Browsing Category

Breaking News

ତିଆରି ହେଉଛି ଏଭଳି ଚୁଇଙ୍ଗମ: ଚୋବାଇଲେ ମୁହଁରେ ହିଁ ନାଶ ହୋଇଯିବ କରୋନା ଭାଇରସ!

କରୋନା ଭାଇରସ ସହ ଲଢ଼େଇ ପାଇଁ ଏପର୍ଯ୍ୟନ୍ତ ଭାକ୍ସିନକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ଅନେକ ଔଷଧ କମ୍ପାନୀ ଟାବଲେଟ ମଧ୍ୟ ଲଞ୍ଚ କରିଛନ୍ତି, ଯାହା ସଂକ୍ରମଣକୁ କମ୍ କରିବାରେ ସହାୟକ ହେଉଛି । କିନ୍ତୁ ଖୁବଶୀଘ୍ର…

ଧରାପଡ଼ିଲେ ଲାଞ୍ଚୁଆ SI, ଲାଞ୍ଚ ନେଉଥିବାବେଳେ ପଡ଼ିଲେ ଭିଜିଲାନ୍ସ ଜାଲରେ

ଚାଲିଥିଲା ଲାଂଚ କାରବାର, ଧରିନେଲା ଭିଜିଲାନ୍ସ । ୬ହଜାର ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ । ଏଭଳି ଅଭିଯୋଗ ଆସିଛି ଯାଜପୁର ବିଞ୍ଜାରପୁରରୁ । ବିଝାଂରପୁର ଥାନା ଏସଆଇ ଫକିର ସିଂହ ୬୦୦୦…

ଲଞ୍ଚ ହେଲା Samsung Galaxy A03 Core ବଜେଟ୍ ସ୍ମାର୍ଟଫୋନ, ରହିଛି 5000 mAhର ବ୍ୟାଟେରୀ

ନୂଆଦିଲ୍ଲୀ: Samsung ଏହାର କମ୍ ବଜେଟ ସ୍ମାର୍ଟଫୋନ Galaxy A03 Coreକୁ ଲଞ୍ଚ କରିଛି । ଏହା ଏକ ଏଣ୍ଟ୍ରି ଲେଭଲ ସ୍ମାର୍ଟଫୋନ ଅଟେ । ଏହା ପ୍ରଥମ କରି ଏବଂ କେବଳ ଭିଡିଓ କିମ୍ବା ଇଣ୍ଟରନେଟ୍ ସର୍ଚ୍ଚିଂ ଭଳି କାମ…

ମହାରାଷ୍ଟ୍ରରେ ଚିହ୍ନଟ ହେଲେ ଆଉ ୨ ଓମିକ୍ରନ ଆକ୍ରାନ୍ତ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ବୃଦ୍ଧି

ମୁମ୍ବାଇ: ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ଓମିକ୍ରନ ଭ୍ୟାରିଆଣ୍ଟ ଏବେ ଭାରତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି କ୍ରମରେ ସୋମବାର ମହାରାଷ୍ଟ୍ରରୁ ପୁଣି ଚିହ୍ନଟ ହୋଇଛନ୍ତି ଓମିକ୍ରନ ସଂକ୍ରମିତ ।…

ଫେଲ୍ ମାରିଲା ସର୍ବଦଳୀୟ ବୈଠକ; ମଙ୍ଗଳବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଫେଲ ମାରିଲା ସର୍ବଦଳୀୟ ବୈଠକ, ଲଗାତାର ୫ ଦିନ ଧରି ଅଚଳ ହେଉଥିବା ଗୃହକାର୍ଯ୍ୟକୁ ସ୍ୱାଭାବିକ କରିବାକୁ ବାଚସ୍ପତି ଡକାଇଥିବା ସର୍ବଦଳୀୟ ବୈଠକ ଫେଲ୍ ମାରିଛି । ସୋମବାର ସନ୍ଧ୍ୟାରେ ଡକାଯାଇଥିବା ସର୍ବଦଳୀୟ…

ମମିତା ମେହେର ହତ୍ୟା ମାମଲା; ବିଧାନସଭାରେ ଉତ୍ତର ରଖିଲେ ଗୃହମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିଧାନସଭାରେ ଉତ୍ତର ରଖିଲେ ଗୃହମନ୍ତ୍ରୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବର୍ତ୍ତମାନ…

ବିଶ୍ଵ ଚାମ୍ପିଅନ ନ୍ୟୁଜିଲାଣ୍ଡକୁ ହରାଇ ଶୀର୍ଷ ସ୍ଥାନ ଦଖଲ କଲା ଭାରତୀୟ ଦଳ

ନୂଆଦିଲ୍ଲୀ : ଭାରତୀୟ ଦଳ ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ହରାଇ ଐତିହାସିକ ବିଜୟ ହାସଲ କରିଛି। ଏଥିସହ ଭାରତୀୟ ଦଳ ଟେଷ୍ଟ ମାନ୍ୟତାରେ ଶୀର୍ଷକୁ ଉଠିଛି। ଆଇସିସି ଦ୍ଵାରା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ…

ଜାରି ରହିଛି ଅଚଳାବସ୍ଥା: ଗୃହକାର୍ଯ୍ୟ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଲଗାତାର ଭାବରେ ବିଧାନସଭାରେ ହୋହାଲ୍ଲା ପ୍ରତିବାଦ ଯୋଗୁଁ ଚାଲିପାରୁନାହିଁ ବିଧାନସଭା କାର୍ଯ୍ୟକାଳ । ଫଳରେ ୫ ଦିନ ଧରି ଅଚଳ ରହିଛି ଗୃହକାର୍ଯ୍ୟ । ତେବେ ବିଧାନସଭା ଚଳାଇବା ପାଇଁ ଏବଂ ଗୃହକାର୍ଯ୍ୟ ସ୍ୱାଭାବିକ କରିବାକୁ…

ଜନ୍ମ କଲା ପୁଅକୁ ମାରିଦେଲା ମା’: ଅକାରଣେ ଚାଲିଗଲା ୨ ବର୍ଷର ଶିଶୁର ଜୀବନ

ଦୁଇ ବର୍ଷର ପୁଅକୁ ନିଜ ହାତରେ ନିଜେ ମାରିଦେଲା ମାଆ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଜକର ଗ୍ରାମରେ। ସୂଚନା ଅନୁଯାୟୀ, ଜକର ଗ୍ରାମର ପ୍ରକାଶ ଜେନାଙ୍କ ଝିଅ…

ନାଗାଲାଣ୍ଡ ଫାୟାରିଂକୁ ନେଇ ଅମିତ ଶାହାଙ୍କ ବୟାନ; କହିଲେ ସନ୍ଦିଗ୍ଧ ଆଶଙ୍କାରେ ଚଳାଯାଇଥିଲା ଗୁଳି

ନୂଆଦିଲ୍ଳୀ: ନାଗାଲାଣ୍ଡ ଫାୟାରିଂକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ବୟାନ ରଖିଛନ୍ତି । ଅମିତ ଶାହା କହିଛନ୍ତି ଯେ ଏମିତି ଭୁଲ ପରିଚୟ ଯୋଗୁଁ ହୋଇଛି । ସେନା ସେମାନଙ୍କୁ ସନ୍ଦିଗ୍ଧ ଭାବି ଫାୟାରିଂ…