Browsing Category
Breaking News
ସାଲମନ୍ ଫିସ, ଚିକେନ୍ ଓ ବ୍ରେଡ୍ ଆମଲେଟରେ ଲୁଚି ରହିଛି ନୀରଜଙ୍କ ସଫଳତାର ରାଜ୍, ଜାଣନ୍ତୁ କିପରି ଥିଲା ଅଲିମ୍ପିକ୍ ପ୍ରସ୍ତୁତି
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିବା ନୀରଜ ଚୋପ୍ରା ଏବେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟି ଯାଇଛି । ସୋସିଆଲ୍ ମିଡିଆରେ ଏବେ ନୀରଜ ନ୍ୟାସନାଲ କ୍ରସ୍…
OBC ଶ୍ରେଣୀକୁ ଆଜି ବଡ଼ ଉପହାର ଦେବେ ମୋଦୀ ସରକାର, ଜାଣନ୍ତୁ କ’ଣ ହେବ ଫାଇଦା
ନୂଆଦିଲ୍ଲୀ: ଅନ୍ୟ ପଛୁଆ ବର୍ଗ (ଓବିସି) ଉପରେ ଦ୍ୱିତୀୟ ବଡ଼ ପଦକ୍ଷେପ ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ମୌସୁମୀ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନରେ ସରକାର ରାଜ୍ୟକୁ ଓବିସି ତାଲିକା ପ୍ରସ୍ତୁତ କରିବାକୁ ଅଧିକାର…
ରାଜ୍ୟରୁ ୬୬ ମୁଣ୍ଡ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…
ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୨ ଶିଶୁ ଜୀବନ୍ତଦଗ୍ଧ
ଆଜମଗଡ଼: ଉତ୍ତରପ୍ରଦେଶର ଆଜାମଗଡରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିବା କାରଣରୁ ଏକ ପରିବାରରେ ଭୟଙ୍କର ଦୁର୍ଘଟଣା ଘଟିଛି । ନିଆଁରେ ପୋଡିହୋଇ ୨ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।…
ରାଜ୍ୟରେ ଖସୁଛି କରୋନା: ଆଜି ୮୮୬ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ଆଜିଠାରୁ ରାଜ୍ୟରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ପ୍ରକୋପ ଧୀରେଧୀର କମୁଥିବାରୁ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଉଛନ୍ତି । ଆଜିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ଏହି ଅବସରରେ…
ସ୍ମରଣଶକ୍ତିକୁ ଠିକ୍ ରଖିଥାଏ ହ୍ୱିସ୍କି
ଆଜିକାଲି ଅନେକ ଲୋକ ମଦ୍ୟପାନ କରୁଥିବାବେଳେ କିଛି ଲୋକ ମଦ୍ୟପାନ କରିବା କ୍ଷତିକାରକ ବୋଲି ଭାବିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ମଦ୍ୟପାନ କରି ଆପଣ ଅନେକ ରୋଗରୁ ମୁକ୍ତି ପାଇପାରିବେ । ହ୍ୱିସ୍କିରେ ଆଲକୋହଲର…
ଆଜି ୟୁଏନ୍ଏସ୍ସି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: “ସାମୁଦ୍ରିକ ନିରାପତ୍ତା ବୃଦ୍ଧି: ଅନ୍ତରାଷ୍ଟ୍ରୀୟ…
ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅପରାହ୍ନ ୫ଟା ୩୦ ମିନିଟ୍ରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମିଳିତ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍ଏସ୍ସି) ପକ୍ଷରୁ "ସାମୁଦ୍ରିକ…
ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୨ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବୈଠକର ଅଧ୍ୟକ୍ଷତା କରିବେ। କ୍ୟାବିନେଟ୍ର…
ଆଜି ମିଳିବ ପିଏମ୍- କିଷାନର ପରବର୍ତ୍ତୀ କିସ୍ତି, ୯.୫ କୋଟି ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତକୁ ଯିବ ଏହି ଅର୍ଥ
ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅପରାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନା ଅଧିନରେ ଆର୍ଥିକ ସୁବିଧାର…