fbpx
Browsing Category

Breaking News

‘ମୋ ସରକାର’ରେ ମମତା ଯୋଜନା ସାମିଲ

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା ମମତା ଯୋଜନା । ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସମ୍ପର୍କରେ…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କୁ ଫାଶୀଦଣ୍ଡ

ଇସ୍ଲାମବାଦ,୧୭ା୧୨ : ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କୁଦୋଷୀ ସାବ୍ୟସ୍ତ କରାଯିବା ସହିତ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଛି । ପେଶାୱର ହାଇକୋର୍ଟ ମୁଖ୍ୟ…

ଆଜି କ୍ୟାବିନେଟ ବୈଠକ, ୩ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୧୭ା୧୨(ଓଡ଼ିଶା ଭାସ୍କର): ଆଜି ଅପରାହ୍ନ ୫ଟା ୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ସେହି ବୈଠକରେ ୩ଟି ପ୍ରସ୍ତାବ ଉପରେ…

ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା !

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ଆସନ୍ତା ଫେବୃୟାରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ୍ ପରୀକ୍ଷା । ଖୁବଶୀଘ୍ର ତାରିଖ ଘୋଷଣା କରିବ ମାଧ୍ୟମିକ ଶିକ୍ଷା ବୋର୍ଡ । ପରୀକ୍ଷା କେନ୍ଦ୍ରର ସ୍ୱଚ୍ଛତା ଦୃଷ୍ଟିରୁ ଏଭଳି…

‘ମୋ ସରକାର’ରେ ସାମିଲ ହେଲା ମିଶନ ଶକ୍ତି

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା ମିଶନ ଶକ୍ତି । ମହିଳା ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଆସୁଛିି ମିଶନ ଶକ୍ତି । ଏନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଜାମିଆ ହିଂସା: ସିସିଟିଭି ଆଧାରରେ ୧୦ ଗିରଫ

ନୂଆଦିଲ୍ଲୀ,୧୭ ।୧୨: ଜାମିଆ ବିଶ୍ୱବିଦ୍ୟାଳୟର ବାହାରେ ଗତ ୧୫ ଡିସେମ୍ବରରେ ହୋଇଥିଲା ହିଂସାକାଣ୍ଡ । ଏହି ହିଂସାକାଣ୍ଡ ମାମଲାରେ ସମ୍ପୃକ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ତେବେ ଦିଲ୍ଲୀ ପୋଲିସର…

ଶ୍ରୀଧର ପାତ୍ର ହେଲେ ନାଲକୋର CMD

ନୂଆଦିଲ୍ଲୀ,୧୭ ।୧୨: ନାଲକୋର CMD ଭାବେ ଶ୍ରୀଧର ପାତ୍ରଙ୍କୁ ନିଯୁକ୍ତ କରାଯାଇଛି । ତାଙ୍କର ନିଯୁକ୍ତିକୁ ଅନୁମୋଦ କରିଛି କ୍ୟାବିନେଟ୍ କମିଟି । ସେ୨୦୨୪ ଅକ୍ଟୋବର ୩୧ ଯାଏ ଦାୟିତ୍ୱ ତୁଲାଇବେ । ତେବେ ଶ୍ରୀପାତ୍ର…