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାନ୍ତୁ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୬ ।୩: ମାର୍ଚ୍ଚ ୨୭ରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ରାଜ୍ୟମାନେ ସେମାନଙ୍କର ପରବର୍ତ୍ତୀ ସରକାର ପାଇଁ ଭୋଟ୍ ଦେବେ। ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ…

ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରେ ଶିବରାତ୍ରୀ ପାଇଁ ସେବାୟତ ନିଯୋଗ ଓ ପୋଲିସ ପ୍ରଶାସନ ମଧ୍ୟରେ ବୈଠକ ସରିଛି । ମାର୍ଚ୍ଚ ୧୧ ତାରିଖ ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ…

ଶସ୍ତା ହେଲା ହୋମ୍ ଲୋନ୍ ସୁଧ: ଆଜି ହିଁ ଆବେଦନ କରନ୍ତୁ

ନୂଆଦିଲ୍ଲୀ, ୬ା୩: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ହୋମ୍ ଲୋନ ରେଟ ହ୍ରାସ କରାଯାଇଛି । ଏହି ସୁଧ ହାର ହ୍ରାସ ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ବୋଲି କୁହାଯାଇଛି । ପୂର୍ବରୁ ଏସବିଆଇ ସହିତ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ହୋମ…

ଭାରତର ଏହି ସହରରେ ସବୁଠାରୁ ବେଶୀ ସୁନ୍ଦରୀ ଝିଅ ମିଳିଥାନ୍ତି, ଆଉ ଡେରି କାହିଁକି….

ସାଧାରଣତଃ ଭାରତର ପ୍ରତ୍ୟେକ ସହରର ଝିଅମାନେ ସୁନ୍ଦରୀ । କିନ୍ତୁ ଆପଣ କ’ଣ ଜାଣନ୍ତି ଏପରି କିଛି ସହର ଅଛି, ଯେଉଁଠି ଝିଅମାନେ ଦେଖିବାକୁ ଅତି ସୁନ୍ଦରୀ । ଏହି ସହରର ଝିଅମାନେ ବିଶ୍ୱସୁନ୍ଦରୀଙ୍କ ଠାରୁ ବି କମ୍ ନୁହନ୍ତି…

ଦେଶରେ ୨୪ ଘଣ୍ଟାରେ ୧୦୮ ମୃତ, ୧୮ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୬ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୦୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୬୫୬କୁ ବୃଦ୍ଧି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: କମିବ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ, ୬ା୩: କରୋନା ମହାମାରୀ କାରଣରୁ ଅନେକ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଥିଲା । ଏବେ ପରିସ୍ଥିତିରେ ସାମାନ୍ୟ ଉନ୍ନତି ଆସିବା ବେଳକୁ କେନ୍ଦ୍ର ସରକାରଙ୍କ ଏକ ନିଷ୍ପତ୍ତି ମୁଣ୍ଡବ୍ୟଥାର କାରଣ ସାଜିଛି ।…

ବାପଘରକୁ ଯିବାକୁ ମନାକଲେ ପତି: ଦୁଇ ଛୁଆଙ୍କ ସହ ନିଜ ଜୀବନ ହାରିଲେ ପତ୍ନୀ

ନୂଆଦିଲ୍ଲୀ, ୬ା୩: ସାମାନ୍ୟ ପାରିବାରିକ ବିବାଦରୁ ୩ଟି ଅମୂଲ୍ୟ ଜୀବନ ଚାଲିଯାଇଛି । ଘଟଣାଟି ଘଟିଛି ଦିଲ୍ଲୀରେ । ବାପଘରକୁ ଯିବାକୁ ପତି ବାରଣ କରିବାରୁ କ୍ରୋଧରେ ପତ୍ନୀ ଦୁଇ ଛୁଆଙ୍କ ସହ ନିଜେ ଫାଶିଦେଇ ଜୀବନ…

ଯମଜ ସନ୍ତାନଙ୍କୁ ଜନ୍ମ ଦେଲେ ୭୪ ବର୍ଷିୟା ମହିଳା

ନୂଆଦିଲ୍ଲୀ, ୬ା୩: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଜଣେ ୭୪ ବର୍ଷିୟା ମହିଳା ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଅଧିକ ବୟସରେ ମହିଳା ଜଣକ ଛୁଆଙ୍କୁ ଜନ୍ମ ଦେଇ ବିଶ୍ୱ ରେକର୍ଡରେ ନିଜର ନାମକୁ ସାମିଲ କରିଛନ୍ତି ।…

ଠାକୁରାଣୀଙ୍କ ପୂଜା ଭୋଗ ଖାଇ ୧୫୦ ଅସୁସ୍ଥ

ବାଲେଶ୍ୱର, ୬ା୩ (ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ ଗିଲାଯୋଡ଼ି ଗାଁରେ ଏକ ଅଘଟଣ ଘଟିଛି । ଗ୍ରାମର ଜେନାସାହିରେ ପୂଜା ଭୋଗ ଖାଇ ୧୫୦ ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ବାଲେଶ୍ୱର,…