Browsing Category

Breaking News

ଏଥର ବି ଭକ୍ତଶୂନ୍ୟ ହେବ ଛତର ଯାତ୍ରା

ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ତେବେ ଗତ ବର୍ଷ ଭଳି ଏଥର ମଧ୍ୟ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ହେବ ଛତର ଯାତ୍ରା । ଛତର ଯାତ୍ରା ସମୟରେ…

ଭୁବନେଶ୍ୱରରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର: ଗିରଫ ହେଲେ ନକଲି ଡାକ୍ତର । ଚନ୍ଦକା ଥାନା ପୋଲିସ ଦ୍ୱାରା ଜଣେ ନକଲି ଡାକ୍ତର ଗିରଫ । କୌଣସି ପ୍ରମାଣପତ୍ର ନଥାଇ ଚିକିତ୍ସା କରିବା ଅଭିଯୋଗରେ ଗିରଫ । ଗିରଫ ନକଲି ଡାକ୍ତରଙ୍କ ନାଁ ଜାନକୀ ବଲ୍ଲଭ ପଟ୍ଟନାୟକ…

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ମାଲକାନଗିରି: ପେଡ଼ାକୋଣ୍ଡା ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ିଯାଇ ଦୁଇ ଭଉଣୀଙ୍କର ମୃତ୍ୟୁ । ଜଣେ ୩ ବର୍ଷର ଓ ଅନ୍ୟ ଜଣେ ୫ ବର୍ଷର ସୂଚନା । କାମକୁ ଯାଇଥିବା ବାପା-ମା’ଙ୍କ ପାଖକୁ ଯାଉଥିଲେ ୨ ଶିଶୁ । ପୋଖରୀ ହୁଡ଼ା…

ରାଗିଥିବା ସ୍ୱାମୀଙ୍କୁ ଖୋଜିବାକୁ ଆସିଥିଲେ ବିବାହିତା, ରାସ୍ତାରୁ ଜବରଦସ୍ତ ଉଠାଇ ନେଇ ୬ ଦୁର୍ବୃତ୍ତ କଲେ ଧର୍ଷଣ

ବର୍ଦ୍ଧମାନ: ପଶ୍ଚିମବଙ୍ଗର ବର୍ଦ୍ଧମାନ ସହରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୨୫ ବର୍ଷୀୟ ବିବାହିତା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ମହିଳାଙ୍କୁ ରାସ୍ତକଡ଼ରୁ ଏକ ଅଟୋ ରିକ୍ସା…

୭୮ ବର୍ଷର ବରକୁ ୭୯ ବର୍ଷୀୟା କନିଆ, ଅନଲାଇନରେ ଆରମ୍ଭ ହୋଇଥିଲା ପ୍ରେମ

ପ୍ରେମ ପାଇଁ ନା ଥାଏ ବୟସ, ନା ଥାଏ ରଙ୍ଗ । କେଉଁଠି ନାବାଳିକ, ନାବାଳିକା ନିଜ ଇଛାରେ ବାହା ହେଲେଣି ତ ଆଉ କେଉଁଠି ବୟସର ବାର୍ଦ୍ଧକ୍ୟରେ ଆସି ମଧ୍ୟ ଲୋକ ପ୍ରେମରେ ପଡ଼ି ବାହା ହେଉଛନ୍ତି । ସେହିପରି ୭୮ ବର୍ଷୀୟ ଜିମ…

୫ ଜିଲ୍ଲା ସାବଧାନ୍! ବିଜୁଳି ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୫ଟି ଜିଲ୍ଲାରେ ବିଜୁଳି ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି । ଏନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ…

ଭିଜିଲାନ୍ସ ଜାଲରେ ଏସଇ, କାରରୁ ୧୦ ଲକ୍ଷ ଟଙ୍କା ଜବତ

ଯାଜପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର । କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବିଧାନଚନ୍ଦ୍ର ସାହୁଙ୍କୁ ଧରିଛି ଭିଜିଲାନ୍ସ ।…

ନବରାତ୍ରିର ଶୁଭବେଳାରେ ୯ଟି ସ୍କିମରେ ଆଜି ହିଁ କରନ୍ତୁ ନିବେଶ, ଲାଇଫ୍ ହୋଇଯିବ ମାଲାମାଲ୍

ନବରାତ୍ରିର ୯ ପାର୍ବଣ ଦିନରେ ଯେ କୌଣସି କାର୍ଯ୍ୟ କଲେ ତାହାକୁ ଶୁଭ ବୋଲି ମାନାଯାଏ । ଯଦି ଏହି ସମୟରେ ଆପଣ କୌଣସି ନିବେଶ କରନ୍ତି, ତେବେ ସେଥିରେ ଆପଣଙ୍କୁ ଅଧିକ ଫାଇଦା ମିଳିବ । ଆଜି ଆମେ ଆପଣଙ୍କୁ ଏପରି ୯ଟି ନିବେଶ…

ଅଧିକ ଅମାନିଆ ହେଲେ ବନ୍ଧାହେବେ: ସିପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ଏବେବି ରହିଛି ବିପଦ । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ କରୋନା ଧୀରେ ଧୀରେ ବଢୁଥିବା କୁହାଯାଉଛି । ଏହାରି ମଧ୍ୟରେ ଆଗକୁ ଆସୁଛି…

ଆର୍ଯ୍ୟନଙ୍କ ଗିରଫଦାରୀ ପରେ ଶାହରୁଖ ଖାନଙ୍କୁ ଝଟକା, BYJU’S ରୋକିଲା ସବୁ ବିଜ୍ଞାପନ

ମୁମ୍ବାଇ: କ୍ରୁଜ୍ ପାର୍ଟି ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଆର୍ୟ୍ୟନ୍ ଖାନଙ୍କ ଗିରଫ ପରେ ବାପା ଶାହରୁଖ ଖାନଙ୍କୁ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଦେଶର ବୃହତ୍ତମ ଏଡଟେକ୍ ଷ୍ଟାର୍ଟ ଅପ୍ କମ୍ପାନୀ ବାଇଜୁ,…