Browsing Category

Breaking News

ପୂର୍ବତନ ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା, ଘରେ ପଶି ଆତଙ୍କବାଦୀଙ୍କ ତାଣ୍ଡବ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତାର ସୀମା ଟପିଛି । ପୁଲୱାମା ଜିଲ୍ଲାର ହରିପରିଗାମ ଗ୍ରାମର ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ପଶି ଆତଙ୍କରାଜ ରଚିଛନ୍ତି ଆତଙ୍କବାଦୀ । ଏହି ହମଲାରେ ପୂର୍ବତନ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୩୮ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୩୮ ହଜାର ୮୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୧୮ ଲକ୍ଷ ୬୨…

ଆଜି ରାଜ୍ୟରେ ୩୩୧୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ…

ଆଜି ପୁଣି ୪୩ କରୋନା ରୋଗୀଙ୍କ ପ୍ରାଣହାନୀ, ମୃତ୍ୟୁକୁ ନେଇ କାହାର ଚିନ୍ତା ନାହିଁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ଦୁଷ୍କର୍ମ ମାମଲାର ୨ ବର୍ଷ ପରେ ଅଭିଯୁକ୍ତ ଧରିଲା ପୋଲିସ, ନ୍ୟାୟ ଅପେକ୍ଷାରେ ଥିଲା ପୀଡିତା

ପାଟଣାଗଡ (ଓଡ଼ିଶା ଭାସ୍କର) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଞ୍ଚଳର ଜନୈକା ଯୁବତୀକୁ ଗତ ୨୦୧୯ ମାର୍ଚ୍ଚ ୨୦ ତାରିଖରେ ଦୁଷ୍କର୍ମ କରିଥିବା ନେଇ ଭଇଁଷା ଗ୍ରାମର ଅରୁଣ ପୋଢଙ୍କ ବିରୋଧରେ କେସ ନମ୍ବର ୬୭/୧୯ ରେ…

ଜୁଲାଇ ପହିଲାରେ ଓଡିଶା- ଆନ୍ଧ୍ର ବନ୍ଦ ଡାକରା ଦେଲେ ନକ୍ସଲ, ଜନସାଧାରଣଙ୍କ ସମର୍ଥନ ଲୋଡିଲେ ମାଓ ସଂଗଠନ

ମାଲକାନଗିରି (ଓଡ଼ିଶା ଭାସ୍କର) : ଜୁଲାଇ ପହିଲାରେ ଓଡିଶା- ଆନ୍ଧ୍ର ବନ୍ଦ ଡାକରା । ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ର-ଓଡିଶା ସୀମାରେ ନକ୍ସଲମାନଙ୍କ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିବା ସ୍ପେଶାଲ ଜୋନାଲ…

ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, କରୋନା କଟକଣା ଯୋଗୁଁ ଭର୍ଚୁଆଲ ଜରିଆରେ ଯୋଡି ହେବେ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଆଜିଠୁ ଗଞ୍ଜାମରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ଜନସାଧାରଣ ସେମାନଙ୍କ ସମସ୍ୟା ଓ ଅଭିଯୋଗ ଭିସି ଜରିଆରେ ଜଣାଇପାରିବେ

ଛତ୍ରପୁର (ଓଡ଼ିଶା ଭାସ୍କର): ଗଞ୍ଜାମ ଜ଼ିଲ୍ଲାରେ ପୁଣି ଆଜି ଠାରୁ ଜ଼ିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବ । ମୋ ନିବେଦନ ପ୍ଲାଟଫର୍ମରେ ଜ଼ିଲ୍ଲାପାଳ ଅନ୍‌ଲାଇନରେ ଭିଡିଓ କନଫ୍ରେନ୍ସ ଜରିଆରେ ପଞ୍ଚାୟତସ୍ତରୀୟ…

୨୧ ଜିଲ୍ଲାରେ ବିଜୁଳି ଘଡିଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ରାଜ୍ୟର ୨୧ ଟି ଜିଲ୍ଲାରେ ବିଜୁଳି ଘଡିଘଡି ସହ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର , ଭଦ୍ରକ ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ…

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଅକାଳ ବିୟୋଗ ଘଟିଛି । ଏକ ବାଇକ୍ ଦୁର୍ଘଟଣାରେ ମଙ୍ଗରାଜ ପ୍ରାଣ ହରାଇଥିବା ଜଣାପଡ଼ିଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା…