fbpx
Browsing Category

Breaking News

ନିଶା ଇଞ୍ଜେକସନ୍ ଦେଇ ଯୁବତୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ, ୫ା୩: ନିଶା ଇଞ୍ଜେକସନ୍ ଦେଇ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଗଣଦୁର୍ଷ୍କମ କରାଯାଇଛି । ଝାଡ଼ଖଣ୍ଡର ସରାୟକେଲା ଅଞ୍ଚଳରେ ଏହି ଘଟଣା ଘଟିଛି । ପୀଡ଼ିତାଙ୍କୁ ୬୦ ଜଣ ଏକ ମାସ ପାଇଁ ବନ୍ଦୀ କରି ଏହି ଅପରାଧ…

ଦେଶରେ ୨୪ ଘଣ୍ଟାରେ ୧୧୩ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୫ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୫୪୮କୁ ବୃଦ୍ଧି…

ଶିମିଳିପାଳ ଜଙ୍ଗଲରେ ନିଆଁ: ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୫ ଟିମ୍

କରଞ୍ଜିଆ, ୫ା୩ (ଓଡିଶା ଭାସ୍କର): ଶିମିଳିପାଳରେ ନିଆଁ ଲିଭାଇବାକୁ ୫ଟି ଅଗ୍ନିଶମ ଟିମ୍ ପହଞ୍ଚିଛି । ଯଶିପୁର ବନଖଣ୍ଡ ଅଞ୍ଚଳରେ ନିଆଁକୁ ଆୟତ୍ତ କରିବାକୁ ଟିମ୍ ପ୍ରୟାସ ଜାରି ରଖିଛି । ଏକ ସପ୍ତାହରୁ ଅଧିକ ଦିନ ହେଲାଣି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୮୦ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୫ା୩: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୫ ଲକ୍ଷ ୮୦ ହଜାର ୭୮୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୬୨ ଲକ୍ଷ ୬ ହଜାର ୨୦୬କୁ ବୃଦ୍ଧି…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ସିନ୍ ରିକ୍ରିଏସନ୍ କଲା ସିବିଆଇ

ଭୁବନେଶ୍ୱର, ୫ା୩ (ଓଡିଶା ଭାସ୍କର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ସିନ୍ ରିକ୍ରିଏସନ୍ କରିଛି । ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ରିକ୍ରିଏସନ କରାଯାଉଛି । ୨୨ ବର୍ଷ ତଳର…

ବିଜୁ ଜୟନ୍ତୀରେ ସାଇକେଲ ରାଲି

ଭୁବନେଶ୍ୱର, ୫ା୩ (ଓଡିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ଆଜି ବିଜେଡି ପକ୍ଷରୁ ସାଇକେଲ ଶୋଭାଯାତ୍ରା କରାଯାଇଛି । ଛାତ୍ର ଓ ଯୁବ ବିଜେଡି ପକ୍ଷରୁ…

କଳାହାଣ୍ଡି: ବସ୍ ଧକ୍କାରେ ଗୋଟିଏ ପରିବାରର ୩ ମୃତ

କଳାହାଣ୍ଡି,୪ ।୩(ଓଡିଶା ଭାସ୍କର): କଳାହାଣ୍ଡି ଗୋଲାମୁଣ୍ଡା ଡଙ୍ଗରିଗୁଡାରେ ବାଇକକୁ ଧକ୍କା ଦେଲା ବସ୍ । ଏହି ଦୁର୍ଘଟଣାରେ ସ୍ବାମୀ ଏବଂ ସ୍ତ୍ରୀଙ୍କ ସହିତ ସେମାନଙ୍କର ଝିିଅର ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଗୋଟିଏ…

ପୁଣି ବଢିଲା ବସ୍ ଭଡା, ଜାଣନ୍ତୁ କେତେ?

ଭୁବନେଶ୍ୱର, ୪ ।୩(ଓଡିଶା ଭାସ୍କର): ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ପୁଣି ବଢିଛି ବସ୍ ଭଡା । ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବଢିଛି । ପୂର୍ବରୁ ଅର୍ଡିନାରୀ ବସ ଭଡା ୮୦ ପଇସା ଥିବା ବେଳେ…

ମା ହେଵାକୁ ଯାଉଛନ୍ତି ଶ୍ରେୟା ଘୋଷାଲ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ ୬ ବର୍ଷ ପରେ ଖୁସି ଖବର ଶୁଣାଇବାକୁ ଯାଉଛନ୍ତି । ବେବିବମ୍ପ ସହ ଫଟୋ ଶେୟାର କରି ସେ ଗର୍ଭବତୀ ଥିବା ଜଣାଇଛନ୍ତି । ଶ୍ରେୟା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର…

ଭିଜିଲାନ୍ସ ଜାଲରେ ଫସିଲେ ବିଇଓ ଓ କିରାଣି

ସୁନ୍ଦରଗଡ, ୪ ।୩(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ସୁନ୍ଦରଗଡ ହେମଗିରିର ବିଇଓ ଓ କିରାଣି । ଲାଞ୍ଚ ନେବା ଅଭିଯୋଗରେ ବିଇଓ ସୁରେନ୍ଦ୍ର ସାହୁ ଓ କିରାଣି ବିରଞ୍ଚି ଖିଲେଇଙ୍କୁ ଧରିଛି ଭିଜିଲାନ୍ସ । ୩୫…