fbpx
Browsing Category

Breaking News

ଜାପାନରୁ ଫେରିଲେ ୧୧୯ ଭାରତୀୟ

ଟୋକିଓ, ୨୭ା୨: ଆଜି ଜାପାନରୁ ଦିଲ୍ଲୀ ଫେରିଛନ୍ତି ୧୧୯ ଭାରତୀୟ । ସେମାନଙ୍କ ମଧ୍ୟରେ ଥିବା ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ ମଧ୍ୟ ଭାରତ ଫେରିଛନ୍ତି । ଯାତ୍ରୀମାନଙ୍କୁ କରୋନା ସଂକ୍ରମଣ ଆଶଙ୍କାରେ ଜାହାଜରେ ଅଟକ…

ଦିଲ୍ଲୀ ହିଂସାକାଣ୍ଡ, ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ନୂଆଦିଲ୍ଲୀ, ୨୭ା୨: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଚାଲିଥିବା ହିଂସାକାଣ୍ଡ ଥମିବାର ନା ଧରୁନି । ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଦୁଇଜଣ…

ଏୟାରଟେଲକୁ ପଛରେ ପକାଇ ରିଲାଏନ୍ସ ଜିଓ ନମ୍ବର ୱାନ

ଭୁବନେଶ୍ୱର, ୨୬ା୨(ଓଡ଼ିଶା ଭାସ୍କର): ବଜାରରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଓ ଟ୍ରାଇ ତଥ୍ୟ ଅନୁସାରେ ଏୟାରଟେଲକୁ ପଛରେ ପକାଇ ଗ୍ରାହକ ସଂଖ୍ୟା ଓ ରାଜସ୍ୱ ଅଂଶ କ୍ଷେତ୍ରରେ…

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଫୁଟବଲ-୨୦୨୦ର କପ୍, ଜ୍ୟାକେଟ ଏବଂ ମାସକଟ୍ ଲୋକାର୍ପିତ

ଭୁବନେଶ୍ୱର, ୨୬ା୨(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଫୁଟବଲ ୨୦୨୦ କପ୍,ଜ୍ୟାକେଟ ଏବଂ ମାସକଟ୍ ଲୋକାର୍ପିତ ହୋଇଯାଇଛି । ଏହାକୁ ଲୋକସେବା ଭବନରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଦିଲ୍ଲୀ ହିଂସାକାଣ୍ଡ, ୧୦୬ଜଣ ଗିରଫ

ନୂଆଦିଲ୍ଲୀ, ୨୬ା୨: ଦିଲ୍ଲୀ ଉତ୍ତର-ପୂର୍ବ ହିଂସାକାଣ୍ଡ ନେଇ ଦିଲ୍ଲୀ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ହିଂସାକାଣ୍ଡ ନେଇ ୧୦୬ଜଣଙ୍କୁ ଗିରଫ କରାଯାଇଥିବା ନେଇ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି । ଏହାସହ…

ଶ୍ରୀଜୀଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ପୁରୀ, ୨୬ା୨(ଓଡ଼ିଶା ଭାସ୍କର): ପୁରୀରେ ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ମମତା ପ୍ରତିକ୍ରିୟା ରଖିଛନ୍ତି । ସେ…

ମୋ ସରକାରରେ ସାମିଲ ହେଲା ଆଉ ଦୁଇ ବିଭାଗ

ଭୁବନେଶ୍ୱର, ୨୬ା୨(ଓଡ଼ିଶା ଭାସ୍କର): ମୋ ସରକାରରେ ଆଜି ଆଉ ଦୁଇ ବିଭାଗ ସାମିଲ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସାମିଲ ହୋଇଥିବା ସୂଚନା ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୬ା୨: ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିଛି । ଜାମ୍ମୁକାଶ୍ମୀରରେ କେନ୍ଦ୍ରୀୟ ଆଇନ ପ୍ରଚଳନ ନିର୍ଦ୍ଦେଶକୁ ମଞ୍ଜୁରି…

ଅନାମ ନାଏକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଅନାମଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ଓଡିଶା ହାଇକୋର୍ଟ । ଆୟବର୍ହିଭୂତ ସମ୍ପତ୍ତି ଠୂଳ…

ଘରେ ପଶି ୧୦୦ଗ୍ରାମ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୨୬ା୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଚୋରିଠୁ ଆରମ୍ଭ କରି ବ୍ରାଉନସୁଗାର, ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ଚୋରା ଚାଲାଣ ଏବଂ ଏହାଠାରୁ ମଧ୍ୟ ଜଘନ୍ୟ କାଣ୍ଡ…