Browsing Category

Breaking News

ଫ୍ରି ଭାକସିନକୁ ନେଇ ଆମ୍ରି ହସ୍ପିଟାଲରେ ଉତ୍ତେଜନା, ଟିକା ନେବା ପାଇଁ ଆସିଥିବା ମହିଳାଙ୍କୁ ନାଲି ଆଖି ଦେଖାଇଲେ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଦେବା ନେଇ ଘୋଷଣା କରିବା ପରେ ଜନସାଧାରଣଙ୍କୁ ମାଗଣାରେ ଟିକା ଦିଆଯାଉଛି । ତେବେ ଏହାକୁ ନେଇ ଆଜି ଭୁବନେଶ୍ୱର…

ଏଣିକି ପଛୁଆ ରହିବେନି କିନ୍ନର, ସରକାର କଲେ ବଡ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କିନ୍ନର ମାନଙ୍କ ପାଇଁ ସରକାର ବଡ ଘୋଷଣା କରିଛନ୍ତି । ଏଣିକି ସବ୍ ଇନ୍ସପେକ୍ଟର୍ ପଦବୀ ପାଇଁ ଆଗ୍ରହୀ ଥିବା କିନ୍ନର ମାନେ ଆବେଦନ କରିପାରିବେ । ଏଥିସହ କନେଷ୍ଟବଳ ପଦ ପାଇଁ ମଧ୍ୟ…

ୟୁଜି , ପିଜି ପରୀକ୍ଷା ନେଇ କଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର:(ଓଡିଶା ଭାସ୍କର): ରାଜ୍ୟରେ ୟୁଜି,ପିଜର ପରୀକ୍ଷା ହେବ । ଏନେଇ ଆସନ୍ତା ୧୮ ତାରିଖରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ବିଳମ୍ବ ହେଲେ ମଧ୍ୟ ପରୀକ୍ଷା ହେବ । ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି କି ୭ ଦିନ…

ପୋଲିସ କବଜାରେ ନକଲି ଆର୍ମି ଅଫିସର, ଧରାପଡିବା ପରେ ପର୍ଦ୍ଦାଫାସ

ଭୁବନେଶ୍ୱର(ଓଡିଶା ଭାସ୍କର): ଲକଡାଉନ୍ ଓ ସଟଡାଉନ ସମୟରେ ଅନେକ ଦୁର୍ବୃତ୍ତ ନିଜର ନକଲି ପରିଚୟ ଦେଇ ବୁଲୁଥିବାର ଅନେକ ଘଟଣା ନଜରକୁ ଆସିଛି । ସେହିପରି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ କବଜାରେ ଫସିଛି ଜଣେ ନକଲି…

ଡିଜିଟାଲ ମିଡିଆକୁ ନିୟମରୁ ମୁକ୍ତ କରାଯାଇପାରିବ ନାହିଁ: I&B ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପାରମ୍ପରିକ ଛାପା ଓ ଟିଭି ମିଡିଆର ଡିଜିଟାଲ ବିଭାଗକୁ ନିୟମ ବାହାରେ ରଖାଯାଇ ପାରିବ ନାହିଁ ବୋଲି ସୂଚନା ଓ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଇନଫରମେସନ୍ ଟେକ୍ନୋଲୋଜି (ଇଣ୍ଟରମିଡ଼ିଆରି ଗାଇଡଲାଇନ୍ସ ଆଣ୍ଡ…

କୋଭିଡ୍ ଦ୍ୱିତୀୟ ଲହରରେ ପ୍ରାଣ ହରାଇଛନ୍ତି ୭୧୯ ଡାକ୍ତର, ବିହାରରେ ସର୍ବାଧିକ

ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ସଙ୍କଟ ଏପର୍ଯ୍ୟନ୍ତ ଟଳିନି । ହେଲେ ଦ୍ରୁତ ସଂକ୍ରମଣ ବର୍ତ୍ତମାନ ନିୟନ୍ତ୍ରଣକୁ ଚାଲି ଆସିଛି । ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ମାତ୍ରା ଅନେକାଂଶରେ କମିବାରେ ଲାଗିଛି ।…

‘ଗର୍ଲଫ୍ରେଣ୍ଡକୁ ଭେଟିବି, ମେଟ୍ରୋ ଚାଲୁଛିକି?’, ଜାଣନ୍ତୁ ଯୁବକଙ୍କୁ କଣ ମିଳିଲା ଉତ୍ତର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଦିଲ୍ଲୀ ମେଟ୍ରୋ ପକ୍ଷରୁ ଜଣେ ଯାତ୍ରୀଙ୍କୁ ଦିଆଯାଇଥିବା ମଜାଦାର୍ ଉତ୍ତର । ତେବେ ଜଣେ ଯାତ୍ରୀ ଟୁଇଟ୍ କରି ଦିଲ୍ଲୀ ମେଟ୍ରୋକୁ ଏକ ଏଭଳି ପ୍ରଶ୍ନ ପଚାରିଛନ୍ତି । ଯାହା…

ୟୁଜି , ପିଜି ପରୀକ୍ଷା ପ୍ରସଙ୍ଗ: ଉଚ୍ଚଶିକ୍ଷା ମନ୍ତ୍ରୀ କରିବେ ଜରୁରୀ ବୈଠକ

ଭୁବନେଶ୍ୱର:(ଓଡିଶା ଭାସ୍କର):ମହାମାରୀ କରୋନା ଯୋଗୁଁ ସମସ୍ତ ସ୍କୁଲ କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡିକର ପାଠପଢା ବନ୍ଦ ରହିଛି । କିଛି କିଛି ଶିକ୍ଷାନୁଷ୍ଠାନରେ ଅନଲାଇନ୍ କ୍ଲାସ୍ ଚାଲୁଥିବା ବେଳେ ଅନ୍ୟ କେତେକ ବନ୍ଦ…

ଭାରତୀୟଙ୍କୁ ଲୁଟିବା ପାଇଁ ୧୩୦୦ରୁ ଅଧିକ ସିମ୍‌ କାର୍ଡ ଚୋରାଚାଲାଣ କରିଛନ୍ତି ଗିରଫ ଚୀନ ଯୁବକ

କୋଲ୍‌କାତା: ଭାରତ-ବାଂଲାଦେଶ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବାବେଳେ ଚୀନ୍‌ର ନାଗରିକ ଜଣକ ଏକ ଆଶ୍ଚର୍ଯ୍ୟ କରିବା ପରି କଥାର ଖୁଲାସା କରିଛନ୍ତି । ତାଙ୍କୁ ଗିରଫ କରି ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯିବା…

ଦେଶରେ ଆଜି ୪୦୦୨ ଜଣଙ୍କ ମୃତ୍ୟୁ, ୮୪ ହଜାର ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୦୨ ଜଣଙ୍କ…