Browsing Category
Breaking News
ଆଦିବାସୀ ଓ ଦଳିତଙ୍କ ପାଇଁ ବଢ଼ୁଛି ଜନସଂଖ୍ୟା, ସପା ବିଧାୟକଙ୍କ ବିବାଦୀୟ ବୟାନ୍
ନୂଆଦିଲ୍ଲୀ: କରୋନା ସମୟରେ ଦଳିତ ଓ ଆଦିବାସୀଙ୍କ ଉପରେ ଏକ ବିବାଦୀୟ ବୟାନ୍ ଦେଇ ଫସିଛନ୍ତି ଜଣେ ସମାଜବାଦୀ ପାର୍ଟି ବିଧାୟକ । ରାଜ୍ୟରେ ଆଦିବାସୀ ଓ ଦଳିତଙ୍କ ପାଇଁ ଜନସଂଖ୍ୟା ବୃଦ୍ଧି ପାଉଛି ବୋଲି କହିଛନ୍ତି ବିଧାୟକ…
ଆସନ୍ତାକାଲି ସରିଯିବ ଟିକା: କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ମାଗିଲା ଓଡ଼ିଶା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ତୃତୀୟ ଲହରର ଓ ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ତେଣୁ କରୋନା ଟିକାକରଣର ସୁପରିଚାଳନା ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।…
କ୍ରାଇମ ବ୍ରାଞ୍ଚ ADG ଭାବେ ଦାୟିତ୍ୱ ନେଲେ IPS ସଂଜୀବ ପଣ୍ଡା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରାଇମବ୍ରାଞ୍ଚ ADG ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି IPS ସଂଜୀବ ପଣ୍ଡା । ଦାୟିତ୍ୱ ଗ୍ରହଣ କରିବା ପରେ ସେ ତଦନ୍ତ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ…
ଭିସୁଟର କୁଳପତି ହେଲେ ବଂଶୀଧର ମାଝୀ
ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି । ସେଠାକାର ନୁତନ କୁଳପତି ଭାବରେ ନିଯୁକ୍ତ ହୋଇଛନ୍ତି ପ୍ରଫେସର୍ ବଂଶୀଧର ମାଝୀ । ଶ୍ରୀ ମାଝୀଙ୍କୁ…
ଭଦ୍ରକରୁ ‘ଅଗ୍ନି ପ୍ରାଇମ-୧’ର ସଫଳ ପରୀକ୍ଷଣ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକ ଧାମରା ଅବଦୁଲ କଲାମ ଦ୍ୱୀପରୁ ଆଜି ସକାଳ ୧୦ଟା ୫୫ ମିନିଟରେ ଅଗ୍ନି ଶୃଙ୍ଖଳାର ଏକ ନୂଆ ମିସାଇଲ ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ ହୋଇଛି । ୪ ନମ୍ବର ଲଞ୍ଚ ପ୍ୟାଡ୍ରୁ ଅଗ୍ନି ପ୍ରାଇମ-୧…
ରାଜ୍ୟରେ କୋହଳ ହେବ ’କରୋନା’ କଟକଣା! ଜାଣନ୍ତୁ କେମିତି…
ଭୁବନେଶ୍ଵର(ଓଡ଼ିଶା ଭାସ୍କର): କମିନି ସଂକ୍ରମଣ କି ହଟନି ଆଶଙ୍କା। କିନ୍ତୁ ମିଳିପାରେ କଟକଣାରୁ ଆଶ୍ଵସ୍ତି। ଏନେଇ ସଂକେତ ପ୍ରଦାନ କରିଛନ୍ତି ଡିଏମଇଟି ସିବିକେ ମହାପାତ୍ର। ରାଜ୍ୟରେ ଗୋଟିଏ ଥରରେ ସବୁ ଅଞ୍ଚଳରେ ମହାମାରୀ…
ପ୍ୟାରିସରେ ‘ବିଶ୍ୱକପ ଷ୍ଟେଜ ଥ୍ରୀ’ରେ ୩ଟି ସ୍ୱର୍ଣ୍ଣପଦକ ପରେ ବିଶ୍ୱର ନମ୍ବର-୧ ମାନ୍ୟତା ହାସଲ କଲେ ଦୀପିକା
ନୂଆଦିଲ୍ଲୀ: ଷ୍ଟାର ଇଣ୍ଡିଆନ୍ ତୀରନ୍ଦାଜ୍ ଦୀପିକା କୁମାରୀ ରବିବାର ଦିନ ପ୍ୟାରିସରେ ବିଶ୍ୱକପ ଷ୍ଟେଜ୍ ୩ରେ ହାଟ୍ରିକ୍ ସ୍ୱର୍ଣ୍ଣ ପଦକ ପରେ ସୋମବାର ଦିନ ବିଶ୍ୱ ରାକିଙ୍ଗରେ ନମ୍ବର ୧ ସ୍ଥାନ ହାସଲ କରିଛନ୍ତି । ୨୦୧୨…
ଜମାକାରୀଙ୍କ ୨୦ ଲକ୍ଷ ହେଲା ଆତ୍ମସାତ୍ କଲେ ପୋଷ୍ଟ ମାଷ୍ଟର, ଡାକଘରେ ବି ସୁରକ୍ଷିତ ନୁହେଁ ଟଙ୍କା
ଜଗତସିଂହପୁର(ଓଡ଼ିଶା ଭାସ୍କର): ଡାକଘରେ ବି ସୁରକ୍ଷିତ ନୁହେଁ ଆପଣଙ୍କ କଷ୍ଟୋପାର୍ଜିତ ଟଙ୍କା । କିଛି ଜମାକାରୀଙ୍କ ୨୦ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଛନ୍ତି ଜଣେ ପୋଷ୍ଟ ମାଷ୍ଟର । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା…
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିଶାଳକାୟ ଉଲକାପିଣ୍ଡ, ବୈଜ୍ଞାନିକ ମାନେ ଜାରି କଲେ ମହାବିନାଶର ତାରିଖ
ନୂଆଦିଲ୍ଲୀ: କରୋନା କାଳରେ ଦୁନିଆରେ ଭୟର ବାତାବରଣ ଜାରି ରହିଛି । ହେଲେ ଏଥିମଧ୍ୟରେ ସ୍ପେସ୍ ରୁ ମଧ୍ୟ ପ୍ରତିଦିନ କିଛି ନା କିଛି ମହାକାଶ ସମ୍ପର୍କିୟ ଖବର ଆସୁଛି । ଇତି ମଧ୍ୟରେ ନାସାର ବୈଜ୍ଞାନିକ ମାନେ ଖୁଲାସା…
କଟକ: ମାଟ୍ରିକ୍ ଫଳ ବାହାରିଲା, ଅସନ୍ତୋଷ ବଢ଼ିଲା
କଟକ(ଓଡ଼ିଶା ଭାସ୍କର): ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ସ୍ଵତନ୍ତ୍ର ମୂଲ୍ୟାୟନ କରାଗଲା। ଆଉ ମାଟ୍ରିକ୍ ପରୀକ୍ଷା ଫଳ ବାହାରିଲା। ପାସ୍ ହାର ବି ଖୁବ୍ ଭଲ ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଲା। କିନ୍ତୁ ଏହାକୁ…