fbpx
Browsing Category

Breaking News

ଉନପିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ଜାଣନ୍ତୁ କେବେ?

ଭୁବନେଶ୍ୱର,୨୯ ।୯(ଓଡିଶା ଭାସ୍କର): ରାଜ୍ୟର ୨ଟି ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ତାରିଖ ଘୋଷଣା କରାଯାଇଛି । ନଭେମ୍ବର ୩ରେ ଉଭୟ ନିର୍ବାଚନମଣ୍ଡଳୀ…

ଭିଜିଲାନ୍ସ ଜାଲରେ ରାଜସ୍ୱ ସହକାରୀ ଅଧିକାରୀ

ରାୟଗଡ଼ା, ୨୯ା୯(ଓଡ଼ିଶା ଭାସ୍କର): ରାୟଗଡ଼ା ସ୍ଥିତ କାଶୀପୁର ବ୍ଲକର ରାଜସ୍ୱ ସହକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ରାଜସ୍ୱ ସହକାରୀ ଅଧିକାରୀ ପ୍ରକାଶ ସାହୁ ୪ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ…

ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା

ଭୁବନେଶ୍ୱର,୨୯ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାମଲା ବଢି ବଢି ଚାଲିଛି । ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକମାନେ ଏହାର ଶିକାର ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ସାଂସଦ ସସ୍ମିତ ପାତ୍ର…

ନାବାଳିକାକୁ ଅପହରଣ କରି ଯୁବତୀ ଗିରଫ

କଳାହାଣ୍ଡି, ୨୯ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଚୋରୀ, ଡକାୟତି, ଅପହରଣ ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି । ଏହାରି ମଧରେ କଳାହାଣ୍ଡିରେ ନାବାଳିାକୁ ଅପହରଣ କରି ଜଣେ ଯୁବତୀ ଗିରଫ ହୋଇଛନ୍ତି । ସମଲିଙ୍ଗୀ…

ଖୋଲିବ ଚନ୍ଦକା ଅଭୟାରଣ୍ୟ, ଜାଣନ୍ତୁ କେବେ?

ଚନ୍ଦକା,୨୯ ।୯(ଓଡିଶା ଭାସ୍କର): ଆସନ୍ତା ଅକ୍ଟୋବର ୨ ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଚନ୍ଦକା ଅଭୟାରଣ୍ୟ । ଚନ୍ଦକା ଅଭୟାରଣ୍ୟ ସହ ପର୍ଯ୍ୟଟକମାନେ ଡେରାସ ମଧ୍ୟ ବୁଲିପାରିବେ । ଏନେଇ ଚନ୍ଦକା ଡିଏଫଓ କେଦାର ସ୍ୱାଇଁ…

ଆକାଶ ଛୁଆଁ ହେବାରେ ଲାଗିଛି ଆଳୁ ପିଆଜ ଦର

କଟକ,୨୯ା୯(ଓଡ଼ିଶା ଭାସ୍କର): ରୋଷେଇରେ ଅତି ଜରୁରୀ ସାମଗ୍ରୀ ଆଳୁ ଓ ପିଆଜ । ଯାହାର ଦର ବର୍ତ୍ତମାନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ଗରିବ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ କଟକ…

ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର,୨୯ ।୯(ଓଡିଶା ଭାସ୍କର): ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ଅଧିବେଶନ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ…

ମଙ୍ଗଳ ଗ୍ରହରେ ମିଳିଲା ପାଣିର ସନ୍ଧାନ

ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସାର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ପାଣିର ସନ୍ଧାନ ପାଇଛନ୍ତି । ବୈଜ୍ଞାନିକମାନେ ମଙ୍ଗଳ ଗ୍ରହର ମାଟି ତଳେ ୩ଟି ନୀଳ ହ୍ରଦ ପାଇଛନ୍ତି । ତେବେ ଦୁଇ ବର୍ଷ ପୂର୍ବରୁ ମଙ୍ଗଳ ଗ୍ରହର…

ବ୍ରାହ୍ମଣୀ ନଦୀରେ ବୁଡିଗଲେ ୨ ଛାତ୍ର

ସୁନ୍ଦରଗଡ,୨୯ ।୯(ଓଡିଶା ଭାସ୍କର): ସୁନ୍ଦରଗଡ ଅନ୍ତର୍ଗତ ବ୍ରହ୍ମଣୀ ନଦୀରେ ବୁଡି ୨ ନାବାଳକ ନିଖୋଜ ହୋଇଥିବା ମାମଲାରେ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି । ନଦୀରେ ବୁଡିଯାଇଥିବା ୨ ନାବାଳକଙ୍କ ମଧ୍ୟରୁ ଅନ୍ୟ ଜଣଙ୍କର…