fbpx
Browsing Category

Breaking News

ଦେଶରେ ୨୪ ଘଣ୍ଟାରେ ଚାଲିଗଲା ୧୯୮ ଜୀବନ

ନୂଆଦିଲ୍ଲୀ, ୧୪।୧: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦେଶରେ ୧ ଲକ୍ଷ ୫୧ ହଜାର ୭୨୭ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୧୯୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିନକରେ…

ରାଷ୍ଟ୍ରୀୟ ସମ୍ମାନ ସହ ହେବ ପଦ୍ମଶ୍ରୀ ପ୍ରକାଶଙ୍କ ଶେଷକୃତ୍ୟ

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ରାଷ୍ଟ୍ରୀୟ ସମ୍ମାନ ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ହେବ । ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।…

ପରୀ ମାମଲା: ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୟାଗଡ,୧୩ ।୧(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ଼ ‘ପରୀ’ ଦୁଷ୍କର୍ମ ଓ ହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ନ୍ୟାୟ ପାଇବାକୁ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ‘ପରୀ’ର ମା’ ସୌଦାମିନୀ । ଘଟଣାର…

ଆପଣଙ୍କୁ ୪୦ ଟପିଲାଣି କି, ତେବେ ଆପଣାନ୍ତୁ ଏହି ଟିପ୍ସ ନଚେତ ପଡ଼ିପାରନ୍ତି ଅସୁବିଧାରେ

ମଣିଷ ଶରୀର ସହିତ ରୋଗ ଓତଃପ୍ରୋତ ଭାବେ ଜଡ଼ିତ । ଶରୀର ଯତ୍ନରେ ସାମାନ୍ୟ ଅବହେଳା, ଖାଦ୍ୟପେୟରେ ଅନିୟମିତତା ଆଦି କାରଣ ପାଇଁ ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିଥାଏ । ବିଶେଷ କରି ୪୦ ବର୍ଷ ବୟସ ଅତିକ୍ରମ…

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ପରଲୋକ ଘଟିଛି । କିଛିଦିନ ହେଲା ସେ କଟକ ଏସସିବିରେ ଚିକିତ୍ସାଧୀନ ଥିଲେ । ତେବେ ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ…

ଟିକାକରଣ ସମୟ ନେଇ କ’ଣ କହିଲେ ରାଜ୍ୟ ସରକାର?

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ରାଜ୍ୟରେ ଟିକାକରଣ ପୂର୍ବରୁ ଏସର୍ମ୍ପକରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସରକାର । ଟିକାକରଣକୁ ନେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ‘ରାଜ୍ୟରେ ୧୬ ତାରିଖରୁ ଟିକାକରଣ…

କେଉଁ ଜିଲ୍ଲାକୁ ମିଳିଲା କେତେ ଭ୍ୟାକସିନ୍? ଜାଣନ୍ତୁ ରାଜ୍ୟ ସରକାରଙ୍କ ତଥ୍ୟ

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ଓଡିଶା ରାଜ୍ୟ ଟିକା ଭଣ୍ଡାରରୁ ସବୁ ଜିଲ୍ଲାକୁ ପଠାଯାଇଛି କୋଭିସିଲ୍ଡ ଟିକା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମସ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ବାକ୍ସରେ ଠିକା ପଠାଯାଇଛି ।…

ଯୁବକଙ୍କ ମୃତ୍ୟୁ ପାଇଁ ଉତ୍ତ୍ୟକ୍ତ ଲୋକ ଜାଳିଦେଲେ ପୋଲିସ ଗାଡି

ଭଦ୍ରକ,୧୩ ।୧(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା ଅଲିନଗର ଛକରେ ପୋଲିସ ଗାଡିକୁ ପୋଡିଦେଲେ ଉତ୍ତ୍ୟକ୍ତ ଲୋକ । ଜଣେ ମୂକ ଯୁବକଙ୍କ ମୃତ୍ୟୁକୁ ନେଇ ଘଟିଛି ତୁମୁଳ କାଣ୍ଡ ।ପୋଲିସ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା…

ପିଇବା ବ୍ୟତୀତ ଆଲକହଲରେ ରହିଛି ଆହୁରି ଅନେକ ଉପକାରିତା, ଆସନ୍ତୁ ଜାଣିବା ସେ ବିଷୟରେ

ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି କୁହାଯାଏ, ତଥାପି ଅଧିକାଂଶ ଲୋକ ଏହାକୁ ନିୟମିତ ପାନ କରିଥାନ୍ତି । ଆପଣମାନେ କ’ଣ ଜାଣନ୍ତି କି ମଦକୁ ପିଇବା ବ୍ୟତୀତ ଆହୁରି ଅନେକ ଭଲ କାର୍ଯ୍ୟରେ ଉପଯୋଗ କରାଯାଇପାରେ ।…

ପରୀ ମାମଲା: ସୁପ୍ରିମକୋର୍ଟ ଗଲେ ନାବାଳିକାଙ୍କ ମା’

ନୟାଗଡ,୧୩ ।୧(ଓଡିଶା ଭାସ୍କର): ନୟାଗଡ ଯଦୁପୁରର ବହୁଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ନ୍ୟାୟ ପାଇବାକୁ ସୁପ୍ରିମକୋର୍ଟ ଯାଇଛନ୍ତି ‘ପରୀ’ର ମା’ ସୌଦାମିନୀ । ଘଟଣାର ସିବିଆଇ ତଦନ୍ତ ଦାବିରେ ସୌଦାମିନୀ…