Browsing Category
Breaking News
ରାଜ୍ୟରେ ୪ ମୃତ, ୩୫୮ ଆକ୍ରାନ୍ତ
ଭୁବନେଶ୍ୱର, ୧୮ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଦିନକ ମଧ୍ୟରେ କରୋନାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫୮ ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତକଙ୍କ ମଧ୍ୟରରେ ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରୁ ଜଣେ…
ସୀମାରେ ଆନ୍ଧ୍ରର ଦାଦାଗିରି ଜାରି
କୋରାପୁଟ, ୧୮ା୧୨ (ଓଡିଶା ଭାସ୍କର): କିଛିଦିନ ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ରକୁ ନେଇ ଉପୁଜିଥିବା ବିବାଦକୁ ଦୁଇପକ୍ଷର ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ବୈଠକରେ ସମାଧାନ କରାଯାଇଥିଲା । ତେବେ ଏବେ ଆଉ ଏକ ବିବାଦ ସାମନାକୁ…
ଦିନକରେ ୨୨,୮୮୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୮ ମୃତ
ନୂଆଦିଲ୍ଲୀ, ୧୮।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ୧ଲକ୍ଷ ୪୪ ହଜାର ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୩୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।…
ଆସନ୍ତାକାଲିଠୁ ଖୋଲିବ ଜନଜାତି ସଂଗ୍ରହାଳୟ
ଭୁବନେଶ୍ୱର,୧୭।୧୨(ଓଡିଶା ଭାସ୍କର): ଆସନ୍ତାକାଲିଠୁ ଖୋଲିବାକୁ ଯାଉଛି ଭୁବନେଶ୍ବରର ରାଜ୍ୟ ଜନଜାତି ସଂଗ୍ରହାଳୟ । ସୋମବାରରୁ ଶୁକ୍ରବାର ଯାଏ ଦିନ ୧୦ରୁ ଅପରାହ୍ଣ ୫ଟା ୩୦ ଯାଏ ଖୋଲିବ । ଏକ ସମୟରେ ୧୦ରୁ ଅଧିକ ଲୋକଙ୍କୁ…
ରାଜ୍ୟରେ ୨୨ ଅନଲାଇନ ସେବାର ଶୁଭାରମ୍ଭ
ଭୁବନେଶ୍ୱର,୧୭।୧୨(ଓଡିଶା ଭାସ୍କର): ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପରିଶ୍ରମ ପୋର୍ଟାଲ ଆଜି ଲୋକାର୍ପିତ ହୋଇଯାଇଛି । 5T କାର୍ଯ୍ୟକ୍ରମରେ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି…
ରାଜ୍ୟରେ ଆଉ ୩୭୬ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୭।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଚୋରି ଶିଶୁପୁତ୍ର ଉଦ୍ଧାର, ୪ ଜଣଙ୍କୁ ବାନ୍ଧିନେଲା ପୋଲିସ
ରାଉରକେଲା,୧୭ ।୧୨(ଓଡିଶା ଭାସ୍କର): ରାଉରକେଲାରେ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ୫ ବର୍ଷର ଶିଶୁପୁତ୍ରକୁ ପଶ୍ଚିମବଙ୍ଗ ମିଦାନପୁରରୁ ପୋଲିସ ଉଦ୍ଧାର କରିଛି । ଚୋରି…
କଏଦୀମାନେ ଜେଲ ଚାରିକାନ୍ଥରୁ ବାହାରି ରୋଜଗାର କରନ୍ତି, ଜାଣନ୍ତୁ ଏକ ଆଦର୍ଶ ଜେଲ ବିଷୟରେ
କଏଦୀ ! ଏଇ ଶବ୍ଦକୁ ଶୁଣିବା ମାତ୍ର ସତେ ଯେମିତି ମନଟା ଏକ ଅନ୍ଧାର ବନ୍ଦ କୋଠରୀ ଭିତରକୁ ଚାଲିଗଲା ପରି ଲାଗେ । କାରଣ ଆମ ସମାଜରେ କଏଦୀମାନଙ୍କ ସ୍ଥାନ ଜେଲର ଚାରିକାନ୍ଥ ଭିତରେ ବନ୍ଧା । କଏଦୀ ଜୀବନ ବିତାଇବାକୁ କିଏ ବା…
ଝାରପଡ଼ା ଜେଲ୍ ଗଲେ ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ରାଓ
ଝାରପଡା,୧୭ ।୧୨(ଓଡିଶା ଭାସ୍କର): ଝାରପଡ଼ା ଜେଲ୍ ଗଲେ ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଜାମିନ ନାମଞ୍ଜୁର ପରେ ଜେଲ୍ ଯାଇଛନ୍ତି ସର୍ବେଶ୍ୱର । ସେ ୧୪ ଦିନ…
ଚାଷୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି, ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ,୧୭ ।୧୨: ନୂଆ କୃଷି ଆଇନକୁ ନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଚାଷୀଙ୍କୁ ୮ ପୃଷ୍ଠାର ଚିଠି ଲେଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚିଠିରେ କୃଷିମନ୍ତ୍ରୀ…