Browsing Category

Breaking News

୬୧ ବର୍ଷୀୟା ମହିଳାଙ୍କୁ ବିବାହ କଲେ ୮ ବର୍ଷର ବାଳକ, ଜାଣନ୍ତୁ ଏହା ପଛର କାରଣ

ସାଧାରଣତଃ ବର ଓ କନ୍ୟାଙ୍କ ବୟସରେ କିଛି ବର୍ଷର ବ୍ୟବଧାନ ରହିଥାଏ । ତେବେ ଯଦି ଜଣେ ୬୧ ବର୍ଷିୟା ମହିଳାଙ୍କୁ ଜଣେ ୮ ବର୍ଷର ବାଳକ ବିବାହ କରେ, ତେବେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ୱାଭାବିକ । ଦକ୍ଷିଣ…

‘ରବର ବୟ’ ୟଶ, ଅସାଧାରଣ ପ୍ରତିଭାର ଅଧିକାରୀ

ଗୁଜୁରାଟରେ ରହୁଥିବା ୟଶ ଶାହ ନାମକ ଜଣେ ବାଳକଙ୍କୁ ନେଇ ଆଜିକାଲି ବହୁତ ଚର୍ଚ୍ଚା । ୟଶଙ୍କର କଳା କୌଶଳକୁ ଆଖିରେ ନ ଦେଖିଲା ପରେ କେହି ବି ବିଶ୍ୱାସ କରିପାରିବେ ନାହିଁ । ୟଶ ନିଜର ଗର୍ଦ୍ଦନକୁ ୧୮୦ ଡିଗ୍ରୀ ବୁଲାଇ…

ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୧୦ ।୩(ଓଡିଶା ଭାସ୍କର): ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ସକାଳ ୩ଟାରୁ ୩ଟା ୩୦ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ହେବ । ସକାଳ ୩ଟା ୩୦ରୁ ଦିନ ୧୧ଟା ମଧ୍ୟରେ…

ନିର୍ବାଚନ ପୂର୍ବରୁ ରୋଚକ ଲଢେଇ: ମମତା ବାନାର୍ଜୀ ଆହତ

କୋଲକାତା,୧୦ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସବୁଠାରୁ ହାଇ ପ୍ରୋଫାଇଲ ସିଟ ନନ୍ଦିଗ୍ରାମରେ ମଜାଦାର ଲଢେଇ ଦେଖିବାକୁ ମିଳିଛି । ପୂର୍ବରୁ ଏହି ଆସନ ପାଇଁ ମମତା ବାନାର୍ଜୀ ଓ ଶୁଭେନ୍ଦୁଙ୍କ ମଧ୍ୟରେ ଲଢେଇ…

ଶିମିଳିପାଳରେ କୁଆପଥର ସହ ବର୍ଷା, ଲୋକେ କହିଲେ ‘ଆସିଲେ ଇନ୍ଦ୍ରଦେବ’

କରଞ୍ଜିଆ,୧୦ ।୩(ଓଡିଶା ଭାସ୍କର): ଶିମିଳିପାଳ ଜଙ୍ଗଲରେ ନିଆଁକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର…

ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୧୦ ।୩(ଓଡିଶା ଭାସ୍କର): ଅନେକ ଦିନ ହେଲା ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ରାଜ୍ୟର ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଜଙ୍ଗଲ ନିଆଁକୁ…

ଓଡିଶା ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର,୧୦ ।୩(ଓଡିଶା ଭାସ୍କର): ଅନେକ ଦିନ ହେଲା ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ରାଜ୍ୟର ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଓଡିଶାକୁ ଆସିବ କେନ୍ଦ୍ରୀୟ ଟିମ୍ । ଏନେଇ ଆଜି ଟ୍ୱିଟ ଯୋଗେ ସୂଚନା…

ରାଜ୍ୟରେ ଆଉ ୬୯ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୦।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭…

ଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ୍

ପୁରୀ,୧୦ ।୩(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି । ୨୦୨୧-୨୨ ବର୍ଷ ଲାଗି ୨୦୨ କୋଟିର ବଜେଟ୍ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ଅର୍ଥ ସବକମିଟି । ରଥ ପାଇଁ ୧୧ କୋଟି…

୨୦୨୨ ସୁଦ୍ଧା ସବୁ ପରିବାରକୁ ମିଳିବ ପାଇପ ପାଣି: ନବୀନ

ନୂଆପଡା,୧୦ ।୩(ଓଡିଶା ଭାସ୍କର): ନୂଆ ଓଡିଶାର ବିକାଶ ଧାରାରେ ନୂଆ ଫର୍ଦ୍ଦ ଯୋଡିଛି ନୂଆପଡା । କରୋନା ପରେ ନୂଆପଡାକୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଶ୍ରମ ବିକାଶକୁ ଗୁରୁତ୍ୱ…