Browsing Category
Breaking News
ଭାରତର ପ୍ରତିବାଦ ପରେ ନରମିଲା ବ୍ରିଟେନ, କୋଭିସିଲ୍ଡ ଟିକାକୁ ଦେଲା ମାନ୍ୟତା
ନୂଆଦିଲ୍ଲୀ: କରୋନା ସଂକ୍ରମଣ କମିଥିଲେ ବି ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଭାରତୀୟଙ୍କୁ କ୍ୱାରେଣ୍ଟାଇନରେ ରଖିବା ନିଷ୍ପତ୍ତିକୁ ବଦଳାଇଛି ବ୍ରିଟେନ । ଭାରତର ତୀବ୍ର ପ୍ରତିବାଦ ପରେ ନରମି ଯାଇଛି…
କରୋନା ମହାମାରୀ କାରଣରୁ ଛୋଟ ପିଲାଙ୍କ ମାନସିକ ସ୍ଥିତି ଭୟଙ୍କର ଭାବେ ହେଉଛି ପ୍ରଭାବିତ, ଏହାକୁ ଅଣଦେଖା ନକରି ସମାଧାନ କରନ୍ତୁ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା କବଳରେ ପଡ଼ି ରହିଛି । ଫଳରେ ଦେଢ଼ବର୍ଷରୁ ଅଧିକ ସମୟ ଧରି ଜନସାଧାରଣ ଏକପ୍ରକାର ସ୍ଥାଣୁ ହୋଇଯାଇଛନ୍ତି । ଅଧିକାଂଶ ପରିବାରରେ ଭବିଷ୍ୟତର ଆଶଙ୍କାକୁ ନେଇ ଏକ ପ୍ରକାର…
DRDO ମାମଲା: ଅଭିଯୁକ୍ତଙ୍କଠାରୁ ମିଳିଛି ସାଙ୍ଘାତିକ ତଥ୍ୟ, କହିଲେ – ‘ବିବାହ ଅଫର ଦେଇଥିଲା ରହସ୍ୟମୟୀ ମହିଳା’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାନ୍ଦିପୁର DRDO ଗୁପ୍ତ ତଥ୍ୟ ଲିକ ମାମଲାରେ ଅଭିଯୁକ୍ତଙ୍କଠାରୁ ମିଳୁଛି ସାଙ୍ଘାତିକ ତଥ୍ୟ । ରିମାଣ୍ଡରେ ଆଣି ଗିରଫ ଅଭିଯୁକ୍ତମାନଙ୍କୁ ଜେରା ଚାଲିଛି । ଫଳରେ ସେମାନଙ୍କ ଠାରୁ ନୂଆ ନୂଆ…
କରୋନାରେ ରାଜ୍ୟରୁ ଗଡ଼ିଲା ୪ ମୁଣ୍ଡ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
ଗଛ ପାଲିଟିଛି ବ୍ରିଜ, ବିପଦ ସଙ୍କୁଳ ପୋଲ ଉପରେ ଲୋକେ ଯାତାୟତ କରୁଥିବାର ଦେଖନ୍ତୁ ଦୃଶ୍ୟ
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାର୍ଲବା ପଞ୍ଚାୟତର ତବାରସିଂ ଓ ପୁତିସାହି ଗ୍ରାମକୁ ସଂଯୋଗ କରୁଥିବା ଏକ ନଦୀ ଉପରେ ଏଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି । ଏହି ବିପଦ ସଙ୍କୁଳ ଝୁଲା ପୋଲ ଦେଇ ସେହି ଅଞ୍ଚଳର…
ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ କହିଲେ
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବଲାଙ୍ଗୀର ଟିଟିଲାଗଡ଼ରେ ଆଜି ପହଞ୍ଚି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହିତ ଭିତ୍ତିପ୍ରସ୍ତର…
କରୋନାରେ ସଂକ୍ରମିତ ହେବା ପରେ ଏପରି କିଛି ଯନ୍ତ୍ରଣା ଅନୁଭବ କରୁଛନ୍ତି କି, ଜାଣନ୍ତୁ କେମିତି ପାଇବେ ମୁକ୍ତି
ନୂଆଦିଲ୍ଲୀ: ବିଗତ ପ୍ରାୟ ଦେଢ଼ ବର୍ଷ ଧରି କରୋନା ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ଏବେ ଦେଶରେ କରୋନା ସାମନ୍ୟ ହ୍ରାସ ପାଇଥିଲେ ହେଁ ଭବିଷ୍ୟତକୁ ନେଇ ସମସ୍ତେ ଆଶଙ୍କା ମଧ୍ୟରେ ରହିଛନ୍ତି । ଏବେ ବି ଅନେକ ଲୋକ…
ଘର ଭିତରୁ ମା ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ଘର ଭିତରୁ ମା ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ୨୮ ବର୍ଷୀୟା ମହିଳାଙ୍କ ସମେତ ୫ ଓ ୩ ବର୍ଷର ଦୁଇ ଝିଅଙ୍କ ମୃତଦେହ ଠାବ କରାଯାଇଛି । ଝାରସୁଗୁଡ଼ା ବ୍ରଜରାଜନଗର ଗଙ୍ଗାନଗର ଫାଟକପଡ଼ା…
ଭୁବନେଶ୍ୱରରେ ଜୁନିୟର ପୁରୁଷ ହକି ବିଶ୍ୱକପ୍, ନଭେମ୍ବର ୨୫ରୁ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ଓଡ଼ିଶାକୁ ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସୁଯୋଗ ମିଳିଛି । ଭୁବନେଶ୍ୱରରେ ଦ୍ୱାଦଶ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ ।…
ନିଜର ଉପସ୍ଥିତ ବୁଦ୍ଧି ପାଇଁ ଯୁବକଙ୍କ ଜୀବନ ବଞ୍ଚିଲା, ଗିରଫ ହେଲେ ହାଇୱେ ଲୁଟେରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ହାଇୱେ ଲୁଟେରାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ଲୁଟୋରଙ୍କ ପ୍ରାଦୃର୍ଭାବ ଯୋଗୁଁ ଜନସାଧାରଣ ଘରୁ ବାହାରିବାକୁ ଡରୁଛନ୍ତି । ମାତ୍ର ବାଲିଚନ୍ଦ୍ରପୁରର ଜଣେ ଯୁବକ ନିଜର…