fbpx
Browsing Category

Breaking News

ଫୁଲବାଣୀର ପୂର୍ବତନ ବିଧାୟକ ଗିରଫ

ଫୁଲବାଣୀ,୨୩ ।୨(ଓଡିଶା ଭାସ୍କର): ଫୁଲବାଣୀର ର୍ପୂବତନ ବିଧାୟକ ଦେବେନ୍ଦ୍ର କହଁର ଆଜି ଗିରଫ ହୋଇଛନ୍ତି । ଦେବେନ୍ଦ୍ର କହଁରଙ୍କ ସହ ତାଙ୍କର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ଫେବ୍ରୁଆରୀ ଲୁଟ ଅଭିଯୋଗରେ ଆଜି…

ପୂର୍ବତନ ବିଧାୟକ ବିମଳଲୋଚନଙ୍କ ପରଲୋକ

ମୟୂରଭଞ୍ଜ,୨୩ ।୨: ମୟୂରଭଞ୍ଜ ବାରିପଦାର ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କର ଆଜି ଦେହାନ୍ତ ହୋଇଛି । ୨୦୦୯ରୁ ୨୦୧୪ ଯାଏ ବାରିପଦାର ବିଧାୟକ ଭାବେ କାର୍ଯ୍ୟ କରିଥିଲେ ବିମଳଲୋଚନ । ଆଜି ବାରିପଦା ସ୍ଥିତ…

ପ୍ରସିଦ୍ଧ ବ୍ୟାସ ସରୋବର ମେଳା ବନ୍ଦ

ଯାଜପୁର,୨୩ ।୨(ଓଡିଶା ଭାସ୍କର): ଯାଜପୁରରେ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ ମେଳା ବନ୍ଦ । କରୋନାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସୀମିତ ସଂଖ୍ୟକ…

ରାଜ୍ୟରେ ଆଉ ୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୨୩ ।୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୬୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୭ ଓ ସ୍ଥାନୀୟ ଅଞ୍ଚଳରୁ…

ଚଳନ୍ତା ଗାଡ଼ିରେ ମହିଳାଙ୍କୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ଗ୍ୱାଲିୟର, ୨୩ା୨: ମଧ୍ୟପ୍ରଦେଶରେ ଜଣେ ମହିଳାଙ୍କୁ ଚଳନ୍ତା ଗାଡ଼ିରେ ଦୁଷ୍କର୍ମ କରାଯାଇଛି । ମହିଳାଙ୍କୁ ଜଣେ ଯୁବକ ମିଛରେ ବାହାନା କରି ଗାଡ଼ିରେ ବସାଇବା ପରେ ଦୁଷ୍କର୍ମ କରିଥିଲେ । ପରେ ମହିଳାଙ୍କୁ ଅଭିଯୁକ୍ତମାନେ…

କମିଶନରଙ୍କ ଅଫିସରେ ସିବିଆଇ ଟିମ୍

ଭୁବନେଶ୍ୱର,୨୩ ।୨(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମାମଲର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ଗିରଫ କରିଛି କମିଶନରେଟ ପୋଲିସ । ଏହି ପ୍ରସଙ୍ଗରେ ପୋଲିସ…

ବାରଙ୍ଗ ଗଣଦୁଷ୍କର୍ମ: ବିବନ ଉପରେ କଡା ନଜର

ଭୁବନେଶ୍ୱର,୨୩ ।୨(ଓଡିଶା ଭାସ୍କର): ୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳକୁ ଗିରଫ ପରେ ଭୁବନେଶ୍ୱର ଝାରପଡା ଜେଲରେ କଡା ସୁରକ୍ଷା ବଳରେ…

ପିପିଲି-ଡେଲାଙ୍ଗବାସୀଙ୍କୁ ୭୦ କୋଟିର ଭେଟି

ପୁରୀ, ୨୩ା୨(ଓଡିଶା ଭାସ୍କର): ପିପିଲି ଓ ଡେଲାଙ୍ଗବାସୀଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋଚନା ପରେ୨ଟି ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨ଟି ବ୍ଳକ…

ବିଧାନସଭାକୁ ସାଇକେଲରେ ଆସିଲେ ବିଧାୟକ

ଭୁବନେଶ୍ୱର, ୨୩ା୨(ଓଡିଶା ଭାସ୍କର): ହୁ ହୁ ହୋଇ ବଢିଚାଲିଛି ପ୍ରେଟ୍ରୋଲ ଓ ଡ଼ିଜେଲ ଦର । ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦରେ ବିଧାନସଭାକୁ ସାଇକେଲରେ ଆସିଛନ୍ତି କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ…