Browsing Category

Breaking News

ଶାସ୍ତ୍ରୀୟ ସଙ୍ଗୀତ ପାଇଁ ‘ସୁନନ୍ଦା ସମ୍ମାନ’

ଭୁବନେଶ୍ୱର,୨୨ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଏଣିକି ଶାସ୍ତ୍ରୀୟ ସଙ୍ଗୀତ ପାଇଁ ମିଳିବ 'ସୁନନ୍ଦା ସମ୍ମାନ '। ଏହି ସମ୍ମାନ ବିଶିଷ୍ଠ ସଙ୍ଗୀତ ଗୁରୁ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ଦିଆଯିବ ।ଏହି ସମ୍ମାନ ଓଡିଶା…

କେହି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେନି, ଏଣିକି ସବୁ କିଛି ଅନଲାଇନ୍: ନବୀନ

ଭୁବନେଶ୍ୱର, ୨୨ ।୧୦ (ଓଡିଶା ଭାସ୍କର): ୫-ଟି କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଓ ଦକ୍ଷତା ଦିଗରେ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣର ସବୁ କାମ ଏଣିକି ଅନଲାଇନରେ ହେବ । ରାସନ କାର୍ଡ…

୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି, ଜାଣନ୍ତୁ କେଉଁଟି କେଉଁଟି ?

ଭୁବନେଶ୍ୱର,୨୨ ।୧୦(ଓଡ଼ିଶା ଭାସ୍କର) : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ସାରିଛି । ଏହା ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି…

ଭୁବନେଶ୍ୱରୁ ପୁଣି ବାହାରିଲେ ୨୦୧ ପଜିଟିଭ୍

ଭୁବନେଶ୍ୱର,୨୨ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ…

ଦାଢ଼ି ରଖିବାରୁ ଏସ‌ଆଇ ନିଲମ୍ବିତ

ଲକ୍ଷ୍ନୌ,୨୨ ।୧୦ : ଦାଢ଼ି ରଖିବା ପଡିଲା ମହଙ୍ଗା । ବିନା ଅନୁମତିରେ ଦାଢ଼ି ରଖିବାରୁ ଜଣେ ପୋଲିସ ସବଇନ୍ସପେକ୍ଟରଙ୍କୁ ଚିକିରିରୁ ନିଲମ୍ବିତ କରାଯାଇଛି । ଏଭଳି ଘଟଣା ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ଘଟିଯାଇଛି ।…

ରାଜ୍ୟରେ ବନ୍ଦ ହେବନି ପ୍ଳାଜ଼ମା ଥେରାପି

ଭୁବନେଶ୍ୱର,୨୨ ।୧୦(ଓଡିଶା ଭାସ୍କର): ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ବନ୍ଦ ହେବନି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଚିକିତ୍ସା ଫଳପ୍ରଦ ହଉନଥିବା ଆମେ…

ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର,୨୨ ।୧୦(ଓଡିଶା ଭାସ୍କର):ଓଡ଼ିଶାରେ ଆଜି ଅନେକ ଜିଲ୍ଲାରେ ବର୍ଷା ସହ ପବନ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ଏବେ ପାରାଦୀପ ଠାରୁ ୧୮୦ କିଲୋମିଟର ଦୂରରେ…

ବିହାରରେ ବିଜେପିର ନିର୍ବାଚନୀ ଇସ୍ତାହାର

ପାଟଣା,୨୨/୧୦: ବିହାରରେ ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରଥମ ପ୍ରତିଶ୍ରୁତି ରହିଛି କୋରୋନା ଟିକା। ବିହାରର ପ୍ରତି ଲୋକଙ୍କୁ ମାଗଣାରେ ମିଳିବ କୋରୋନା ଟିକା। ଇସ୍ତାହାର ଜାରି…

ଦଶହରାରେ ବି ଖୋଲା ରହିବ ଆରଟିଓ ଅଫିସ

ଭୁବନେଶ୍ୱର,୨୨ ।୧୦(ଓଡିଶା ଭାସ୍କର): ଗାଡ଼ି ପଞ୍ଜିକରଣ ପାଇଁ ଦଶହରାରେ ମଧ୍ୟ ଖୋଲା ରହିବ ଆରଟିଓ ଅଫିସ । ଆସନ୍ତା ୨୪ ଓ ୨୬ ତାରିଖ ଦିନ ସମସ୍ତ ଆରଟିଓ ଅଫିସ ଖୋଲା ରହିବ । ଉଭୟ ଦିନ ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ୨…

ଛତର ଯାତ୍ରା ପାଇଁ ଲାଗୁ ହେଲା ଗାଇଡଲାଇନ୍

ଭବାନୀପାଟଣା ,୨୨ ।୧୦ (ଓଡିଶା ଭାସ୍କର): ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ନେଇ ପ୍ରଶାସନ ପକ୍ଷରୁ ଆଜି ଗାଇଡଲାଇନ୍ ଜାରି ହୋଇଛି । ଆସନ୍ତାକାଲି ମଧ୍ୟରାତ୍ରିରୁ ୨୫ ତାରିଖ ମଧ୍ୟରାତ୍ରୀ ଯାଏଁ ଭବାନୀପଟଣାରେ ଏହି…