Browsing Category

Breaking News

ମହାତ୍ମା ଗାନ୍ଧିଙ୍କ ପ୍ରତିମୃର୍ତ୍ତିକୁ ତାଡି ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେବା ଘଟଣା, ସାଧାରଣରେ ତୀବ୍ର ଉତ୍ତେଜନା

ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍‌): ନିଶ୍ଚିନ୍ତକୋଇଲି ବ୍ଳକ ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁନଃ ନିର୍ମାଣ ଆଳରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୃର୍ତ୍ତିକୁ ତାଡି ପରିତ୍ୟକ୍ତ ଅବସ୍ଥାରେ…

ଏହି ବ୍ୟକ୍ତି ପିନ୍ଧୁଛନ୍ତି ଦୁନିଆର ସବୁଠାରୁ ମହଙ୍ଗା ସୁନାର ସାର୍ଟ, ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଦୁନିଆରେ ଟଙ୍କା ସବୁକିଛି ବଦଳାଇପାରେ । ଆଜିକାଲି ଧନୀ ଲୋକଙ୍କର ଅଜବ ସଉକ୍ ଦେଖିବାକୁ ମିଳୁଛି । ସେହିପରି ମହାରାଷ୍ଟ୍ର ଜଣେ ପ୍ରସିଦ୍ଧ ବ୍ୟବସାୟୀ ଓ ରାଜନେତା ପଙ୍କଜ ପାରଖ, ଯେକି ‘the man with the golden shirt’…

ଡେଙ୍ଗୁ ନେଲା ଜୀବନ, ନିମାପଡ଼ା ଅଞ୍ଚଳର ଜଣେ ଆଗଧାଡ଼ିର ବିଜେଡି କର୍ମୀଙ୍କ ମୃତ୍ୟୁ…

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ବ୍ଲକ ଛଣିଜଙ୍ଗ ପଞ୍ଚାୟତରେ ଡେଙ୍ଗୁ ଜ୍ୱରରେ ଶାନ୍ତନୁ ଭୋଇ (୪୪) ନାମକ ବ୍ୟକ୍ତିଙ୍କର ମୃତ୍ୟୁ  ଘଟିଛି । ଏହାକୁ ନେଇ ପଞ୍ଚାୟତରେ ଆତଙ୍କ ଖେଳିଯାଇଛି । ଶାନ୍ତନୁ ଭୋଇଙ୍କ ଶରୀର…

ସୈନିକ ସ୍କୁଲ୍‌ ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକିୟା ଆରମ୍ଭ , ଜାଣନ୍ତୁ ଫର୍ମ ପୂରଣ ଶେଷ ତାରିଖ କେବେ…

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଗ୍ରୁପ୍ କ୍ୟାପଟେନ୍‌ ଏସ୍‌ ଡୋମିନିକ୍‌ ରୟାନ୍‌, ପ୍ରିନ୍ସିାଲ୍‌, ସୈନିକ ସ୍କୁଲ୍‌ ଭୁବନେଶ୍ୱର ସୂଚନା ଦେଇଛନ୍ତି ଯେ ଅଖିଳ ଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (AISSEE) ୨୦୨୨…

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବ, ୩୦ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଉତ୍ତର -ପୂର୍ବ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର…

ଅକ୍ଟୋବର ୩୧ ଯାଏଁ ବଢ଼ିଲା କୋଭିଡ୍ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବ ତୁଳନାରେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ପାର୍ବଣକୁ ଦୃଷ୍ଟିରେ ରଖି ପୁଣି କୋଭିଡ଼ ଗାଇଡଲାଇନକୁ ଅକ୍ଟୋବର ୩୧ ଯାଏଁ ବଢ଼ାଇଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମଣ ହାର…

ଅରିନ୍ଦମଙ୍କ ବିୟୋଗରେ ମ୍ରିୟମାଣ ପ୍ରିୟଜନ: ନିର୍ମାଣ ହେଲା ଗୀତ, ‘ଫେରିଆସ ଅରିନ୍ଦମ ଭାଇ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୪ ତାରିଖ ଦିନ ମହାନଦୀରେ ବୋଟ୍ ଦୁର୍ଘଟଣାରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ପରେ ତାଙ୍କ ପ୍ରିୟଜନଙ୍କ ମହଲରେ ଭାଳେଣି ପଡ଼ିଛି । ତାଙ୍କ ମୃତ୍ୟୁକୁ ୪ ଦିନ ବିତି ଯାଇଥିଲେ…

କଂଗ୍ରେସର ହାତ ଧରିଲେ କହ୍ନେୟା, ଜିଗ୍ନେଶ

ନୂଆଦିଲ୍ଳୀ: ଜେନଏସୟୁର ପୂର୍ବତନ ଅଧ୍ୟକ୍ଷ ଏବଂ ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜୁରାଟର ବିଧାୟକ ଜିଗ୍ନେଶ ମେୱାନୀ ଆଜି କଂଗ୍ରେସର ହାତ ଧରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସେମାନେ ଆଜି…

ଟ୍ରେନରେ ପୋଷା ଜୀବଜନ୍ତୁଙ୍କୁ ନେବା ପାଇଁ ଚାହୁଁଛନ୍ତି କି? ତେବେ ରହିଛି ଏହି ସ୍ୱତନ୍ତ୍ର ନିୟମ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ରେଳବାଇ ସହିତ ଅନେକ ନିୟମ ରହିଛି । ଏସବୁ ବିଷୟରେ ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ । ଯେପରି ଟ୍ରେନ୍ ରେ ପୋଷା ଜୀବଜନ୍ତୁଙ୍କୁ ନେଇ ଯାଇ ହେବ କି ନାହିଁ? ଅନେକ ଥର ଏପରି ହୁଏ ଯେ, ଆପଣ ଲମ୍ବା ସମୟ…

ସିଦ୍ଧୁଙ୍କ ଇସ୍ତଫା ପରେ କ୍ୟାପଟେନ୍ କଲେ ଟୁଇଟ୍, କହିଲେ ଏପରି

ପଞ୍ଜାବ: ପଞ୍ଜାବ କଂଗ୍ରେସରେ ଘମାସାନ ଲଢ଼େଇ ଜାରି ରହିଛି । ଇତି ମଧ୍ୟରେ ନଭଜୋତ୍ ସିଦ୍ଧୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ସିଦ୍ଧୁ । ତେବେ…