Browsing Category

Breaking News

ଖୁସି ଖବର : ଓଡ଼ିଶାରେ ଆଜି ୯୭୦୬ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୦।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୯୭୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଅଭିନେତ୍ରୀ ମୁନମୁନ୍ ଦତ୍ତାଙ୍କୁ ଗିରଫ କରିବା ପାଇଁ ଉଠିଲା ଦାବି, ଦଳିତଙ୍କ ପାଇଁ ବ୍ୟବହାର କରିଥିଲେ ଏପରି ଶବ୍ଦ

ନୂଆଦିଲ୍ଲୀ, ୧୦/୫(ଓଡିଶା ଭାସ୍କର) : ଟିଭିର ସବୁଠାରୁ ଲୋକପ୍ରିୟ କମେଡି ସୋ 'ତାରକ୍ ମେହେତା କା ଉଲଟା ଚଷମା' ଫେମ୍ ଅଭିନେତ୍ରୀ ମୁନମୁନ୍ ଦତ୍ତା ସୋସିଆଲ ମିଡିଆରେ ବହୁତ୍ ଆକ୍ଟିଭ୍ ରୁହନ୍ତି । ସେ ଖୁବ୍ ଶୀଘ୍ର…

୨୩ ଜୁନରେ ହେବନାହିଁ କଂଗ୍ରେସ ଅଧ୍ୟକ୍ଷ ପଦବୀ ନିର୍ବାଚନ

ନୂଆଦିଲ୍ଳୀ, ୧୦/୫(ଓଡିଶା ଭାସ୍କର) : ଆସନ୍ତା ଜୁନ ୨୩ରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ ବୋଲି ନିଷ୍ପତି ନିଆଯାଇଥିଲା । ହେଲେ କରୋନା ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିବାକୁ ଘୋଷଣା…

ଅପରେସନ୍ ସମୁଦ୍ର ସେତୁ: ବିଦେଶରୁ ଅକ୍ସିଜେନ୍ ଏବଂ ଚିକିତ୍ସାଗତ ସାମଗ୍ରୀ ଆଣିବା ପାଇଁ ନିୟୋଜିତ ହୋଇଛି ୯ଟି ଯୁଦ୍ଧପୋତ

ନୂଆଦିଲ୍ଲୀ, ୧୦/୫(ଓଡିଶା ଭାସ୍କର) : ଦେଶରେ ଅକ୍ସିଜେନ୍ ଅଭାବରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ଭାରତୀୟ ନୌସେନା ଦେଶକୁ ଅକ୍ସିଜେନ୍ ଆଣିବାର ବ୍ୟବସ୍ଥାରେ ଲାଗି ପଡିଛି । ଏହି ପରିପ୍ରେକ୍ଷୀରେ…

କରୋନା ରୋଗୀଙ୍କ ପାଇଁ କ୍ଷତିକାରକ ହେଉଛି ‘ବ୍ଲାକ୍ ଫଙ୍ଗସ୍’, ଜାଣନ୍ତୁ କଣ ଏହି ସଂକ୍ରମଣ ଏବଂ ଉପଚାର

ନୂଆଦିଲ୍ଲୀ ୧୦/୫(ଓଡିଶା ଭାସ୍କର) : କରୋନା ରୋଗୀଙ୍କ ପାଇଁ ସାଂଘାତିକ ସାବ୍ୟସ୍ତ ହେଉଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ । ଏହିଭଳି ସଂକ୍ରମଣ ଏବେ କିଛି ରାଜ୍ୟରେ ଚିହ୍ନଟ ହୋଇଛି । ଯାହାକି କରୋନା ହେବାରପର ପର୍ଯ୍ୟାୟରେ…

ଅଲମ୍ପିକ୍ ଯୋଗ୍ୟତା ହାସଲ କଲେ ପ୍ରଥମ କିନ୍ନର, ପୁରୁଷରୁ ହୋଇଥିଲେ ମହିଳା

ହାମିଲଟନ, ୧୦ା୫: ପ୍ରଥମ ଥର ପାଇଁ ଜଣେ କିନ୍ନର ଅଲମ୍ପିକରେ ଅଂଶଗ୍ରହଣ କରିବେ । ୪୩ ବର୍ଷୀୟା ଲୌରେଲ ହବାର୍ଡ ବୟୋଜ୍ୟେଷ୍ଠ ଭାରୋତ୍ତୋଳିକା ଭାବେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେ ଜଣେ ପୁରୁଷ ହୋଇ ଜନ୍ମ…

କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ପୀୟୁଷ ଚାୱାଲଙ୍କ ବାପା

ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର) : କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି । ଆଜି କରୋନାରେ ଆଖି ବୁଜିଛନ୍ତି କ୍ରିକେଟର୍ ପୀୟୁଷ ଚାୱାଲଙ୍କ ବାପା । ଆଜି ସକାଳୁ ପୀୟୁଷଙ୍କ ବାପା ପ୍ରମୋଦ…

ବଦଳିଲା ୧ ନମ୍ବର ମାର୍କେଟ ନିୟମ, ରାତି ୩ଟାରୁ କିଣିବେ ହୋଲସେଲ୍ ବେପାରୀ

ଭୁବନେଶ୍ୱର, ୧୦ା୫ (ଓଡିଶା ଭାସ୍କର): ରାଜ୍ୟ ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ମାର୍କେଟର ହୋଲସେଲ ନିୟମ ପରିବର୍ତ୍ତନ କରାଯାଇଛି । ଏଣିକି ହୋଲସେଲ୍ ବେପାରୀମାନେ ରାତି ୩ଟାରୁ ସକାଳ ୬ଟା ୩୦ ପର୍ଯ୍ୟନ୍ତ ପରିବା କିଣିବେ ।…

ଅଲମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର) : ହତ୍ୟା ଅଭିଯୋଗରେ ଛନ୍ଦି ହୋଇଥିବା ଆନ୍ତର୍ଜାତୀୟ ରେସଲର୍ ସୁଶୀଲ କୁମାରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ଦିଲ୍ଲୀ ପୋଲିସ୍ । ନିକଟରେ ଛତ୍ରସାଲ୍ ଷ୍ଟାଡିୟମ୍ ରେ ଦୁଇ…

ହଜିଯାଇନି ମାନବିକତା: ରାମ ନାମ ସତ୍ୟ ହୈ ଗାଇ ହିନ୍ଦୁଙ୍କ ଶବ ସତ୍କାର କଲେ ମୁସଲିମ୍

ସୁନ୍ଦରଗଡ, ୧୦/୦୫(ଓଡିଶା ଭାସ୍କର) : ହିନ୍ଦୁ-ମୁସଲିମ୍ ମଧ୍ୟରେ ବିବାଦ ଆମେ ଅନେକ ସମୟରେ ଆମ ସମାଜରେ ଦେଖିବାକୁ ପାଇଥାଉ । ହେଲେ ବିବାଦ ସମତେ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ସୁନ୍ଦର ସମ୍ପର୍କ ପରିପୂରକ ଭାବରେ ଗଢ଼ି…