fbpx

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରୁ ମୃତଦେହ ଉଦ୍ଧାର । ଭାସମାନ ଅବସ୍ଥାରେ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ନାଁ ମନୀଷ ବୋଲି ଭୁବନେଶ୍ୱର ଡିସିପିଙ୍କ ସୂଚନା । ଗତକାଲି ଇନଫୋସିଟି ଅଞ୍ଚଳରୁ ମନୀଷ ଅପହୃତ ହୋଇଥିବା ନେଇ ସୂଚନା । ଶେଷଥର ଇନଫୋସିଟି ଅଞ୍ଚଳରୁ ମନୀଷ ଘରକୁ ଫୋନ କରିଥିଲେ । ଯୁବକଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣା ସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.