fbpx
Browsing Category

Breaking News

ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର, ୧୬/୯(ଓଡିଶା ଭାସ୍କର): ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି କେନ୍ଦ୍ରୀୟ ଟିମ୍ ଆସୁଛନ୍ତି। ୨ଦିନ ଧରି ୪ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରିବେ । ଭଦ୍ରକ, ଯାଜପୁର,କେନ୍ଦ୍ରାପଡା ଓ ପୁରୀ ଯାଇ କ୍ଷୟକ୍ଷତି ଆକଳନ…

ଷ୍ଟ୍ରେଚ ମାର୍କରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ?

ମହିଳାଙ୍କ ପାଇଁ ଷ୍ଟ୍ରେଚମାର୍କ ଏକ ବଡ଼ ସମସ୍ୟା । ଏହା ଦ୍ୱାରା ସେମାନଙ୍କ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ । ତେଣୁ ଏଥିପାଇଁ ଚିନ୍ତିତ ହେବା ସ୍ୱଭାବିକ କଥା । କିଛି ଘରୋଇ ଉପାୟରେ ଆପଣ ଏଥିରୁ ମୁକ୍ତି ପାଇପାରିବେ । କିନ୍ତୁ…

ଖୁସି ଖବର: ରାଜ୍ୟରେ ଆଜି ୩୭୧୪ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୫ ।୯(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୭୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଭୁବନେଶ୍ୱରରୁ ପୁଣି ବାହାରିଲେ ୩୪୨ ପଜିଟିଭ୍

ଭୁବନେଶ୍ୱର, ୧୫ ।୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ…

ନକ୍ସଲଙ୍କ ପ୍ଲାନକୁ ଫେଲ୍ କରିଦେଲେ ସିଆରପିଏଫ୍ ଯବାନ

ମାଲକାନଗିରି,୧୫ ।୯(ଓଡିଶା ଭାସ୍କର): ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲା କୋଣ୍ଟା ଥାନା ଅନ୍ତର୍ଗତ ମୁରଲିଗୁଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ନକ୍ସଲ ମାନେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଲଗାଇ ଥିବା…

ସାଂସଦଙ୍କ କଟିବ ୩୦% ବେତନ, ଲୋକସଭାରେ ବିଲ୍ ପାରିତ

ନୂଆଦିଲ୍ଲୀ,୧୫ ।୯: କରୋନା ଯୋଗୁଁ ଅର୍ଥନୈତିକ କ୍ଷେତ୍ରରେ ଆସିଛି ବଡ ପରିବର୍ତ୍ତନ । ଘରୋଇ ଓ ସରକାରୀ କ୍ଷେତ୍ରରେ କର୍ମଚାରୀଙ୍କ ଦରମା କଟ୍ ହେଉଥିବା ବେଳେ ଏଥିରୁ ବାଦ୍ ପଡିନାହାନ୍ତି ସାଂସଦ । ସଂସଦର ସଦସ୍ୟଙ୍କ ଦରମା…

ପୁରୀ ଆପାର୍ଟମେଣ୍ଟରେ ଚାଲିଥିଲା ଦେହ ବ୍ୟବସାୟ, ବାନ୍ଧିନେଲା ପୋଲିସ

ପୁରୀ,୧୫ ।୯(ଓଡିଶା ଭାସ୍କର): ପୁରୀ ଭଳି ଧର୍ମର ସହର ଶ୍ରୀକ୍ଷେତ୍ରରେ ଚାଲିଥିଲା ଅଧର୍ମ କାମ। ସ୍ଥାନୀୟ ବାଲିଆପଣ୍ଡା ଅଂଚଳରେ ସେକ୍ସ ରାକେଟ ଠାବ ହୋଇଛି । ସେକ୍ସ ରାକେଟ ସହ ଜଡ଼ିତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ…

କଳା ରଙ୍ଗର ପୋଷାକ କେଉଁ ରାଶି ପାଇଁ ଶୁଭ ?

କଳା ରଙ୍ଗର ପୋଷାକ କାହାକୁ ବା ଭଲ ନଲାଗେ । ପ୍ରତ୍ୟକ ଝିଅ ବା ପୁଅ ପାଖରେ କଳା ରଙ୍ଗର ଡ୍ରେସ ଥିବ ନିଶ୍ଚିତ । କିନ୍ତୁ କଥାରେ ଅଛି ରଙ୍ଗ ମଣିଷର ଭାଗ୍ୟ ବଦଳାଇ ଦେଇଥାଏ । ରଙ୍ଗ ଭବିଷ୍ୟତ ଉଜ୍ଜ୍ୱଳ ମଧ୍ୟ କରିଥାଏ ଏବଂ…

ଶ୍ରମିକଙ୍କ ପାଇଁ ଖୁସି ଖବର: ନୂଆବର୍ଷରୁ ଲାଗୁ ହେବ ଇ-ମଷ୍ଟର ରୋଲ୍

ଭୁବନେଶ୍ୱର,୧୫ ।୯(ଓଡିଶା ଭାସ୍କର): ୨୦୨୧ ଜାନୁଆରିରୁ ସବୁ ବିଭାଗରେ ଲାଗୁ ହେବାକୁ ଯାଉଛି ଇ-ମଷ୍ଟର ରୋଲ । ଅନଲାଇନରେ ଶ୍ରମିକମାନଙ୍କୁ ଏଥିରେ ପାରିଶ୍ରମିକ ମିଳିବ । ଏହା ସହ ସ୍ୱଚ୍ଛତା ପାଇଁ ବିଭିନ୍ନ ପଦକ୍ଷେପମାନ…