Browsing Category
Breaking News
ଭିଜିଲାନ୍ସ ଜାଲରେ ଫସିଲେ ଇଞ୍ଜିନିୟର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଇଞ୍ଜିନିୟର । ଆସ୍କା ସବଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଇଶ୍ୱର ଦାସକୁ ଧରିଛି ଭିଜିଲାନ୍ସ । ୫୦ ଜହାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଠା ଜଳସେଚନର ଆସିଷ୍ଟାଣ୍ଟ…
ଦୁଷ୍କର୍ମ ମାମଲାରେ ଶୀର୍ଷରେ ରାଜସ୍ଥାନ, ଦ୍ୱିତୀୟରେ ଯୋଗୀଙ୍କ ରାଜ୍ୟ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ପକ୍ଷରୁ ବୁଧବାର ଦିନ ୨୦୨୦ର ତଥ୍ୟ ପ୍ରକାଶ କରିଛି । ଏହି ଆକଳନ ଅନୁସାରେ, ସବୁଠାରୁ ଅଧିକ ଦୁଷ୍କର୍ମ ମାମଲାରେ ରାଜସ୍ଥାନ ଟପ୍ ରେ ରହିଛି ।…
ଇତିହାସ ରଚିଲା Space X ; ୪ ଜଣ ସାଧାରଣ ନାଗରିକଙ୍କୁ ୩ ଦିନ ପାଇଁ ଅନ୍ତରୀକ୍ଷକୁ ପଠାଇଲା, ଦେଖନ୍ତୁ ଭିଡିଓ
ୱାଶିଂଟନ: ଆମେରିକୀୟ ବ୍ୟବସାୟୀ ଏଲୋନ୍ ମସ୍କଙ୍କ କମ୍ପାନୀ Space X ଇତିହାସ ରଚିଛି । Space X ପ୍ରଥମ ଥର ପାଇଁ ଭାରତୀୟ ସମୟ ୫:୩୩ରେ ଚାରି ସାଧାରଣ ଲୋକଙ୍କୁ ମହାକାଶକୁ ପଠାଇଛି । ଏହି ମିଶନକୁ ଇନ୍ସପିରେସନ ୪ ଭାବେ…
ପୁଣି ଚାଲିଛି ପୁରୀ ଏମାର ମଠର ଯାଞ୍ଚ
ପୁରୀ(ଓଡିଶା ଭାସ୍କର): ପୁରୀ ପ୍ରଶାସନ ପକ୍ଷରୁ ପୁରିଥରେ ଏମାର ମଠର ଯାଞ୍ଚ ଚାଲିଛି । ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଯାଞ୍ଚ କରାଯାଉଛି । ମଠରେ ଆଉ ରୁପା ଇଟା ଅଛି କି ନାହିଁ, ସେନେଇ ଯାଞ୍ଚ…
ଅଚାନକ୍ ୨ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି, ବ୍ୟାଙ୍କ କର୍ମଚାରୀ ବି ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଯଦି ଆପଣଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଚାଲିଆସେ, ତେବେ ଆପଣଙ୍କ ପ୍ରତିକ୍ରିୟା କିପରି ରହିବ? ସେହିପରି ଏକ ଘଟଣା ବିହାର କୋଟିହାରରେ ଘଟିଛି, ଯେଉଁଠାରେ ୨ ସ୍କୁଲ ଛାତ୍ରଙ୍କ ଆକାଉଣ୍ଟରକୁ ଅଚାନକ୍ ୯୬୦…
୧୮ରୁ ଘୂର୍ଣ୍ଣିବଳୟ: ୧୯ ଓ ୨୦ରେ ରାଜ୍ୟରେ ପ୍ରବଳ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୧୮ ତାରିଖରୁ ପୁଣିଥରେ ବର୍ଷା ଆରମ୍ଭ ହେବ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାର୍ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏନେଇ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ…
ମୂର୍ତ୍ତି ବିବାଦ: ଆସନ୍ତାକାଲି ରାୟ
କଟକ(ଓଡ଼ିଶା ଭାସ୍କର): ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ । ତେବେ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବାଲୁବଜାର ପୂଜା କମିଟି ହାଇକୋର୍ଟର…
ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହୀରାକୁଦ ଡ୍ୟାମ୍ ର ଆଉ ୪ଟି ଗେଟ୍ ଖୋଲିବ । ଏବେ ହୀରାକୁଦର ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର…
ଡିଆରଡିଓ ତଥ୍ୟ ଲିକ୍ ଘଟଣା: ପାକିସ୍ତାନରୁ ଅଶ୍ଳୀଳ ଭିଡିଓ ଚାଟ୍!
ନୂଆଦିଲ୍ଲୀ: ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ସାମନାକୁ ଆସିଲା ସାଂଘାତିକ ତଥ୍ୟ । ଏହି ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତ ବିଦେଶୀ ମୁଦ୍ରା କାରବାର କରିଥିବା ସୂଚନା ମିଳିଛି । ଡିଆରଡିଓ କ୍ୟାମ୍ପସ ଏସବିଆଇ…
୧୦୫୦ ଲିଟର ଦେଶୀ ମଦ ସହ ପିକ୍-ଅପ୍ ଭ୍ୟାନ୍ ଜବତ, ଦୁଇ ଅଟକ
ଢେଙ୍କାନାଳ (ଭାସ୍କର ନ୍ୟୁଜ୍) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ବାଙ୍ଗୁରା ଗାଁ କେନାଲ୍ ନିକଟରେ ଦେଶୀ ମଦ କାରବାର ନେଇ କାମାକ୍ଷାନଗର ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ…