Browsing Category
Breaking News
ଘରୋଇ କଳହରୁ ବଡ ନିଷ୍ପତ୍ତି: ବ୍ରାହ୍ମଣୀ ନଦୀକୁ ଡେଇଁପଡିଲେ ମହିଳା
ସମ୍ବଲପୁର,୨୨ ।୪(ଓଡିଶା ଭାସ୍କର): ବ୍ରାହ୍ମଣୀ ନଦୀକୁ ଡେଇଁପଡି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସମ୍ବଲପୁରର ରଘୁନାଥପାଲି ଥାନା ବ୍ରାହ୍ମଣୀ ବିଜରୁ ବ୍ରାହ୍ମଣୀ ନଦୀକୁ ମହିଳା ଜଣକ ଡେଇଁପଡିଥିଲେ । ପୋଲିସ ଓ…
ରାଜ୍ୟରେ ଆଜିଠୁ ଲାଗିବ ଲକ୍-ଡାଉନ୍: ରାତି ୮ଟାରୁ ମେ ୧ପର୍ଯ୍ୟନ୍ତ ରହିବ କଟକଣା
ମୁମ୍ବାଇ,୨୨ ।୪: ଦେଶରେ ଅଧିକ କରୋନା ସଂକ୍ରମିତ ରାଜ୍ୟରେ ସାମିଲ ହୋଇଥିବା ମହାରାଷ୍ଟ୍ରରେ ପଜିଟିଭ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଏନେଇ ମାୟାନଗରରେ କଟକଣା ଲାଗୁ କରିଛନ୍ତି ଉଦ୍ଧବ ସରକାର । ମହାରାଷ୍ଟ୍ରରେ…
କରୋନା କାଳ ମଧ୍ୟରେ ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ
କୋଲକାତା,୨୨ ।୪: ସାରା ଦେଶରେ କରୋନା ବଢିଚାଲିଥିବା ବେଳେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ୪ ଜିଲ୍ଲାର ୪୩ଟି ଆସନ ଲାଗି ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ଏଥର…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୦.୭୦ ଲକ୍ଷ ପାର
ନୂଆଦିଲ୍ଲୀ, ୨୨। ୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୭୦ ହଜାର ୯୨୫ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪…
ପୋଲିସ ASIଙ୍କୁ ଉଠାଇନେଲେ ମାଓବାଦୀ
ଛତିଶଗଡି,୨୧ ।୪: ଛତିଶଗଡ ବିଜାପୁରରେ ପୁଣି ଜଣେ ଯବାନଙ୍କୁ ଉଠାଇନେଇଛନ୍ତି ମାଓବାଦୀ । ବିଜାପୁର ଜିଲ୍ଲା ପାଲନାର ଗାଁରୁ ପୋଲିସ ଏଏସଆଇ ମୁରଲୀ ତାତିଙ୍କୁ ମାଓବାଦୀ ଅପହରଣ କରିଥିବା ସୂଚନା ମିଳିଛି । ଆଜି ଅପରାହ୍ଣ ୪ଟା…
ଦୀନବନ୍ଧୁ ଆତ୍ମହତ୍ୟା ଘଟଣା: ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା
ସମ୍ବଲପୁର,୨୧ ।୪(ଓଡିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଘଟଣାରେ କୁଳପତିଙ୍କ ନାଁରେ ମାମଲା ରୁଜୁ ହୋଇଛି । ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜିବ ମିତ୍ତଲଙ୍କ ନାଁରେ…
କରୋନା ଯୋଗୁଁ ସ୍ଥଗିତ ହେଲା ପଞ୍ଚାୟତ ନିର୍ବାଚନ! ୧୫ ଦିନ ପରେ ସମୀକ୍ଷା
ପାଟନା,୨୧ ।୪: ସବୁଆଡେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହି ସମୟରେ ବିହାରରେ ପଞ୍ଚାୟତ ନିର୍ବାଚନ କରିବାକୁ ନେଇ ବଡ ନିଷ୍ପତ୍ତି ନେଇଛି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ…
କଂଗ୍ରେସ ନେତାଙ୍କୁ ହୋଇଗଲା କରୋନା, ଟ୍ୱିଟ୍ କରି ଦେଲେ ସୂଚନା
ଭୁବନେଶ୍ୱର,୨୧ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ବେଶ ବଢିବାରେ ଲାଗିଛି । ବଡ ବଡ ସେଲିବ୍ରିଟ ଓ କରୋନା ଯୋଦ୍ଧା ଏହାର ଶିକାର ହେଉଥିବା ବେଳେ ଏଥିରୁ ବାଦ୍ ପଡିନାହାନ୍ତି ନେତା ଓ ମନ୍ତ୍ରୀ । ଏହାରି…
ଟିକା ନେବା ପରେ କେତେଜଣ ହୋଇଛନ୍ତି କରୋନା ପଜିଟିଭ? ଜାଣନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉତ୍ତର
ନୂଆଦିଲ୍ଲୀ,୨୧ ।୪: କରୋନା ମହାମାରୀ ପୁଣି ଥରେ ଭୟଙ୍କର ରୂପରେ ମାଡିଚାଲିଛିି । ଦେଶର ୧୪୬ଟି ଜିଲ୍ଲା ସରକାରଙ୍କ ଚିନ୍ତାର ବିଷୟ ପାଲଟିଛି ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଜା ଅପଡେଟ ଦିଆଯାଇଛି । ଏହି…
ତାତୁଛି ଓଡିଶା! ୪୦ ଡିଗ୍ରୀ ଉପରେ ରାଜ୍ୟର ୬ ସହର
ଭୁବନେଶ୍ୱର,୨୧ ।୪(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ୪୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ବୌଦ୍ଧ । ସେହିପରି…