fbpx
Browsing Category

Breaking News

ଜେଏସଡ଼ବ୍ଲୁ ଷ୍ଟିଲର ତ୍ରୈମାସିକ ରିପୋର୍ଟ ପ୍ରକାଶିତ

ଭୁବନେଶ୍ୱର, ୨୪ା୧(ଓଡ଼ିଶା ଭାସ୍କର): ଜେଏସଡ଼ବ୍ଲୁ ଇସ୍ପାତ କମ୍ପାନିର ତୃତୀୟ ତ୍ରିମାସର ରିପୋର୍ଟ ପ୍ରକାଶ ପାଇଛି । ଦ୍ୱିତୀୟ ତ୍ରିମାସ ତୁଳନାରେ ଇସ୍ପାତ ଉତ୍ପାଦନ ୫% ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ କମ୍ପାନିର ନିଟ୍…

ଏଣିକି ସ୍କୁଲକୁ ମିଳିବ ଖଣିଜ ପାଣ୍ଠି

ଭୁବନେଶ୍ୱର,୨୪ ।୧(ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିରୁ ସବୁ ସ୍କୁଲକୁ ଏଣିକି ସହାୟତା ମିଳିବ । ପାଣ୍ଠି ଅର୍ଥରେ ସ୍କୁଲର ବିଦ୍ୟୁତକରଣ ଓ ପାନୀୟ ଜଳ ବ୍ୟବସ୍ଥା ହେବ । ଏହା ସହ ବିଦ୍ୟାଳୟର ଶ୍ରେଣୀଗୃହ…

ନ୍ୟୁଜିଲାଣ୍ଡକୁ ହରାଇ ଭାରତର ଦମଦାର ବିଜୟ

ଅକଲାଣ୍ଡ,୨୪ ।୧: ଅକଲ୍ୟାଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଭାରତ । ୬ ୱିକେଟରେ ନ୍ୟୁଜଲାଣ୍ଡକୁ ହରାଇ ବିଜୟ ମୁକୁଟ ପିନ୍ଧିଛି ଭାରତ । ତେବେ ଟସ୍ ଜିତି…

ବନ୍ଧୁକ ଦେଖାଇ ଲୁଟିନେଲେ ୨୩ଲକ୍ଷ

ଖୋର୍ଦ୍ଧା, ୨୪ା୧(ଓଡ଼ିଶା ଭାସ୍କର): ଖୋର୍ଦ୍ଧାର ଟିଏଲସି ରୋଡ଼ରୁ ୨୩ଲକ୍ଷ ୬୮ହଜାର ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି । ବନ୍ଧୁକ ଦେଖାଇ ନୂଆ ବସଷ୍ଟାଣ୍ଡ ଏଲଆଇସି ଅଫିସ ନିକଟରୁ ଲୁଟ ହୋଇଛି । ବାଇକରେ ଆସି ୩ ଦୁର୍ବୃତ୍ତ…

ଏପ୍ରିଲ ୧ରୁ ଘଣ୍ଟାକରେ ହେବ ଜମି କାଗଜପତ୍ର

ଭୁବନେଶ୍ୱର,୨୪ ।୧(ଓଡିଶା ଭାସ୍କର): ଏପ୍ରିଲ ୧ରୁ ଘଣ୍ଟାକରେ ସମସ୍ତ ଜମି କାଗଜପତ୍ର ମିଳିବ । ସବରେଜିଷ୍ଟ୍ରାର ଅଫିସରେ ପଞ୍ଜିକରଣ କଲେ ସେହିଦିନ ହିଁ ରେଜିଷ୍ଟ୍ରସନ ତଥ୍ୟ ମିଳିବ । ରାଜସ୍ବ ବିଭାଗ “ମୋ ସରକାର” ଅଧିନକୁ…

ଭାରତ ଆଗରେ ୨୦୪ରନର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ଅକଲ୍ୟାଣ୍ଡ, ୨୪ା୧: ଅକଲ୍ୟାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ ଖେଳାଯାଇଛି । ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ତେଣୁ ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ଭାରତ ଆଗରେ…

ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ

କଟକ,୨୪ ।୧(ଓଡିଶା ଭାସ୍କର): କଟକରେ ଏକ ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ସମବାୟ ଦୁଗ୍ଧ ମହାସଂଘର ଅଡିଟରେ ଦୁର୍ନୀତି ସାମ୍ନାକୁ ଆସିଥିଲା । ଏଥିରେ ୧୩ ଲକ୍ଷ…

କଲେଜ ପରିଷଦରୁ ବିଧାୟକଙ୍କୁ ବାଦ୍ ପ୍ରସଙ୍ଗରେ କଣ କହିଲେ ସୁଶାନ୍ତ ?

ଭୁବନେଶ୍ୱର,୨୪ ।୧(ଓଡିଶା ଭାସ୍କର): କଲେଜ ପରିଷଦରୁ ବିଧାୟକ ଓ ନେତା ବାଦ୍ ପ୍ରସଙ୍ଗରେ ପ୍ରତିକିୟା ରଖିଲେ ମନ୍ତ୍ରୀ ସୁଶାନ୍ତ ସିଂ । ସେ କହିଛନ୍ତି ଯେ, ବିଧାୟକମାନେ ସମୟ ଦେଇ ପାରୁନଥିବାରୁ ଶିକ୍ଷାବିତ୍ ରହିଲେ ଭଲ ।…

ପରଲୋକରେ ଜଗନ୍ନାଥ ରାଉତ

ଭୁବନେଶ୍ୱର, ୨୪ା୧(ଓଡ଼ିଶା ଭାସ୍କର): ପୂର୍ବତନ ଶିଳ୍ପ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ ଘଟିଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ସୂଚନା ମିଳିଛି । ୭୭ବର୍ଷ ବୟସରେ ହୃଦଘାତରେ…