fbpx
Browsing Category

Breaking News

ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ, ୨୫ା୧୨(ଓଡ଼ିଶା ଭାସ୍କର): ଆସନ୍ତାକାଲି ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯିବ । ଆସନ୍ତାକାଲି ସକାଳ ୮ଟା ୨୦ରୁ ୧୧ଟା ୨୯ଯାଏ ସୂର୍ଯ୍ୟୋପରାଗ ରହିଛି । ଗ୍ରହଣ ସ୍ପର୍ଶର ୧୨ଘଣ୍ଟା…

ଉତ୍ତର-ପୂର୍ବାଞ୍ଚଳରୁ ହଟିବ ସୁରକ୍ଷା ବଳ

ଜାମ୍ମୁକାଶ୍ମୀର, ୨୫ା୧୨: ଜାମ୍ମୁକାଶ୍ମୀର ପରେ ଉତ୍ତର ପୂର୍ବାଞ୍ଚଳରୁ ସୁରକ୍ଷା ବଳ ହଟିବ ବୋଲି ସୂଚନା ମିଳିଛି । ଉତ୍ତର-ପୂର୍ବାଞ୍ଚଳରୁ ୧୮କମ୍ପାନି ଅର୍ଦ୍ଧସାମରିକ ବଳ ପ୍ରତ୍ୟାହାର ହେବ । ନାଗରିକତା ସଂଶୋଧନ ଆଇନ ଓ…

ନାବାଳକ ଛାତ୍ର ଚଳାଇପାରିବେନି ଗାଡ଼ି

ଭୁବନେଶ୍ୱର, ୨୫ା୧୨(ଓଡ଼ିଶା ଭାସ୍କର): ସ୍କୁଲ ପିଲା କିମ୍ବା ୧୮ବର୍ଷରୁ କମ୍ ହୋଇଥିବା ପିଲା ଗାଡ଼ି ଚଲାଉଥିଲେ ସାବଧାନ ହୋଇଯାଆନ୍ତୁ । ସେମାନଙ୍କ ପାଇଁ ଏକ ନୂଆ ଗାଇଡ଼ ଲାଇନ ଜାରି ହୋଇଛି । ସ୍କୁଲ ଓ +୨ ଛାତ୍ରଛାତ୍ରୀ…

ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୫ା୧୨: ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଟଳ ବିହାରୀଙ୍କ ଜନ୍ମଦିନ ଅବସରରେ ୬ହଜାର କୋଟି ଟଙ୍କାର ଏହି ଯୋଜନା ଉଦଘାଟିତ ହୋଇଛି । ପ୍ରଥମ…

ବଡ଼ଦିନ ପାଇଁ କନ୍ଧମାଳରେ କଡ଼ା ସୁରକ୍ଷା ବ୍ୟବସ୍ଥା

ବାଲିଗୁଡ଼ା, ୨୫ା୧୨(ଓଡ଼ିଶା ଭାସ୍କର): କନ୍ଧମାଳରେ ବଡ଼ ଦିନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ୩୪ପ୍ଲାଟୁନ ଫୋର୍ସ ସେଠାରେ ମୁତୟନ ହୋଇଛନ୍ତି । ଏହାସହ ୩୦ ଅଫିସର ମଧ୍ୟ ସେଠାରେ ନିଯୁକ୍ତ ହୋଇଛନ୍ତି । ୬ଟି…

ବଡ଼ଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫ା୧୨(ଓଡ଼ିଶା ଭାସ୍କର): ଆଜି ଡିସେମ୍ବର ୨୫ ତାରିଖକୁ ଆମେ ବଡ଼ଦିନ ଭାବେ ପାଳନ କରିଥାଉ । ଏହାସହ କ୍ରିସମାସ ବୋଲି ମଧ୍ୟ ପାଳନ ହୋଇଥାଏ । ଆଜି ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହି ବଡ଼ଦିନ ଓ…

ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୫ା୧୨: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନରେ ସେ ଛାଡ଼ିଯାଇଥିବା ତାଙ୍କର କାର୍ଯ୍ୟ ଓ ମହାନତା ପାଇଁ ସାରା ଦେଶ ଆଜି ତାଙ୍କୁ ଝୁରୁଛି । ତାଙ୍କ ଜନ୍ମଦିନ…

ଏନଆରସି ଓ ଏନପିଆର ମଧ୍ୟରେ କୌଣସି ସମ୍ପର୍କ ନାହିଁ: ଅମିତ ଶାହା

ନୂଆଦିଲ୍ଲୀ,୨୪ା୧୨: ଜାତୀୟ ଜନସଂଖ୍ୟା ରେଜିଷ୍ଟର-ଏନପିଆର ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମତ ରଖିଛନ୍ତି । ସେ କହିଛନ୍ତିଏନଆରସି ଓ ଏନପିଆର ମଧ୍ୟରେ କୌଣସି ସମ୍ପର୍କ ନାହିଁ । ନାଗରିକତା ନେବା ପାଇଁ ନୁହେଁ,…