Browsing Category

Breaking News

ଚିକିତ୍ସା ସୁବିଧା ନଥିବାରୁ ଗାଁର ଅଧାଲୋକ ହେଲେଣି କରୋନାରେ ସଂକ୍ରମିତ, ୧୫ ଜଣଙ୍କ ମୃତ୍ୟୁ

ପାଟନା, ୧୪ା୫: ବିହାରର ବୈଶାଳୀ ଜିଲ୍ଲାକୁ କରୋନା ଗ୍ରାସ କରିଛି । ଗ୍ରାମର ପ୍ରାୟ ଅର୍ଦ୍ଧାଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଏଥିସହ ଗ୍ରାମର ୧୫ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣପଡ଼ିଛି ।…

ଜଙ୍ଗଲ ଭିତରେ ୧୮ ହାତୀଙ୍କ ମୃତଦେହ ଠାବ

ଗୌହାଟୀ,୧୪ ।୫: ଆସାମର ନ'ଗାଁ ଅଞ୍ଚଳ ଜଙ୍ଗଲ ଭିତରେ ପଡ଼ିରହିଛି ୧୮ ହାତୀଙ୍କ ମୃତଦେହ । ବଜ୍ରପାତ ଘଟି ଏକକାଳୀନ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଙ୍ଗଲ ବିଭାଗ ସନ୍ଦେହ କରୁଛି । କୁନ୍ଦେଲି ସଂରକ୍ଷିତ ଜଙ୍ଗଲର ୨ଟି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩ ଲକ୍ଷ ୫୮ ହଜାର ପାର

ନୂଆଦିଲ୍ଲୀ, ୧୪ ।୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୫୮ ହଜାର ୧୭୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…

ଖୁସି ଖବର: କାଲି ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା

ଭୁବନେଶ୍ୱର,୧୩ ।୫(ଓଡିଶା ଭାସ୍କର): ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା । କାଲି ଅପରାହ୍ନ ୫ଟାରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ସହାୟତା ରାଶି ଯୋଗାଇ ଦିଆଯିବ । ଚାଷୀମାନଙ୍କୁ…

ଭୁବନେଶ୍ୱରରୁ ଆଜି ୧୧୦୯ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୩ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ଶିଶୁ, କିଶୋରଙ୍କ ପାଇଁ ଆଡଭାଇଜରି ଜାରି, ଜାଣନ୍ତୁ କ’ଣ କହିଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର, ୧୩ ।୫: କରୋନାର ଦ୍ୱିତୀୟ ଲହର ଲୋକଙ୍କୁ କଲବଲ କରୁଥିବା ବେଳେ ଖୁବଶୀଘ୍ର ଏହାର ତୃତୀୟ ଲହର ଆସିବାକୁ ଯାଉଛି । କିନ୍ତୁ ତୃତୀୟ ଲହରେ ଶିଶୁମାନଙ୍କୁ ଅଧିକ ବିପଦ ରହିଥିବା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି…

ଅନ୍ୟ କମ୍ପାନୀ ସହ କୋଭାକ୍ସିନ ଫର୍ମୂଲା ସେୟାର କରିବ ଭାରତ ବାୟୋଟେକ୍ : ଭି.କେ.ପଲ୍‌

ନୂଆଦିଲ୍ଲୀ,୧୩ ।୫: ଦେଶରେ ଦୈନିକ ୩ ଲକ୍ଷରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଟିକା ଅଭାବ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେଉଛି । କିନ୍ତୁ ଅଗଷ୍ଟରୁ…

ସେବାୟତମାନଙ୍କ ପାଇଁ ଆର୍ଥିକ ସହାୟତା, ଜାଣନ୍ତୁ କେତେ

ଭୁବନେଶ୍ୱର,୧୩ ।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଲକଡାଉନ ଯୋଗୁଁ ସବୁକିଛି ଠପ୍ ହୋଇ ପଡିଛି । ଗରିବ ଲୋକମାନଙ୍କ ଠାରୁ ଆରମ୍ଭ କରି ମଧବିତ୍ତ ଶ୍ରେଣୀ, ବ୍ରାହ୍ମଣ, ସେବାୟତ…

ମେ ୨୬ରେ ଦେଖାଦେବ ଚଳିତ ବର୍ଷର ପ୍ରଥମ ବ୍ଲଡମୁନ୍

ଓଡିଶା ଭାସ୍କର ବ୍ୟୁରୋ: ପୃଥିବୀର ଛାଇ ଯେତେବେଳେ ଚନ୍ଦ୍ର ଉପରେ ପଡିଥାଏ, ତାହା ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇନଥାଏ । ସେହି ସମୟରେ ସୂର୍ୟ୍ୟର ଝାପସା କିରଣ ଚନ୍ଦ୍ରପୃଷ୍ଠରେ ପଡୁଥିବାରୁ ଏହା ଖାଲି ଆଖିକୁ ଦେଖାଯାଏ ।…

ଖୁସି ଖବର : ଓଡ଼ିଶାରେ ଆଜି ୮୬୬୫ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୩।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮୬୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…