fbpx
Browsing Category

Breaking News

ଦେଶୀ ଘିଅରେ ରହିଛି ଏହିସବୁ ଔଷଧୀୟ ଗୁଣ, ଆଜି ହିଁ ଖାଇବା ଆରମ୍ଭ କରିଦିଅନ୍ତୁ

ଦେଶୀ ଘିଅ ହେଉଛି ଏକ ଶକ୍ତିଶାଳୀ ଜିନିଷ । ଏହାକୁ ସେବନ କରିବା ଦ୍ୱାରା ଆମକୁ ବହୁ ରୋଗରୁ ରକ୍ଷା ମିଳିଥାଏ । ତେଣୁ ଘିଅକୁ ଆରୋଗ୍ୟକାରୀ ଖାଦ୍ୟ କୁହାଯାଏ । ଆମ ଶରୀର ପାଇଁ ଘିଅ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ବୋଲି…

ଫେବ୍ରୁଆରୀ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ ରହିଛି କଟକଣା?

ନୂଆଦିଲ୍ଲୀ,୨୭ ।୧: କରୋନା କାଳରେ ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ଗାଇଡଲାଇନ୍ ଫେବ୍ରୁଆରୀ ୨୮ ତାରିଖ ଯାଏଁ ଲାଗୁ ହେବ । ଜାନୁଆରୀ ଭଳି ଫେବ୍ରୁଆରୀ କଟକଣାରେ ବିଶେଷ ଫରକ୍…

୨୦୨୦ ବର୍ଷ ପାଇଁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ବର୍ଷ ପାଇଁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହୋଇଛି । କଥାକାର ରାମଚନ୍ଦ୍ର ବେହେରାଙ୍କୁ ମିଳିବ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ।…

ଆପଣ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି କି, ଥଣ୍ଡାରେ ଏହି ଜିନିଷ ଖାଇବାରୁ ଦୂରେଇ ରୁହନ୍ତୁ

ଡାଇବେଟିସ ବା ମଧୁମେହ ରୋଗୀଙ୍କ ପାଇଁ ଶୀତଦିନ ମାରାତ୍ମକ ହୋଇଥାଏ । ତେଣୁ ଥଣ୍ଡାରେ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବା ଏକ ଆହ୍ୱାନ ପରି ହୋଇଥାଏ । ବିଶେଷଜ୍ଞଙ୍କ ମତରେ, ଥଣ୍ଡାରେ ଆପଣମାନେ କିଛି ଜିନିଷକୁ…

୧୮ ବର୍ଷ ପରେ ପାକିସ୍ତାନରୁ ଫେରିଲେ ହସିନା

ନୂଆଦିଲ୍ଲୀ, ୨୭ା୧: ବିଧିର ବିଧାନ ବଡ଼ ବିଚିତ୍ର । ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନରୁ ନିଜ ଜନ୍ମମାଟି ଭାରତକୁ ଆଜି ଫେରିଛନ୍ତି ହସିନା ବେଗମ । ସେ ୧୮ ବର୍ଷ ପୂର୍ବେ ନିଜର ପତିଙ୍କ ସମ୍ପର୍କୀୟଙ୍କୁ ଦେଖା କରିବାକୁ…

ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମିଳିଛି ଜାମିନ୍ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ବାପ-ପୁଅଙ୍କୁ ଜାମିନ ମିଳିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ…

ଚାଷୀ ଆନ୍ଦୋଳନରେ ଆସିଲା ନୂଆ ମୋଡ

ନୂଆଦିଲ୍ଲୀ,୨୭ ।୧: ଚାଷୀ ଆନ୍ଦୋଳନରେ ଆସିଛି ନୂଆ ମୋଡ । ଗତକାଲିର ହିଂସା ପରେ ଆନ୍ଦୋଳନରୁ ଓହରିଛନ୍ତି ଦୁଇଟି ଦୁଇଟି କୃଷକ ସଂଗଠନ । ରାଷ୍ଟ୍ରୀୟ କୃଷକ ମଜଦୁର ସଙ୍ଗଠନ ଓ ଭାରତୀୟ କିଷାନ ୟୁନିୟନ ଆନ୍ଦୋଳନରୁ ଓହରିଛନ୍ତି…

୧୬୨ ପ୍ରକଳ୍ପକୁ ମିଳିଲା ମଞ୍ଜୁରି

କନ୍ଧମାଳ,୨୭ ।୧(ଓଡିଶା ଭାସ୍କର): ୨୦୨୦-୨୧ ବର୍ଷ ପାଇଁ କନ୍ଧମାଳ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୬ କୋଟି ଟଙ୍କାର ୧୬୨ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ୧୪୯ଟି ରାସ୍ତା, ୧୧ଟି ପାନୀୟ…

ଧରାପଡ଼ିଲା ସିରିଏଲ୍ କିଲର୍: ଶାରୀରିକ ସମ୍ପର୍କ ପରେ ୧୮ ମହିଳାଙ୍କୁ କରିଥିଲା ହତ୍ୟା

ହାଇଦ୍ରାବାଦ, ୨୭ା୧: ନିଜର ପତ୍ନୀ ଅନ୍ୟଜଣଙ୍କ ସହ ଫେରାର ହୋଇଯିବାରୁ ପତି ହରାଇ ବସିଲା ମାନସିକ ଭାରସାମ୍ୟ । ମହିଳାମାନଙ୍କ ପ୍ରତି ତା’ର ସୃଷ୍ଟି ହେଲା ଘୃଣାଭାଗ । ଶେଷରେ ସେ ସାଜିଲା ଏକ ସିରିଏଲ କିଲର । ୧୮ ଜଣ…

କାଲିଠୁ ହାଉସ୍ ସର୍ଜନଙ୍କ ‘କାମ ବନ୍ଦ’

କଟକ,୨୭ ।୧(ଓଡିଶା ଭାସ୍କର): ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ କାଲିଠାରୁ ହାଉସ ସର୍ଜନ କାର୍ଯ୍ୟବନ୍ଦ କରିବାକୁ ଧମକ ଦେଇଛନ୍ତି । କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ସେମାନେ ନିଷ୍ପତ୍ତି…