Browsing Category

Breaking News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ବୁଟା ସିଂହଙ୍କ ପରଲୋକ

ନୂଆଦିଲ୍ଲୀ,୨ ।୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂହଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ସମ୍ବଲପୁରରେ IIM ନୂତନ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର,୨ ।୧: ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଆଜି ଶିଳାନ୍ୟାସ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ…

ଅପରାଜିତା ହେଲେ ଦେଶର ସର୍ବଶ୍ରେଷ୍ଠ ସାଂସଦ

ନୂଆଦିଲ୍ଲୀ, ୨ା୧: ୨୦୨୦ ବର୍ଷ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି । ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ଏହି ସର୍ଭେ କରାଯାଇଥିବା ଜଣାପଡ଼ିଛି । ତେବେ…

ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍

ଭୁବନେଶ୍ୱର, ୨ା୧ (ଓଡିଶା ଭାସ୍କର): ରାଜ୍ୟର ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକାକରଣ ନେଇ ଡ୍ରାଏ ରନ କରାଯିବ । ପ୍ରତ୍ୟେକ ରାଜ୍ୟରେ ଟିକାକରଣ ନେଇ ଡ୍ରାଏ ରନ କରିବା ପାଇଁ…

ଦେଶରେ ଦିନକରେ ୨୨୪ ମୃତ, ୧୯ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୨୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୨୧୮କୁ ବୃଦ୍ଧି ପାଇଛି । ଦିନକରେ ୧୯ ହଜାର ୭୯ ଜଣ ଆକ୍ରାନ୍ତ ଚିହ୍ନଟ…

ନୂଆବର୍ଷରେ ବଢିଲା ଏଲପିଜି ସିଲିଣ୍ଡରର ଦାମ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ,୧ ।୧: ତୈଳ କମ୍ପାନୀଗୁଡିକ ନୂଆବର୍ଷର ପ୍ରଥମ ଦିନରେ ହିଁ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛନ୍ତି । ଗତ ମାସରେ ଗ୍ୟା ସିଲିଣ୍ଡରର ଦାମ୍ ପ୍ରାୟ ୧୦୦ ଟଙ୍କା ବଢିଥିଲା । ଜାନୁଆରୀ ୧ ଅର୍ଥାତ୍…

ଜାଣନ୍ତୁ କେଉଁ ସମୟରେ କ୍ଷୀର ପିଇଲେ ତାହା ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ

ଶରୀରକୁ ସୁସ୍ଥ ରଖିବାରେ କ୍ଷୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥିରେ କ୍ୟାଲସିୟମ, ଭିଟାମିନ ଡି, ଫସଫରସ ଭଳି ପୋଷକ ତତ୍ତ୍ୱ ଭରି ରହିଛି । କ୍ଷୀର ହେଉଛି ପ୍ରୋଟିନର ଏକ ମୁଖ୍ୟ ଉତ୍ସ । କ୍ଷୀର ହାଡ଼କୁ…

ଏହି କାରଣରୁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି, ଜାଣନ୍ତୁ କାହିଁକି

କର୍ମମୟ ଜୀବନରେ ବିଶ୍ରାମ ନେବା ନିତାନ୍ତ ଆବଶ୍ୟକ । ବିଶେଷଜ୍ଞଙ୍କ ଅନୁସାରେ, ଦୈନିକ ୬-୮ ଘଣ୍ଟା ଶୋଇବା ଦରକାର । ତେବେ ଏକ ରିସର୍ଚ୍ଚରୁ ଏହା ପ୍ରମାଣିତ ହୋଇଛି ଯେ, ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସମୟ…

ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି, ଭାରତକୁ ମିଳିଲା ପ୍ରଥମ ଭ୍ୟାକସିନ୍

ନୂଆଦିଲ୍ଲୀ,୧ ।୧: ଅକ୍ସଫୋର୍ଡ ଟିକାକୁ ଆଜି ଅନୁମତି ଦେଇଛି ବିଶେଷଜ୍ଞ କିମଟି । ଅକ୍ସଫୋର୍ଡ ଟିକାର ଭାରତୀୟ ନାଁ ହେଉଛି ‘କୋଭିସିଲ୍ଡ’ । ସିରମ ଇନଷ୍ଟିଚ୍ୟୁଟର କରୋନା ଟିକାକୁ ସବଜେକ୍ଟ ଏକ୍ସପର୍ଟ କମିଟି ଅନୁମତି ଦେଇଛି…