fbpx
BJD
BJD SKY
BJD SKY
Browsing Category

Breaking News

ସେୟାର ବଜାରରେ କରୋନା ପ୍ରଭାବ, ଆଜି ବି ହ୍ରାସ ପାଇଛି ସେନସେକ୍ସ

ନୂଆଦିଲ୍ଲୀ, ୧୩ା୩: ପୁଣିଥରେ ଦ୍ୱିତୀୟ ଦିନ ପାଇଁ ହୋହଲିଛି ସେୟାର ବଜାର । କରୋନା ପ୍ରଭାବରେ ସେୟାର ବଜାରରେ ଆଜି ବି ସେନସେକ୍ସ କମିଛି । ୩୦୦୦ ପଏଣ୍ଟ ତଳକୁ ସେନସେକ୍ସ ଖସିଛି । ଏହାସହ ନିଫ୍ଟିରେ ୯୦୦ ପଏଣ୍ଟ ହ୍ରାସ…

ଭାରତରେ ପ୍ରଥମ କରୋନା ରୋଗୀର ମୃତ୍ୟୁ

ନୂଆଦିଲ୍ଲୀ / ଭୁବନେଶ୍ୱର, ୧୨ା୩ (ବ୍ୟୁରୋ): ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବିପଦଜ୍ଜନକ କରୋନା ଭାଇରସ୍ ଭାରତରେ ମଧ୍ୟ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଭାରତରେ ଏହା ଧିରେ ଧିରେ ଭୟଙ୍କର ରୂପ ଧାରଣ…

ୟେସ୍ ବ୍ୟାଙ୍କ ବିବାଦ, ସବୁ ରାଜ୍ୟକୁ ଚିଠି ଲେଖିଲା ଆରବିଆଇ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୨ା୩: ୟେସ୍ ବ୍ୟାଙ୍କ ସଙ୍କଟ ପ୍ରସଙ୍ଗରେ ଗୁରୁବାର ସବୁ ରାଜ୍ୟକୁ ଆରବିଆଇ ପକ୍ଷରୁ ଚିଠି ଲେଖାଯାଇଛି । ଏହି ଚିଠିରେ ଘରୋଇ ବ୍ୟାଙ୍କରୁ ଅର୍ଥ ନଉଠାଇବାକୁ ଆରବିଆଇ ପକ୍ଷରୁ ରାଜ୍ୟଗୁଡ଼ିକୁ…

କରୋନା ଭାଇରସ, ମାର୍ଚ୍ଚ ୩୧ଯାଏଁ ଦିଲ୍ଲୀରେ ବନ୍ଦ ରହିବ ସମସ୍ତ ସିନେମା ହଲ, ସ୍କୁଲ ଓ କଲେଜ

ନୂଆଦିଲ୍ଲୀ, ୧୨ା୩: କରୋନାକୁ ମହାମାରୀ ବୋଲି କହିଛନ୍ତି ଦିଲ୍ଲୀ ସରକାର । ଏନେଇ ୩୧ ମାର୍ଚ୍ଚ ଯାଏଁ ଦିଲ୍ଲୀରେ ସମସ୍ତ ସିନେମା ହଲ ବନ୍ଦ ରହିବ । ସମସ୍ତ ସିନେମା ହଲ ବନ୍ଦ କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି…

RMRCରେ ଆରମ୍ଭ ହେଲା କରୋନା ପରୀକ୍ଷା

ଭୁବନେଶ୍ୱର, ୧୨ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଆରଏମଆରସିରେ କରୋନା ଭୂତାଣୁ…

ୟେସ୍ ବ୍ୟାଙ୍କ ପ୍ରସଙ୍ଗ, ବିଜୟ ସାହୁଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର, ୧୨ା୩(ଓଡ଼ିଶା ଭାସ୍କର): ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ନେଇ ବିରୋଧୀମାନେ ଅଭିଯୋଗ କରିଥିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବିଜୟ ସାହୁ । ୨୦୧୯ରେ ସେ…

୬ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୧୨ା୩(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ବର୍ଷା ମଧ୍ୟ ହେଉଛି । କିନ୍ତୁ ଏହାରି ମଧ୍ୟରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୬ଜିଲ୍ଲାରେ ପ୍ରବଳ ବର୍ଷା ହେବାର…