Browsing Category
Breaking News
କୋଲ୍ଡ ଡ୍ରିଙ୍କସ ପିଉଛନ୍ତି କି? ତେବେ ଜାଣିରଖନ୍ତୁ ଶରୀର ପାଇଁ ଏହା କେତେ କ୍ଷତିକାରକ
ବହୁତ ଲୋକଙ୍କ ଫ୍ରିଜରେ ଆପଣଙ୍କୁ କୋଲ୍ଡ ଡ୍ରିଙ୍କସ ଦେଖିବାକୁ ମିଳିବ । ଘର, ଅଫିସ୍ ଠାରୁ ଆରମ୍ଭ କରି ପାର୍ଟି ପର୍ଯ୍ୟନ୍ତ, ସବୁଠାରେ କୋଲ୍ଡ ଡ୍ରିଙ୍କସ ପିଇବାକୁ ଲୋକମାନେ ପସନ୍ଦ କରନ୍ତି । ଯୁବକମାନଙ୍କ ମଧ୍ୟରେ ଏହାର…
ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…
କଟକରେ କାର୍ଯ୍ୟକ୍ଷମ ହେବ ୯ଟି ଇକ୍ମୋ ମେସିନ: ଏସସିବିରେ ପହଞ୍ଚିଲା ୨ଟି ମେସିନ୍, ଜୁଲାଇ ଶେଷ ସୁଦ୍ଧା ଆସିବ ଆଉ ୭ଟି ମେସିନ୍
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ରାଜ୍ୟବାସୀଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । କରୋନା ସଂକ୍ରମିତ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଇକ୍ମୋ ମେସିନ୍…
ଆଜି ସୁନାବେଶ, ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ
ପୁରୀ (ଓଡ଼ିଶା ଭାସ୍କର): ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥି ବୁଧବାର ରଥାରୁଢ ଶ୍ରୀବିଗ୍ରହଙ୍କ ବଡ଼ତଢାଉ ବେଶ ତଥା ସୁନା ବେଶ ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ସୁଦ୍ଧା ସରିବ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ । ଏହାପରେ ମଇଲମ…
ଆଜି ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ
ପୁରୀ(ଓଡ଼ିଶା ଭାସ୍କର) : ଜନ୍ମବେଦିରେ ଲୀଳାଖେଳା ସାରି ସିଂହଦ୍ୱାରକୁ ବାହୁଡ଼ିଛନ୍ତି ଶ୍ରୀଜିଉ । ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଆଜି ଅନୁଷ୍ଠିତ ହେବ । ସିଂହଦ୍ୱାର ସାମ୍ନାରେ ସୁନାବେଶରେ ସଜେଇ…
ଜିତିଲା ଭାରତ; ଦମ୍ ଦେଖାଇଲେ ଦୀପକ ଚହର, ଶ୍ରୀଲଙ୍କାକୁ ୩ ଓ୍ଵିକେଟରେ ମାତ୍ ଦେଇ ସିରିଜ୍ ସାଫ୍
ନୂଆଦିଲ୍ଲୀ: ଚମକିଲେ ଦୀପକ ଚହର। ଉଭୟ ବ୍ୟାଟ୍ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ଭାରତକୁ ଦେଲେ ବିଜୟ।
କଲୋମ୍ଵୋରେ ଖେଳାଯାଇଥିବା ସିରିଜ୍ ର ଦ୍ଵିତୀୟ ମ୍ୟାଚ୍ ରେ ଭାରତ ଦୀପକ ଚହରଙ୍କ ଅଲରାଉଣ୍ଡର ପ୍ରରର୍ଶନ…
ହାଇଆଲର୍ଟରେ ଦିଲ୍ଳୀ; ଅଗଷ୍ଟ ୧୫ ଯାଏଁ ବନ୍ଦ ରହିବ ଲାଲକିଲ୍ଲା
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ନୂଆଦିଲ୍ଳୀ । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ଡ୍ରୋନ୍ ଆକ୍ରମଣ ହେବାର ସମ୍ଭାବନା ରହିଛି । ଏହି ସୂଚନା ମିଳିବା ପରେ ଆସନ୍ତା ସ୍ୱାଧୀନତା ଦିବସ…
ପିତୃପକ୍ଷ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍, ଜାଣନ୍ତୁ ସବିଶେଷ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିତୃପକ୍ଷ ସମୟରେ ତୀର୍ଥଯାତ୍ରୀଙ୍କ ପାଇଁ ଚାଲିବ ପିଲଗ୍ରୀମ ସ୍ପେସାଲ ଟୁରିଷ୍ଟ୍ ଟ୍ରେନ । ଇଷ୍ଟକୋଷ୍ଟ୍ ରେଲୱେ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି ।
ସେପ୍ଟେମ୍ବର ୨୫ରୁ ଏହି ଟ୍ରେନ…
ରାଜ୍ କୁନ୍ଦ୍ରାଙ୍କ ଗିରଫଦାରୀକୁ ନେଇ ଏପରି କହିଲେ ପୁନମ୍ ପାଣ୍ଡେ, କହିଲେ- ମୁଁ ଏହି ମାମଲାର ଫାଇଦା….
ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ମାମଲାରେ ରାଜ୍ କୁନ୍ଦ୍ରାଙ୍କୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେପାଜତରେ ରଖିବାକୁ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଶିଳ୍ପ ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାକୁ…
ଭାରତ କରିଛି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫୋନ୍ ଟ୍ୟାପ୍, ପାକିସ୍ତାନ ଆଣିଲା ନୂଆ ଅଭିଯୋଗ
ନୂଆଦିଲ୍ଲୀ: ଇସ୍ରାଏଲ୍ର ସ୍ପାଏଓ୍ବେର ପେଗାସସ୍କୁ ନେଇ ଭାରତରେ ତୁମ୍ବି ତୋଫାନ ଦେଖାଦେଇଛି । ଏହା ଜରିଆରେ ଭାରତର ବିଭିନ୍ନ ଚର୍ଚ୍ଚିତ ରାଜନେତା ଏବଂ ସାମ୍ବାଦିକଙ୍କ ଫୋନ୍ ଟ୍ୟାପିଂ ହୋଇଥିବା ନେଇ ଦାବି କରାଯାଉଛି ।…