fbpx

ଅରିନ୍ଦମଙ୍କ ବିୟୋଗରେ ମ୍ରିୟମାଣ ପ୍ରିୟଜନ: ନିର୍ମାଣ ହେଲା ଗୀତ, ‘ଫେରିଆସ ଅରିନ୍ଦମ ଭାଇ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୪ ତାରିଖ ଦିନ ମହାନଦୀରେ ବୋଟ୍ ଦୁର୍ଘଟଣାରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ପରେ ତାଙ୍କ ପ୍ରିୟଜନଙ୍କ ମହଲରେ ଭାଳେଣି ପଡ଼ିଛି । ତାଙ୍କ ମୃତ୍ୟୁକୁ ୪ ଦିନ ବିତି ଯାଇଥିଲେ ସୁଦ୍ଧା ଏତେ ସହଜରେ କେହି ବି ତାଙ୍କୁ ଭୁଲିପାରିନାହାନ୍ତି । ତାଙ୍କ ବିୟୋଗରେ ସାମ୍ବାଦିକଙ୍କ ମଧ୍ୟରେ ଗଭୀର ଦୁଃଖର ମାହୋଲ ଛାଇ ଯାଇଛି । ତେବେ ବର୍ତ୍ତମାନ ତାଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସ୍ୱରୂପ ଏକ ସ୍ୱତନ୍ତ୍ର ଗୀତ ନିର୍ମାଣ ହୋଇଛି । ଆପଣ ମାନେ ମଧ୍ୟ ଗୀତ ଟିକୁ ଦେଖନ୍ତୁ ।

Get real time updates directly on you device, subscribe now.