Browsing Category

Breaking News

କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ମମିତା ମେହେର ହତ୍ୟାକାଣ୍ଡକୁ ମାସେ ପୁରିବା ପରେ ଗସ୍ତରେ ଆସୁଛନ୍ତି ମୁଖିଆ

ଭବାନୀପାଟଣା (ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସୁଛନ୍ତି । ମମିତା ମେହେରଙ୍କୁ ଗତ ଅକ୍ଟୋବର ୮ ତାରିଖରେ ହତ୍ୟା କରାଯାଇଥିବା ବେଳେ ଆଜି ଠିକ୍‌ ମାସେ ପରେ ନଭେମ୍ବର ୮ ତାରିଖରେ…

ଆଜି ନୂଆପଡ଼ାବାସୀ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ, ଭର୍ଚୁଆଲ ମୋଡରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ନୂଆପଡା (ଭାସ୍କର ନ୍ୟୁଜ୍‌):  ଆଜି ନୂଆପଡାବାସୀଙ୍କୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡ ମିଳିବ । ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ନୂଆପଡ଼ା ଜିଲ୍ଲାରେ…

୫ ଗ୍ରାମବାସୀଙ୍କୁ ମାଓବାଦୀଙ୍କ ଅପହରଣ

ମାଲକାନଗିରି: ୫ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ । ଛତିଶଗଡ଼ ସୁକମା ଜିଲ୍ଲା କୋଣ୍ଟା ଅଞ୍ଚଳରୁ ଅପହରଣ ହୋଇଥିବା ନେଇ ସୂଚନା । ସେପଟେ ୫ ଗ୍ରାମବାସୀଙ୍କୁ ମୁକ୍ତ କରିବାପାଇଁ ଆଦିବାସୀ ସମାଜ ପକ୍ଷରୁ ନିବେଦନ ।

ଭାରତୀୟ ବୋଟ୍ ସହିତ ୬ ମତ୍ସ୍ୟଜୀବୀଙ୍କୁ ଅପହରଣ କଲା ପାକିସ୍ତାନ, ଗୁଳିମାଡ଼ରେ ଜଣେ ମୃତ

ଗାନ୍ଧୀନଗର: ସୀମା ପରେ ଏଣିକି ସମୁଦ୍ର ଉପପୂଳବର୍ତ୍ତୀ ଅଞ୍ଚଳରେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଛି ପାକିସ୍ତାନ । ଆଜି ଗୋଟିଏ ଭାରତୀୟ ବୋଟ୍ ସହିତ ୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅପହରଣ କରିଛି ପାକିସ୍ତାନ ମରିନ ।…

ଆରମ୍ଭ ହେବାକୁ ଯାଉଛି NEET Counselling, ଇଚ୍ଛୁକ ପ୍ରାର୍ଥୀମାନେ କିପରି କରିବେ ଚେକ୍

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ମେଡିକାଲ ପ୍ରବେଶିକ ପରୀକ୍ଷା ନିଟ ୨୦୨୧ର ରେଜଲ୍ଟ ଘୋଷଣା ହେବା ପରେ ଗ୍ରାଜୁଏଟ ମେଡିକାଲ ପାଠ୍ୟକ୍ରମରେ ଆଡମିଶନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏବେ କାଉନସେଲିଂ ରାଉଣ୍ଡକୁ ଅପେକ୍ଷା…

ସାତପଡ଼ାରେ ୨୦ରୁ ଅଧିକ ବୋମାମାଡ଼

ବ୍ରହ୍ମଗିରି: ସାତପଡ଼ାର ନାଥପୁରରେ ବୋମାମାଡ଼ । ନିଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ୨୦ରୁ ଉର୍ଦ୍ଧ୍ଵ ବୋମାମାଡ଼ ସୂଚନା । ଜମି ଜବରଦଖଲକୁ ନେଇ ଉତ୍ତେଜନାରୁ ବୋମାମାଡ଼ । ୩୫ ମୌଜାର ଜମିକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଜବରଦଖଲ କରିଥିବା…

ପୋଲିସ-ମାଓବାଦୀ ଗୁଳିବିନିମୟ, ଛତ୍ର ଭଙ୍ଗ ଦେଲେ ମାଓବାଦୀ

ପୋଲିସ୍ ମାଓବାଦୀ ଗୁଳି ବିନିମୟ । କଳାହାଣ୍ଡି ଶଗଡ଼ା ଜଙ୍ଗଲରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ରବିବାର କଳାହାଣ୍ଡି ପୋଲିସ ଏସଓଜି ଏବଂ ଡିଭିଏଫ ପକ୍ଷରୁ ଆଜି  କୁମ୍ବିଂ ଅପରେସନ…

୧୩ରେ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ, ଘୋଷଣା କରିବେ ପ୍ୟାକେଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ୧୩ରେ ବରଗଡ଼ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । BSKY ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ବିଜେପୁର ସମାବେଶରେ ନବୀନ ଯୋଗଦେବେ । ଏହା ସହିତ ପାଇକମାଳ ପ୍ରସିଦ୍ଧ ନୃସିଂହ…

ମୁର୍ଦାଘରେ ମହିଳାଙ୍କ ଶବ ସହ ଦୁଷ୍କର୍ମ କରୁଥିଲା ଏହି ବ୍ୟକ୍ତି, ରେକର୍ଡ କରୁଥିଲା ଭିଡିଓ

ନୂଆଦିଲ୍ଲୀ: ଇଂଲଣ୍ଡରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାକାର ଏକ ବ୍ୟକ୍ତି ୧୨ ବର୍ଷ ପର୍ଯ୍ୟନ୍ତ ମୁର୍ଦାଘର ଭିତରେ ମହିଳା ମାନଙ୍କ ଶବ ସହିତ ଦୁଷ୍କର୍ମ କରି ଆସୁଥିଲା । ସେ ପ୍ରାୟ ୧୦୦…

ସେକ୍ସ ସମୟରେ ମହିଳାଙ୍କୁ ଅଚାନକ୍ ଆସିଲା ହାର୍ଟ ଆଟାକ୍, ଗୋଟିଏ ଭୁଲ୍ ଯୋଗୁଁ ଚାଲିଯାଇଥାନ୍ତା ଜୀବନ

ନୂଆଦିଲ୍ଲୀ: ହୃଦୟ ଉପରେ ଅଧିକ ଚାପ ପଡ଼ିବାରୁ କାହାକୁ ବି ଆସିପାରେ ହାର୍ଟ ଆଟାକ୍ । ଏପରି ପରିସ୍ଥିତିରେ ଆଜିକାଲି ଶରୀରରେ ହେଉଥିବା ଛୋଟ ଛୋଟ ପରିବର୍ତ୍ତନକୁ ବି ଅବହେଳା କରିବା ଉଚି୍ ନୁହେଁ । ଯଦି ଆପଣ କୌଣସି ଏପରି…