fbpx
Browsing Category

Breaking News

ରାଜ୍ୟସଭାରେ ହେବ ଚାଷୀ ଆଲୋଚନା

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ନୂଆ କୃଷି ଆଇନକୁ ବିରୋଧ କରି ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଛି । କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ଅନେକ ଥର ଆଲୋଚନା ପରେ ବି ଏହାର କୌଣସି ସମାଧାନ ହୋଇପାରୁ ନାହିଁ । ଚାଷୀ ଆନ୍ଦୋଳନ…

ଅଫିସରେ ଦିଆଯିବ କରୋନା ଟିକା

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମଚାରୀଙ୍କର ଟିକାକରଣ ହୋଇଛି । ଏହା ପରେ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରରେ ଟିକା ରୁମ୍ ହେବ । ଏନେଇ ପରିବାର…

୨୪ ଘଣ୍ଟାରେ ୧୧୦ ମୃତ, ୧୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୫୯୬କୁ ବୃଦ୍ଧି…

୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହର

ଭୁବନେଶ୍ୱର, ୩ା୨ (ଓଡିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଥଣ୍ଡା ଫେରିଛି । ଗତ ତିନିଦିନ ଧରି କ୍ରମାଗତ ଭାବେ ଥଣ୍ଡା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ…

ଶ୍ରୀଜଗନ୍ନାଥଙ୍କ ବନକଲାଗି: ଅପରାହ୍ଣ ୪ରୁ ରାତ୍ରି ୮ ବନ୍ଦ ରହିବ ଦର୍ଶନ

ପୁରୀ, ୩ା୨ (ଓଡିଶା ଭାସ୍କର): ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଭୁଙ୍କ ଦର୍ଶନ ଅପରାହ୍ଣ ୪ଟାରୁ ରାତ୍ରି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ୪ ଘଣ୍ଟାରେ…

ବଡ଼ ପରଦାରେ ହେବ ଡବଲ୍ ଧମାଲ୍: ‘ପଠାନ’ରେ ଏକାଠି ଆସିବେ ଶାହାରୁଖ-ସଲମାନ

ମୁମ୍ବାଇ, ୩ା୨: ସୋସିଆଲ ମିଡ଼ିଆରେ ଆଜି ଏକ ଫଟୋ ଖୁବ ଅଧିକ ଭାଇରାଲ ହେବାରେ ଲାଗିଛି । ଫଟୋଟି ହେଉଛି ବଲିଉଡର ଦୁଇ ଖାନ ଶାହାରୁଖ ଖାନ ଓ ସଲମାନ ଖାନ । ଆଜିକାଲି କିଙ୍ଗଖାନ ଶାହରୁଖ ପଠାନ ଫିଲ୍ମର ସୁଟିଂ ପାଇଁ ଦୁବାଇରେ…

ଦିଲ୍ଲୀ ହିଂସା: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ, ୩ା୨: ସାଧାରଣତନ୍ତ୍ର ଦିବସ ଜାନୁଆରୀ ୨୬ରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ । ଏନେଇ ଆଗତ ହୋଇଥିବା ଜନସ୍ୱାର୍ଥ ମାମଲାର ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ ।…

ଶ୍ମଶାନରେ ପୋତାଯାଇଥିଲା ୧୭ ବର୍ଷୀୟା ଝିଅର ଶବ, ୧୦ ବର୍ଷ ପରେ ହେଲା ଉଦ୍ଧାର

ଭୋପାଳ, ୩ା୨: ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ଏକ ଶ୍ମଶାନରୁ ଜଣେ ନାବାଳିକାଙ୍କ ଶବ ମିଳିଛି । ତେବେ ୧୦ ବର୍ଷ ପୂର୍ବରୁ ଝିଅଟିର ନିଖୋଜ ଖବର ନେଇ ତାଙ୍କ ପରିବାର ଲୋକେ ଥାନାରେ ମାମଲା ଦାୟର କରିଥିଲେ । ତେବେ ପୋଲିସ ଏହି…

ଔଷଧୀୟ ଗୁଣରେ ଭରପୁର, ଜାଣନ୍ତୁ ସୋରିଷ ତେଲରେ କଣ ରହିଛି ଫାଇଦା

ସୋରିଷ ତେଲ ପ୍ରତ୍ୟେକ ଲୋକଙ୍କ ଘରେ ମିଳିଥାଏ । ସୋରିଷ ତେଲକୁ ସାଧାରଣତଃ ଅଧିକାଂଶ ଲୋକ ରୋଷେଇରେ ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ବହୁତ ଉପକାରୀ ଅଟେ ।…

ପିଏନବି ଦେଉଛି ଶସ୍ତାରେ ସୁନା କିଣିବାର ସୁଯୋଗ, ଜାଣନ୍ତୁ କଣ ରହିଛି ଏଥିରେ ଫାଇଦା

ନୂଆଦିଲ୍ଲୀ, ୩ା୨: ଆପଣ ଶସ୍ତାରେ ସୁନା କିଣିବାକୁ ଚାହୁଁଛନ୍ତି କି ? ଦେଶର ଦ୍ୱିତୀୟ ବୃହତ୍ତମ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଏପରି ଏକ ସୁଯୋଗ ଆଣି ଦେଇଛି । ଏ ବିଷୟରେ ବ୍ୟାଙ୍କ ପକ୍ଷରୁ…