Browsing Category

Breaking News

ଟିକାକରଣରେ ଓଡିଶା ନମ୍ବର ୨

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶ ବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଓଡିଶା ବେଶ୍‍ ସଫଳତା ହାସଲ କରିଛି। ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣରେ ଓଡିଶା ସାରା ଦେଶରେ…

ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ

ପୁରୀ,୨୮ ।୧(ଓଡିଶା ଭାସ୍କର): ଶ୍ରୀମନ୍ଦିରରେ ଦେବାଭିଷେକ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ନୀତିରେ ବିଳମ୍ବ ହୋଇଛି । ବିବାଦ ଯୋଗୁଁ ମହାପ୍ରଭୁଙ୍କ ସୁନାବେଶ ନୀତି ୫ ଘଣ୍ଟା ବିଳମ୍ବିତ ହୋଇଛି । ବର୍ତ୍ତମାନ ସୁଦ୍ଧା…

ଗଣଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ

ରାଉରକେଲା,୨୮ ।୧(ଓଡିଶା ଭାସ୍କର): ୨୦୧୭ ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଆଜି ଶୁଣାଣି ହୋଇଛି । ୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡର ସଜା…

ବର୍ଷା-ଅନୁଭବ ବିବାଦ: ୫ରେ ପରବର୍ତ୍ତୀ ଶୁଣାଣି

କଟକ,୨୮ ।୧(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ କଟକ ଏସଡିଜେଏମ କୋର୍ଟରେ ବର୍ଷା- ଅନୁଭବ…

ପିପିଲି ଉପନିର୍ବାଚନକୁ ନେଇ କ’ଣ କହିଲେ ରୁଦ୍ର ମହାରଥୀ?

ପିପିଲି,୨୮ ।୧(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହାରି ମଧ୍ୟରେ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି ବିଜେଡି । ପ୍ରତାପ ଦେବଙ୍କୁ…

କିଏ ହେଲେ ପିପିଲି ବିଜେଡି ପର୍ଯ୍ୟବେକ୍ଷକ? ଜାଣନ୍ତୁ

ପିପିଲି,୨୮ ।୧(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ଦଳମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ପିପିଲି ଉପନିର୍ବାଚନ ପାଇଁ ସଜବାଜ ହେବାରେ ଲାଗିଛି ବିଜେଡି । ବିଜେଡି ପକ୍ଷରୁ…

ରାଜ୍ୟରେ ଆଜି ୧୧୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୮।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୧୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୭ଜଣ ଓ ସ୍ଥାନୀୟ ଅଞ୍ଚଳରୁ…

ଆରଡି ଛାତ୍ରୀ ମୃତ୍ୟୁ ଘଟଣା: ରାକେଶ ନାଁରେ ଅଭିଯୋଗ

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଉଦ୍ଧାର ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ନେଇ…

ମାଟିତଳୁ ବାହାରିଲା ମନ୍ଦିର ଭଳି ଢାଞ୍ଚା

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ଲିଙ୍ଗରାଜ ମନ୍ଦିର ନିକଟରେ ମାଟିତଳୁ ବାହାରିଛି ମନ୍ଦିର ଭଳି ଢାଞ୍ଚା । ସୁକଶାରୀ ମନ୍ଦିର ନିକଟରେ ଖୋଦେଇ ବେଳେ ମନ୍ଦିର ଭଳି ଢାଞ୍ଚା ବାହାରିଛି । ତେବେ ଏକାମ୍ରକ୍ଷେତ୍ର…

୨ ରାଜ୍ୟରେ ୭୦% କୋଭିଡ ଆକ୍ରାନ୍ତ

ନୂଆଦିଲ୍ଲୀ,୨୮ ।୧: ଦେଶର ୨ଟି ରାଜ୍ୟରେ ୭୦% କୋଭିଡ ଆକ୍ରାନ୍ତ ଅଛନ୍ତି । ସେହି ୨ଟି ରାଜ୍ୟ ହେଉଛି ମହାରାଷ୍ଟ୍ର ଓ କେରଳ । ଏହା ବ୍ୟତିତ ଦେଶରେ ୧୫୩ ଜଣ ନୂଆ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର…