Browsing Category

Breaking News

ଆଜି ଟ୍ୱିନସିଟିରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ, ୨୦ ତାରିଖ ଯାଏଁ ବଳବତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଟ୍ୱିନସିଟିରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ପାର୍ବଣକୁ ଆଖି ଆଗରେ ରଖି କମିଶନରେଟ୍ ପୋଲିସ୍ ପକ୍ଷରୁ ନାଇଟ୍ କର୍ଫ୍ୟୁ ସମୟରେ ସବୁ ଅଞ୍ଚଳରେ କଡ଼ା ନଜର ରଖାଯିବ । ନିୟମ…

ଭିଜିଲାନ୍ସ ଜାଲରେ ଜେଇ

ଦେବଗଡ଼(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ତିଲେଇବଣି ବ୍ଲକ୍ ବଡ଼ଛାପଲ ଜିପିଟିଏ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସଂମ୍ପତ୍ତି ଠୁଳ ଅଭିଯୋଗରେ ତିଲେଇବଣି ବ୍ଲକର ଗ୍ରାମ ପଞ୍ଚାୟତ ଟେକ୍ନିକାଲ ଆସିଷ୍ଟାଣ୍ଟ ବିକାଶ…

ଜମ୍ମୁ-କାଶ୍ମୀରରେ ୨ଟି ଏନକାଉଣ୍ଟର୍

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳରେ ଏନକାଉଣ୍ଟର୍ ହୋଇଛି । ଅନନ୍ତନାଗ ଓ ବାନ୍ଦିପୋରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଅନନ୍ତନାଗରେ ଜଣେ ଆତଙ୍କବାଦୀ…

ଜନ୍ମ ଦିନରେ ନିଜ ପ୍ରେମ ଜୀବନକୁ ନେଇ ଖୁଲାସା କଲେ ରକୁଲ, କହିଲେ ଜ୍ୟାକିଙ୍କୁ କରୁଛନ୍ତି ଡେଟ

ନୂଆଦିଲ୍ଲୀ: ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନରେ ତାଙ୍କୁ ସୋସିଆଲ ମିଡିଆରେ ଅନେକ ଶୁଭେଚ୍ଛା ମିଳୁଛି । ଏହି ଅବସରରେ ସେ ତାଙ୍କ ପ୍ରେମ ଜୀବନକୁ ନେଇ ଏକ ଖୁଲାସା…

ବାଦାମବାଡ଼ି ଛକରେ ଫାଟିଲା ଭୂତଳ ପାଣି ପାଇପ୍

କଟକ ବାଦାମବାଡ଼ି ଛକରେ ଫାଟିଲା ଭୂତଳ ପାଣି ପାଇପ୍ । ପାଣି ପାଇପ୍ ଫାଟିଯିବା ଫଳରେ ୧୫ ଫୁଟ ଉପରକୁ ଉଠିଲା ଭୂତଳ ପାଇପ । ଜନଗହଳିପୂର୍ଣ୍ଣ ବାଦାମବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ । ନିକଟରେ କିଛିଦିନ ତଳେ…

ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପାତପଡ଼ା ଗାଁ ପୋଖରୀରୁ ମୃତଦେହ ଉଦ୍ଧାର ଘଟଣା । ଉଦ୍ଧାର ଯୁବକଙ୍କ ମିଳିଲା ପରିଚୟ । ବରିଷ୍ଠ ସାମ୍ବାଦିକ ନୀବନ ଦାସଙ୍କ ପୁଅଙ୍କ ମୃତଦେହ ଉଦ୍ଧାର । ନୀବନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଉଦ୍ଧାର…

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରୁ ମୃତଦେହ ଉଦ୍ଧାର । ଭାସମାନ ଅବସ୍ଥାରେ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ନାଁ ମନୀଷ ବୋଲି ଭୁବନେଶ୍ୱର ଡିସିପିଙ୍କ ସୂଚନା । ଗତକାଲି ଇନଫୋସିଟି ଅଞ୍ଚଳରୁ…

ମାସେ ପରେ ବି ଥମୁନି ଜ୍ୱାଳାମୁଖୀ, ହଜାର ହଜାର ଘର ହୋଇସାରିଲାଣି ଭସ୍ମ

ନୂଆଦିଲ୍ଲୀ: ସ୍ପେନର ଲା ପାଲମା ଦ୍ୱୀପରେ ଜ୍ୱାଳାମୁଖୀ ନଦୀ ପରି ବହିବାରେ ଲାଗିଛି । ମାସକ ତଳେ ଆରମ୍ଭ ହୋଇଥିବା ଏହି ଜ୍ୱାଳାମୁଖୀ ଏବେ ଭୟଙ୍କର ରୂପ ନେଇସାରିଛି । ତେବେ ଏହି ନରରାକ୍ଷସ ରୂପୀ ଜ୍ୱାଳାମୁଖୀର ତାଣ୍ଡବରୁ…

ବିମାନ ଦୁର୍ଘଟଣାରେ ଚାଲିଗଲା ୧୬ ଜଣଙ୍କ ଜୀବନ, ଯାତ୍ରା କରୁଥିଲେ ୨୩

ନୂଆଦିଲ୍ଲୀ: ଋଷର ତାତାରସ୍ତାନଠାରେ ୨୩ ଜଣ ଲୋକଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍ ହୋଇଯାଇଛି । ଯାହାଫଳରେ ୧୬ ଜଣ ପ୍ରାଣ ହରାଇଛନ୍ତି । ବାକି ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନେ ଗୁରୁତର ଭାବରେ ଆହତ ହୋଇଥିବା…

Commonwealth Gamesରୁ ଓହରିବା ନିଷ୍ପତ୍ତି Hockey India ଏକତରଫା ଭାବେ ନେଇପାରିବ ନାହିଁ: କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ କମନୱେଲଥ ଗେମ୍ସରୁ ହକି ଇଣ୍ଡିଆ ଓହରିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲା । ତେବେ ଏହି ଘଟଣା ପରେ ମୁହଁ ଖୋଲିଛନ୍ତି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି ଯେ, ରାଷ୍ଟ୍ରୀୟ ହକି ମହାସଂଘ…