Browsing Category
Breaking News
ଦୁଗ୍ଧ ଚାଷୀଙ୍କ ପାଇଁ ୧୧ କୋଟିର କୋଭିଡ ସହାୟତା: ୧ ଲକ୍ଷ ଚାଷୀ ହେଲେ ଉପକୃତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ଦୁଗ୍ଧ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ଏକ ଲକ୍ଷ ଦୁଗ୍ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ…
ଶାରଳା ପୁରସ୍କାର ପାଇବେ ପାରମିତା ଶତପଥି
ଓଡ଼ିଶା ଭାସ୍କର ବ୍ୟୁରୋ: ଇମ୍ଫା ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଶାରଳା ପୁରସ୍କାର ଚଳିତଥର ଘୋଷଣା ହୋଇଯାଇଛି । କଥାକାର ପାରମିତା ଶତପଥି ପାଇବେ ଏହି ସମ୍ମାନଜନକ ପୁରସ୍କାର । ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ଅର୍ଥ…
ଚେକ୍ ଦ୍ୱାରା ପେମେଣ୍ଟ୍ କରୁଛନ୍ତି କି? ଜାଣନ୍ତୁ ଆରବିଆଇର ନୂଆ ନିୟମ, ନଚେତ୍ ଦେବାକୁ ପଡ଼ିବ ପେନାଲ୍ଟି
ଓଡ଼ିଶା ଭାସ୍କର ବ୍ୟୁରୋ: ଯଦି ଆପଣ ଚେକ୍ ଜରିଆରେ ପେମେଣ୍ଟ୍ କରୁଛନ୍ତି ତେବେ ଆପଣଙ୍କୁ ଏବେ ଠାରୁ ଅଧିକ ସାବଧାନ ରହିବାକୁ ପଡ଼ିବ । ଆରବିଆଇ ପକ୍ଷରୁ ଅଗଷ୍ଟ ୧ ତାରିଖରୁ ବ୍ୟାଙ୍କ୍ ସହ ଜଡ଼ିତ ଅନେକ ଗୁଡ଼ିଏ ନିୟମରେ…
ବିଧାୟିକାଙ୍କ ଘରେ ଭଙ୍ଗାରୁଜା, ବୋମା ମାଡ଼
ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୁତ୍ତଙ୍କ ଭଙ୍ଗାରୁଜା । ଖଲ୍ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଙ୍ଗାରୁଜା । ଘରେ କେହି ନଥିବାବେଳେ ବାହରେ…
ରାଜ୍ କୁନ୍ଦ୍ରାଙ୍କର ଜାମିନ୍ ଆବେଦନ ଉପରେ ଅଗଷ୍ଟ ୧୦ ତାରିଖରେ ହେବ ଶୁଣାଣି
ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ବ୍ୟବସାୟୀ ରାଜ୍ କୁନ୍ଦ୍ରା ଅଡ଼ୁଆରେ ଫଶିଛନ୍ତି । ତେବେ ଇତି ମଧ୍ୟରେ ରାଜ୍ କୁନ୍ଦ୍ରା ଏବଂ ରେୟାନ୍ ଥେରାପିଙ୍କ ଜାମିନ୍ ଆବେଦନ ମାମଲାର ଶୁଣାଣି ଅଗଷ୍ଟ…
ଇଡି ପଠାଇଲା ନୋଟିସ୍; ଫ୍ଲିପକାର୍ଟ ଉପରେ ଲାଗିପାରେ ୧୦୬୦୦ କୋଟିର ଜୋରିମାନା
ନୂଆଦିଲ୍ଲୀ: ଭାରତୀୟ ଡିଜିଟାଲ୍ ବଜାରରେ ଲୋକପ୍ରିୟ ଇକମର୍ସ ସାଇଟ ୱାଲ୍ମାର୍ଟ ଫ୍ଲିପକାର୍ଟକୁ ଲାଗିଛି ବଡ଼ ଝଟ। ବୈଦେଶିକ ନିବେଶକୁ ନେଇ କମ୍ପାନୀକୁ ନୋଟିସ୍ କରିଛି ପ୍ରବର୍ତ୍ତନ ମନ୍ତ୍ରାଳୟ । ଫ୍ଲିପକାର୍ଟ ବିଦେଶରୁ…
ପୁଅର ବେଷ୍ଟ୍ ଫ୍ରେଣ୍ଡକୁ ବିବାହ କଲେ ମହିଳା, ଦୁହିଁଙ୍କ ମଧ୍ୟରେ ୨୯ ବର୍ଷର ଅନ୍ତର
ନୂଆଦିଲ୍ଲୀ: କୁହାଯାଏ ପ୍ରେମ ବୟସ ଦେଖେ ନାହିଁ । କେତେ ବେଳେ କାହା ସହିତ ପ୍ରେମ ହୋଇଯିବ ତାହା କେହି ବି ଜାଣିପାରନ୍ତି ନାହିଁ । ବ୍ରିଟେନ୍ ର ଜଣେ ମହିଳାଙ୍କ ସହିତ ଏଭଳି କିଛି ଘଟିଛି । ସେଠାରେ ଜଣେ ମହିଳାଙ୍କୁ ପୁଅର…
ମୋବାଇଲ୍ ନିଶା ହେଲା କାଳ: ଗପିବା ବେଳେ ୧୨୦ ଫୁଟ୍ ତଳକୁ ଖସିପଡ଼ିଲେ ଯୁବକ, ଚାଲିଗଲା ଜୀବନ
ଚୂରୁ: ମୋବାଇଲ୍ ରେ କଥା ହୋଇ ହୋଇ ୧୨୦ ଫୁଟ୍ ତଳକୁ ଖସି ପଡ଼ିଛନ୍ତି ଜଣେ ୨୫ ବର୍ଷିୟ ଯୁବକ । ଏହିଭଳି ଏକ ଘଟଣା ଘଟିଛି ରାଜସ୍ଥାନର ଚୂରୁ ଜିଲ୍ଲାରେ । ଏଠାରେ ମୋବାଇଳ୍ ରେ କଥା ହୋଇ ହୋଇ ଜଣେ ଯୁବକ ୧୨୦ ଫୁଟ୍ ଗଭୀର କୂଅ…
ଏବେ କେବଳ RTO ନୂହେଁ ବରଂ NGO ସମେତ ଏହି କମ୍ପାନୀ ମାନଙ୍କରେ ବି ଜାରି ହୋଇପାରିବ DL
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି । ଏବେ ଠାରୁ କାର୍ କମ୍ପାନୀ, ଅଟୋ ମୋବାଇଲ୍ ଆସୋସିଏସନ୍ ଓ ବିଭିନ୍ନ ଏନଜିଓରେ ବି ଡାଇଭିଂ ଲାଇସେନ୍ସ କରିବା ପାଇଁ ଅନୁମତି ମିଳିବ । ଏହି…
ହ୍ୱାଟସଆପର ନୂଆ ଫିଚର୍; ଥରେ ଦେଖିବା ପରେ ଡିଲିଟ୍ ହୋଇଯିବ ଫଟୋ ଓ ଭିଡିଓ
ନୂଆଦିଲ୍ଲୀ: ଯଦି ଆପଣ ଆଣ୍ଡ୍ରଏଡ୍ ଫୋନରେ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି ତେବେ ଆପଣ ପାଇଁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ପ୍ରକୃତରେ ହ୍ୱାଟସଆପ୍ ନିଜର ୟୁଜର୍ ମାନଙ୍କ ପାଇଁ ଏକ ଭିୟୁ ୱାନସ୍(View Once) ନୂଆ…