fbpx
Browsing Category

Breaking News

ଦାଦାବଟି ମାଗି ୪ଗିରଫ

କଟକ, ୨୫ା୧(ଓଡ଼ିଶା ଭାସ୍କର): କଟକ ଚୌଦ୍ୱାର ଜେଲରେ ଥାଇ ଦାଦାବଟି ଉଦ୍ୟମ କରୁଥିବା ସୂଚନା ମିଳିଛି । ବ୍ୟବସାୟୀଙ୍କୁ ୫୦ଲକ୍ଷ ଟଙ୍କାର ଦାଦାବଟି ଦେବାକୁ ଧମକ ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି । ଏନେଇ ୪ଜଣଙ୍କୁ ଗିରଫ କରିଛି…

ବଦଳିଲା ପୁରୀ ଜିଲ୍ଲାସ୍ତରୀୟ ପରେଡ଼ ଗ୍ରାଉଣ୍ଡ, ପତାକା ଉତ୍ତୋଳନା କରିବେ ପ୍ରତାପ ଜେନା

ପୁରୀ, ୨୫ା୧(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ଏହାରି ମଧ୍ୟରେ ପୁରୀ ଜିଲ୍ଲାସ୍ତରୀୟ ପରେଡ଼ ଗ୍ରାଉଣ୍ଡ ବଦଳିଥିବା…

୨୮ରୁ ରାଜ୍ୟରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୨୫ା୧(ଓଡ଼ିଶା ଭାସ୍କର): ୨୮ତାରିଖରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଦୁଇ ଦିନ ଧରି ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଏଥିରେ ଉତ୍ତର ଓ ଦକ୍ଷିଣ ଓଡ଼ିଶା ମୁଖ୍ୟତ…

ଫାଶୀରୁ ବଞ୍ଚିବା ପାଇଁ ସୁପ୍ରିମକୋର୍ଟ ଗଲା ନିର୍ଭୟା ଦୋଷୀ

ନୂଆଦିଲ୍ଲୀ,୨୫ ।୧: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀରୁ ବଞ୍ଚିବା ପାଇଁ ଦୋଷୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ସେହିପରି ଆଜି ନିର୍ଭୟା ଦୋଷୀ ମୁକେଶ କୁମାର ସିଂହର ଓକିଲ ବୃନ୍ଦା ଜରିଆରେ…

ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ପୁରସ୍କାର

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ନିର୍ବାଚନ ପରିଚାଳନା ପାଇଁ ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ପୁରସ୍କାର ମିଳିଛି । ଜାତୀୟ ଭୋଟର ଦିବସ ଅବସରରେ ସୁରେନ୍ଦ୍ରଙ୍କୁ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।…

କଟକ ଏସସିବି ପାଇଁ ଥଇଥାନ ପ୍ୟାକେଜକୁୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

କଟକ, ୨୫ା୧(ଓଡ଼ିଶା ଭାସ୍କର): କଟକ ଏସସିବି ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ ମିଳିଛି । ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଭାବିତ ଓ ବିସ୍ଥାପିତଙ୍କ ଜମି ସରକାର ସିଧାସଳଖ…

୨୯ ଜଣଙ୍କୁ ମିଳିବ ପୋଲିସ ମେଡାଲ

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ପୋଲିସ ମେଡାଲ ପାଇଁ ଆଜି ନାମ ଘୋଷଣା କରାଯାଇଛି । ଓଡିଶାର୨୯ ଜଣଙ୍କୁ ମିଳିବ ପୋଲିସ ପଦକ । ସାହସିକତା ପାଇଁ ୧୬ ଜଣଙ୍କୁ ପଦକ ମିଳିବ । ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ…

ଯବାନଙ୍କ ଘେରାବନ୍ଦୀରେ ୩ କୁଖ୍ୟାତ ଆତଙ୍କବାଦୀ

ଜାମ୍ମୁକାଶ୍ମୀର, ୨୫ା୧: କାଶ୍ମୀରର ଅବନ୍ତୀପୋରାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହାସହ ଯବାନଙ୍କ ଘେରାବନ୍ଦୀରେ ଜୈଶ ଆତଙ୍କବାଦୀ କମାଣ୍ଡର କାସୀ ୟାସିର ରହିଛି । ଅନ୍ୟ ୨କୁଖ୍ୟାତ…

ସାଧାରଣତନ୍ତ୍ର ଦିବସ ପାଇଁ ବ୍ୟାପକ ସୁରକ୍ଷା: ସୁଧାଂଶୁ

ଭୁବନେଶ୍ୱର,୨୫ ।୧(ଓଡ଼ିଶା ଭାସ୍କର): ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି । ଏହା ସହ ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ସୁରକ୍ଷା ପ୍ରସଙ୍ଗରେ ପୋଲିସ କମିଶନର…

ବିମାନବନ୍ଦର ଦୁର୍ଘଟଣା ନେଇ ସସ୍ମିତଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୨୫ା୧(ଓଡ଼ିଶା ଭାସ୍କର): ବିମାନବନ୍ଦର ଦୁର୍ଘଟଣା ନେଇ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହାସହ ନିରପେକ୍ଷ ତଦନ୍ତ ଓ…