fbpx
Browsing Category

Breaking News

ମନ୍ଦିର ବାହାରେ ଭକ୍ତଙ୍କୁ ଆଶିର୍ବାଦ ଦେଉଛି କୁକୁର, ଭାଇରାଲ ହେଉଛି ଭିଡିଓ

କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବେ ବିବେଚନା କରାଯାଏ । ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ତେବେ ମଣିଷଙ୍କୁ ଆଶିର୍ବାଦ ପ୍ରଦାନ କରୁଥିବା କୌଣସି କୁକୁରକୁ ଆପଣମାନେ କେବେ ଦେଖିଛନ୍ତି କି ? ଏପରି ଏକ…

ବରମାନେ ଏଠାରେ କିଣିଥାନ୍ତି ମନପସନ୍ଦର କନ୍ୟାଙ୍କୁ, ତିନି ବର୍ଷରେ ଥରେ ଖୋଲାହୁଏ ଏହି ମାର୍କେଟ, ଜାଣନ୍ତୁ କେଉଁଠି

ଏ ଦୁନିଆରେ ସବୁକିଛି ଆପଣ କିଣି ପାରିବେ, କେବଳ ପାଖରେ ପଇସା ଥିବା ଆବଶ୍ୟକ । ଏପରିକି ପୁରୁଷମାନେ ସେମାନଙ୍କର ମନପସନ୍ଦର କନ୍ୟାଙ୍କୁ ମଧ୍ୟ କିଣିପାରିବେ । କନ୍ୟା କିଣିବା ପାଇଁ ବୁଲଗେରିଆରେ ଷ୍ଟାରା ଜାଗୋରା ସହରରେ ଏକ…

ଏନକାଉଣ୍ଟରରେ ଟଳିଲା ହାର୍ଡକୋର ମାଓବାଦୀ

ଛତିଶଗଡ,୧୩ ।୧: ଛତିଶଗଡ ଚିକପାଲି ଜଙ୍ଗଲରେ ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୋଲିସ ଏନକାଉଣ୍ଟରରେ ଟପ୍ ମାଓ ନେତା ଏରିଆ କମାଣ୍ଡର ହିଡମା ମୁଚାକିର ମୃତ୍ୟୁ ହୋଇଛି । ପୂର୍ବରୁ…

ଚାଇନିଜ୍ ମାଞ୍ଜା ବ୍ୟାନ୍: CMC

କଟକ,୧୩ ।୧(ଓଡିଶା ଭାସ୍କର): ୧୪ ତାରିଖ ମକର ସଂକ୍ରାନ୍ତି ଗୁଡି ଉଡାରେ ଚାଇନିଜ୍ ମାଞ୍ଜାକୁ ବ୍ୟାନ୍ କରାଯାଇଛି । କାଚ ଲଗାଇ ପ୍ରସ୍ତୁତ ହେଉଥିବା ସମସ୍ତ ପ୍ରକାର ସୂତା ମଧ୍ୟ ବ୍ୟାନ୍ କରାଯାଇଛି । ଗୁଡି ସୂତାରେ…

ରାଜ୍ୟରେ ଆଜି ୨୧୦ ପଜିଟିଭ୍ ଚିହ୍ନଟ, ୧ ମୃତ

ଭୁବନେଶ୍ୱର,୧୩।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୨୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…

ପ୍ରସବ ସମୟରେ ଡାକ୍ତର କାଟିଦେଲେ ନବଜାତ ଶିଶୁର ମୁଣ୍ଡ

ଖଗଡିଆ,୧୩ ।୧: ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ୨ ଅମୂଲ୍ୟ ଜୀବନ । ବିହାରର ଖଗଡିଆ ଜିଲ୍ଲା ସ୍ଥିତ ମହେଶଖୁଣ୍ଟ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ବେସରକାରୀ କ୍ଳିନିକରେ ଅବହେଳା ଯୋଗୁଁ ଉଭୟ ମା ଓ ଶିଶୁର ମୃତ୍ୟୁ…

ବାସହରାଙ୍କୁ ଖାଦ୍ୟ ବଣ୍ଟନରେ ଲାଗିଲା କଟକଣା

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ଭୁବନେଶ୍ୱରରେ ରହୁଥିବା ବାସହରାଙ୍କୁ ଏଣିକି କେହି ଖାଦ୍ୟ ବଣ୍ଟନ କରିପାରିବେ ନାହିଁ । ଏନେଇ ବିଏମସି ପକ୍ଷରୁ ଅନୁମତି ଆଣିବାକୁ ପଡ଼ିବ । ଲୋକଙ୍କ ଖାଦ୍ୟ ବଣ୍ଟନ ନ କରି ବିଏମସି…

ଜଳିଗଲା ୯ କୋଟିର ଗଞ୍ଜେଇ: ୨ ଜଣଙ୍କ ନାଁରେ ମାମଲା ରୁଜୁ

ରାୟଗଡ଼ା, ୧୩ା୧ (ଓଡିଶା ଭାସ୍କର): ରାୟଗଡ଼ାରେ ୯ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛ ଜଳିଯାଇଛି । ତେବେ ୮୦ ଏକର ବିଶିଷ୍ଟ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ରାୟଗଡ଼ା ପୋଲିସ ନଷ୍ଟ କରିଥିବା ଜଣାପଡ଼ିଛି । ରାୟଗଡ଼ା…

ପରୀ ଘଟଣା: ବ୍ରେନମ୍ୟାପିଂ ଆବେଦନର ଶୁଣାଣି ଆଜି

ନୟାଗଡ଼, ୧୩ା୧ (ଓଡିଶା ଭାସ୍କର): ନୟାଗଡ଼ ଶିଶୁକନ୍ୟା ପରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ବ୍ରେନମ୍ୟାପିଂ ଶୁଣାଣି କରାଯିବ । ତେବେ ଏହି ଶୁଣାଣି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ ବୋଲି ଜଣାପଡ଼ିଛି । ପୂର୍ବରୁ…

ଦେଶରେ ଦିନକରେ ୨୦୨ ମୃତ, ୧୫ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୩ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୦୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୫୨୯କୁ ବୃଦ୍ଧି ପାଇଛି । ଦିନକରେ ୧୫ ହଜାର ୯୬୮ ଜଣ ଆକ୍ରାନ୍ତ ହୋଇଥିବା…