fbpx

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ମାଲକାନଗିରି: ପେଡ଼ାକୋଣ୍ଡା ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ିଯାଇ ଦୁଇ ଭଉଣୀଙ୍କର ମୃତ୍ୟୁ । ଜଣେ ୩ ବର୍ଷର ଓ ଅନ୍ୟ ଜଣେ ୫ ବର୍ଷର ସୂଚନା । କାମକୁ ଯାଇଥିବା ବାପା-ମା’ଙ୍କ ପାଖକୁ ଯାଉଥିଲେ ୨ ଶିଶୁ । ପୋଖରୀ ହୁଡ଼ା ଦେଇ ଯିବାବେଳେ ପାଣିରେ ପଡ଼ିଯାଇ ମୃତ୍ୟୁ ହୋଇଥିବା ନେଇ ସୂଚନା ।

Get real time updates directly on you device, subscribe now.