fbpx
Browsing Category

Breaking News

ବସରେ ନିଆଁ ଲାଗିବା ଘଟଣା, ମିଳିଲା ମୃତକଙ୍କ ପରିଚୟ

ବ୍ରହ୍ମପୁର, ୯ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ୧୧କେଭି ବିଦ୍ୟୁତ ତାର ଲାଗି ବସ ଜଳିଯାଇଥିବା ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଉଛନ୍ତି ବି.ରାମେୟା,…

କମ୍ ଉଚ୍ଚତାରେ ବିଦ୍ୟୁତ ତାର ଥିବାରୁ ଜଳିଗଲା ବସ୍: ରିପୋର୍ଟରୁ ଖୁଲାସା

ବ୍ରହ୍ମପୁର,୯ ।୨(ଓଡିଶା ଭାସ୍କର): ଆଜି ବ୍ରହ୍ମପୁରରେ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଯାଇଛି ଏକ ବରଯାତ୍ରୀ ବସ୍ । ନିୟମ ଠାରୁ କମ୍ ଉଚ୍ଚାରେ କେଭି ତାର ଥିବାରୁ ଏହି ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ…

ବସ୍ ପୋଡି ଘଟଣାରେ କଣ କହିଲେ ଗଞ୍ଜାମ ଜିଲ୍ଲାପାଳ ?

ବ୍ରହ୍ମପୁର,୯ ।୨(ଓଡିଶା ଭାସ୍କର): ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁରରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଯାଇଛି ଏକ ବରଯାତ୍ରୀ ବସ୍ । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିଜର ପ୍ରତିକ୍ରିୟା…

ରସୁଣ ଖାଇଲେ ପାଖ ମାଡିବନି କରୋନା ଭାଇରସ୍, WHOର ଦାବି

ଉହାନ୍,୯ ।୨: ଚିନରେ ଭୟଙ୍କର ରୂପ ନେବାରେ ବସିଛି କରୋନା ଭାଇରସ୍ । କରୋନାରେ ମୃତ୍ୟୁ ସଂଖ୍ୟା ୮୧୧କୁ ବୃଦ୍ଧି ହୋଇଥିବା ବେଳେ ଏଥିରେ ୩୭ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏହି ଭୟଙ୍କର ଭୂତାଣୁର ମୁକାବିଲା କରିବା…

ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୨(ଓଡ଼ିଶା ଭାସ୍କର): ବସରେ କରେଣ୍ଟ ଲାଗି ନିଆଁ ଲାଗି ୧୧ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣାରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ମଧ୍ୟ ସମବେଦନା ଜଣାଇଛନ୍ତି…

ବସରେ ନିଆଁ ଲାଗିବା ଘଟଣାର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର, ୯ା୨(ଓଡ଼ିଶା ଭାସ୍କର): ୧୧କେଭି ବିଦ୍ୟୁତ ତାର ଲାଗି ବସ ଜଳିଯାଇଥିବା ଘଟଣାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କେଉଁ ପରିସ୍ଥିତିରେ ଘଟଣାଟି ଘଟିଛି ଏହାର ତଦନ୍ତ…

ବସରେ ଭୟାବହ ଅଗ୍ନିକାଣ୍ଡ, ୧୧ମୃତ୍ୟୁ ଆଶଙ୍କା

ବ୍ରହ୍ମପୁର, ୯ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଏକ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିଛିି । ୧୧କେଭି ବିଦ୍ୟୁତ ତାର…

ବରଯାତ୍ରୀ ବସରେ ଭୟାବହ ଅଗ୍ନିକାଣ୍ଡ

ବ୍ରହ୍ମପୁର, ୯ା୨(ଓଡ଼ିଶା ଭାସ୍କର):  ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଏକ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିଛିି । ୧୧କେଭି ବିଦ୍ୟୁତ ତାର…