Browsing Category

Breaking News

ଟିକା ନେଲେ ବି ସାବଧାନ୍ ରୁହ! ଡେଲଟା ଭାରିଆଣ୍ଟକୁ ନେଇ ଲୋକଙ୍କୁ ଏପରି କହିଲା WHO

ନୂଆଦିଲ୍ଲୀ: କରୋନାର ଡେଲଟା ଭାରିଆଣ୍ଟ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଯେଉଁ ଲୋକମାନେ ଟିକାର ୨ଟି ଡୋଜ୍ ନେଇସାରିଛନ୍ତି, ସେମାନେ ବି ମାସ୍କ ପିନ୍ଧିନ୍ତୁ ବୋଲି ଲୋକଙ୍କୁ ଅନୁରୋଧ କରିଛି…

ଆସନ୍ତା ଜୁଲାଇ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଆଗରୁ ଦେଖିନିଅନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଜୁଲାଇ ମାସରେ ଯଦି ଆପଣଙ୍କର ବ୍ୟାଙ୍କ ଜଡ଼ିତ କିଛି କାମ ଅଛି, ତେବେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଜୁଲାଇ ମାସରେ ୨ କି ୪ ନୁହେଁ ବରଂ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଅର୍ଥାତ୍ ମୋଟ ୩୦ ଦିନରୁ ୧୫…

ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଁ ଯଦି ଅମାନିଆ ଦାୟୀ, ତେବେ ପ୍ରଶାସନ କରୁଛି କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇଥିଲେ ବି ସମ୍ପୂର୍ଣ୍ଣ ଭାବେ ଆୟତ୍ତକୁ ଆସିପାରିନାହିଁ । ଗୋଟିଏ ଦିନ ସଂକ୍ରମଣ ବଢ଼ିଲେ ଆଉ ଦିନେ କମୁଥିବାର ଦେଖାଯାଉଥିଲା । ଅନ୍ୟପକ୍ଷରେ…

୨୦୫୦ରେ ହେବ ମହାପ୍ରଳୟ! ଲିକ୍ ହୋଇଥିବା ଜାତିସଂଘ ରିପୋର୍ଟକୁ ନେଇ ଛନକା

ନୂଆଦିଲ୍ଲୀ: ଗତବର୍ଷ ଠାରୁ ସାରା ବିଶ୍ୱ କରୋନା ଭାଇରସ୍ ସହ ଲଢ଼େଇ କରୁଛି । ଆଉ ଏହି ଭାଇରସ୍ ଧୀରେ ଧୀରେ ମହାମାରୀର ରୂପ ନେଇସାରିଲାଣି । ଏହି ମହାମାରୀର ପ୍ରଭାବ ଏତେ ମାତ୍ରାରେ ରହିଛି ଯେ, ୨୦୨୦ ପ୍ରତିଦିନ ହଜାର ହଜାର…

ଟିକା ଅନୁପାତକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରିବର୍ତ୍ତିତ କୋଭିଡ୍ ଟିକାକରଣ ଗାଇଡ଼୍ ଲାଇନ ଅନୁଯାୟୀ, ଘରୋଇ ହସ୍ପିଟାଲ ଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନୀଠାରୁ ସିଧାସଳଖ ଭାବେ ୨୫% ଟିକା କିଣି ପାରିବେ । ବର୍ତମାନ ସୁଦ୍ଧା ଓଡ଼ିଶାର ୭ଟି…

ପଟ୍ଟାଙ୍ଗିର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାଉନ୍ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଚନ୍ଦ୍ରମା ସାଉନ୍ତାଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ଚନ୍ଦ୍ରମାଙ୍କୁ ୮୩ ବର୍ଷ…

ପିତାମାତାଙ୍କ ଅତୀତର ବଳିଦାନକୁ ମନେପକାଇବାକୁ ଟ୍ୱିଟରର ସାହାରା ନେଲେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ଚଳିତ ଜୁନ୍ ମାସକୁ ଆମେରିକାରେ ଜାତୀୟ ପ୍ରବାସୀ ସ୍ମାରକୀ ମାସ ରୂପେ ପାଳନ କରାଯାଉଛି । ପ୍ରବାସୀଙ୍କ ବଳିଦାନକୁ ସମ୍ମାନ ଜଣାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଜୁନ୍ ମାସ ପହିଲାରେ ଆମେରିକା…

ବହୁ ଚର୍ଚ୍ଚିତ ଜର୍ଜ ହତ୍ୟାକାଣ୍ଡରେ ପୋଲିସ ଅଧିକାରୀଙ୍କୁ ସାଢ଼େ ୨୨ ବର୍ଷ ଜେଲଦଣ୍ଡ

ମିନିଆପଲିସ୍‌: ଆମେରିକାର ବହୁ ଚର୍ଚ୍ଚିତ ଜର୍ଜ ଫ୍ଲଏଡଙ୍କ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ସାଢ଼େ ୨୨ ଜେଲଦଣ୍ଡାଦେଶ ହୋଇଛି । ବେକରେ ଆଣ୍ଠୁମାଡ଼ି ବସିବାରୁ ଜର୍ଜଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ…

ସୁଶାନ୍ତ ମୃତ୍ୟୁ ମାମଲା: ସଲମାନଙ୍କ ସମେତ ୮ ବଲିଉଡ୍ ସେଲିବ୍ରିଟିଙ୍କ ବିରୋଧରେ ଦାଖଲ ହୋଇଥିବା ମକଦ୍ଦମା ଖାରଜ

ନୂଆଦିଲ୍ଲୀ: ବିହାରର ମୁଜାଫରପୁରର ଏକ କୋର୍ଟ ବଲିଉଡର ୮ଜଣ ସେଲିବ୍ରିଟିଙ୍କ ବିରୋଧରେ ଦାଖଲ ହୋଇଥିବା ସଂଶୋଧନ ମକଦ୍ଦମାକୁ ଖାରଜ କରିଦେଇଛନ୍ତି । ଏଥିରେ ସଲମାନ ଖାନଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଉପରେ ଅଭିନେତା…

ଟଙ୍କା ପାଇଁ ପତ୍ନୀର ଭାଇ ହୋଇଗଲା ସ୍ଵାମୀ, ଅନ୍ୟ ଯୁବକ ସହ କରାଇ ଦେଲା ବିବାହ, ପୁଣି …

ଭୁବନେଶ୍ଵର : ଟଙ୍କା ପାଇଁ ସବୁ ନାଟ। ଟଙ୍କା ବୁଝେନି ସଂପର୍କର ମୁଲ। ଏହି ଟଙ୍କା ପରକୁ ଆପଣା କରି ଦିଏ ତ କେତେବେଳେ ରକ୍ତର ସଂପର୍କକୁ ରକ୍ତାକ୍ତ କରିବାକୁ ପଛାଏ ନାହିଁ। କିଛି ଟଙ୍କାକୁ ନେଇ ଏମିତି ଏକ ବିଚିତ୍ର ଘଟଣା…